Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାଳ ପାଖେ ଅଟକି ଯାଇଛି ସ୍ୱାସ୍ଥ୍ୟସେବା, ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗର୍ଭବତୀ

ଢେଙ୍କାନାଳ: ଢେଙ୍କାନାଳର ଏଇ ନାଳ ନିକଟରେ ଅଟକି ଯାଉଛି ସରକାରଙ୍କର ସବୁ ସ୍ୱାସ୍ଥ୍ୟ ଯୋଜନା । ଗୁରୁତର ରୋଗୀ ହୁଅନ୍ତୁ ବା ଗର୍ଭବତୀ, ଏଇଠି ସମସ୍ତଙ୍କ ବାଟ ଅଟକାଇ ଦିଏ ,  ବିକାଶର ପଥରୋଧ କରେ ଏଇ ନାଳ। ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧୁଷିତ ଏଇ ଅଞ୍ଚଳ ଆଜି ଏଇ ନାଳ ପାଇଁ ଅପହଞ୍ଚ…

ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରୁଛି ଇଡି?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଜଡିତ ଥିବା ହାଇ ପ୍ରୋଫାଇଲ ବ୍ଯକ୍ତିଙ୍କ ବାବଦରେ ଅଧିକ ଜାଣିବାକୁ ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ…

ବିଳମ୍ବିତ ରାତି ଯାଏ ବାର ଚଳାଇବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଚଲାଇବା ପଡିଲା ମହଙ୍ଗା। ଦୁଇଟି ବାରକୁ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହି ଦୁଇ ବାର ହେଲେ ଏକାମ୍ର ବାର ଓ ରଙ୍ଗିଲା ବାର। ଗତକାଲି ଅବକାରୀ ଟିମ୍ ଏକକାଳୀନ 8ଟି ବାରରେ ଚଢ଼ାଉ କରିଥିଲା। ଲକ୍ଷ୍ମୀସାଗର ପୋଲିସ ସହାୟତାରେ ଏହି…

ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍

ଭୁବନେଶ୍ୱର : ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଆଉ ଏକ ଭେଟି, ତୋର ମୋର କଟି । ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍ ହୋଇଛି । ଝିଲିକ ମୋସନ୍ ପିକଚର୍ସର ତୃତୀୟ ଭେଟି, ତୋର ମୋର କଟି ।  ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ୍ ହୋଇଛି । ଅଭିନେତ୍ରୀରୁ ପ୍ରଯୋଜିକା…

ମୋ ବସ୍ ଭିତରୁ ୪୨ ହଜାର ଟଙ୍କା ଚୋରି; ଥାନାରେ ଏତଲା

ଭୁବନେଶ୍ୱର : ଚୋରଙ୍କ ଟାର୍ଗେଟରେ ମୋ ବସ୍ ଯାତ୍ରୀ । ରାଜଧାନୀରେ ପୁଣି ମୋ ବସ୍ ରୁ ଚୋରି। ଲୁଟ୍ ର ଶିକାର ହୋଇଛନ୍ତି ଏକ ଦମ୍ପତ୍ତି । ବିରଞ୍ଚି ସେଠୀ ତାଙ୍କ ପତ୍ନୀଙ୍କ ସହିତ ମୋ ବସ୍ ରେ ଯାଉଥିବା ବେଳେ ଚୋର କୌଶଳକ୍ରମେ ପର୍ସ ନେଇଯାଇଛି । ପର୍ସରେ ୪୨ ହଜାର ଟଙ୍କା ଥିବା କଥା ବିରଞ୍ଚି…

କ୍ୱାକଙ୍କ ଭୁଲ ଇଞ୍ଜେକସନରେ ଚାଲିଗଲା ଯୁବକଙ୍କ ପ୍ରାଣ

ରାୟଗଡ଼ା : କ୍ୱାକଙ୍କ ଅବହେଳାରୁ ଯୁବଙ୍କ ମୃତ୍ୟୁ । ନକଲି ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ପ୍ରଶାନ୍ତ କୌଶଲ୍ୟା ବୟସ ୨୬। ପରିବାର ଲୋକଙ୍କ କହିବା…

୧୦ ବର୍ଷ ପରେ ନିଖୋଜ ରହସ୍ୟ ଉପରୁ ଉଠିଲା ପରଦା, ମିଳିଲା କଙ୍କାଳ

ଢେଙ୍କାନାଳ: ନିଖୋଜର ୧୦ ବର୍ଷ ପରେ ମିଳିଛି ନରକଙ୍କାଳ । ଢେଙ୍କାନାଳ ଜିଲ୍ଲା ସୁନ୍ଦରୀଖଳା ଅଞ୍ଚଳରୁ ନିଖୋଜଙ୍କ ନରକଙ୍କାଳ ଠାବ ହୋଇଛି । ମାମଲାରେ ଢେଙ୍କନାଳ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏଥିସହ ନିଖୋଜ ଘଟଣା ଉପରୁ ୧୦ ବର୍ଷ ପରେ ପରଦା ହଟିଛି । ମୃତକ ଢେଙ୍କନାଳ ଥାନା ଅନ୍ତର୍ଗତ…

ଅପହରଣ ନୁହେଁ ଦୁର୍ଘଟଣା, କୂଅ ଭିତରୁ ବାହାରିଲା ନିଖୋଜ ଦମ୍ପତିଙ୍କ କାର

ଉମରକୋଟ: ଅପହରଣ ନୁହେଁ ଦୁର୍ଘଟଣା । କୂଅ ଭିତରୁ ବାହାରିଲା କାର । କାର ଭିତରେ ଥିଲା ୪ ମୃତ ଦେହ । ଛତିଶଗଡରୁ ଫେରିବା ବେଳେ ଅପହରଣର ଶିକାର ହୋଇଥିବା ଅଭିଯୋଗର ଏପରି ମର୍ମନ୍ତୁଦ ପରିଣତି ସାମ୍ନାକୁ ଆସିଛି  । ଶନିବାର ରାତି 10ଟା ସମୟରେ ଛତିଶଗଡରୁ ଏକ ବାହାରଘର ଭୋଜି ଖାଇ ଘରକୁ…

ଶପଥ ନେଲେ ପଦମପୁର ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦମପୁରର ନବି ନିର୍ବାଚିତା ବିଧାୟିକା  ବର୍ଷା ସିଂ ବରିହା  ଆଜି ଶପଥ ନେଇଛନ୍ତି ।  ବାଚସ୍ପତିଙ୍କ  ପ୍ରକୋଷ୍ଠରେ ସେ ପଦ ଓ  ଶପଥ ନେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷା ଶନିବାର ଦିନ ଭୁବନେଶ୍ୱର ଆସିଥିଲେ । ସେ…

ବୈପାରୀଗୁଡାରେ ବ୍ୟାପିଲା ଝାଡ଼ାବାନ୍ତି, ଗୋଟିଏ ପରିବାରରେ ୬ ଜଣ ଆକ୍ରାନ୍ତ

କୋରାପୁଟ : ବୈପାରୀଗୁଡାରେ ଦଶମନ୍ତପୁର ପଞ୍ଚାୟତ ପଟରଗୁଡା ଗ୍ରାମରେ ଝାଡାବାନ୍ତି ଆତଙ୍କ  । ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି  । ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଙ୍କ ସମତେ ଚାରି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚାରି ବର୍ଷର ଶିଶୁ ପୁତ୍ର ଗୁରୁତର ଥିବା ଜଣାପଡିଛି…