Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶପଥ ନେଲେ ପଦମପୁର ବିଧାୟିକା ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦମପୁରର ନବି ନିର୍ବାଚିତା ବିଧାୟିକା  ବର୍ଷା ସିଂ ବରିହା  ଆଜି ଶପଥ ନେଇଛନ୍ତି ।  ବାଚସ୍ପତିଙ୍କ  ପ୍ରକୋଷ୍ଠରେ ସେ ପଦ ଓ  ଶପଥ ନେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷା ଶନିବାର ଦିନ ଭୁବନେଶ୍ୱର ଆସିଥିଲେ । ସେ…

ବୈପାରୀଗୁଡାରେ ବ୍ୟାପିଲା ଝାଡ଼ାବାନ୍ତି, ଗୋଟିଏ ପରିବାରରେ ୬ ଜଣ ଆକ୍ରାନ୍ତ

କୋରାପୁଟ : ବୈପାରୀଗୁଡାରେ ଦଶମନ୍ତପୁର ପଞ୍ଚାୟତ ପଟରଗୁଡା ଗ୍ରାମରେ ଝାଡାବାନ୍ତି ଆତଙ୍କ  । ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି  । ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଙ୍କ ସମତେ ଚାରି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚାରି ବର୍ଷର ଶିଶୁ ପୁତ୍ର ଗୁରୁତର ଥିବା ଜଣାପଡିଛି…

ସମ୍ୱଲପୁରରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ପୋଲିସ ସହ ମୁହାଁମୁହିଁ

ସମ୍ୱଲପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିଲା । ରଣକ୍ଷେତ୍ର ପାଲଟିଲା ସମ୍ୱଲପୁର କଚେରୀ ଛକ । ପୁଣି ଥରେ ପୋଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ଓକିଲ ସଂଘ ସଦସ୍ୟ କହିଛନ୍ତିଯେ, ୭୦ ବର୍ଷ ଇତିହାସରେ କଳକ ଲଗାଇଛି ପୋଲିସ  ।  ବୃଦ୍ଧା, ମହିଳା ଓ କିନ୍ନର ବି ସତ୍ୟାଗ୍ରହରେ…

ବ୍ଲାକମେଲ୍ କ୍ୱିନ ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ଆଜି ସରୁଛି, ପୁଣି ରିମାଣ୍ଡ ମାଗିବ ଇଡି

ଭୁବନେଶ୍ୱର : ଯେତେବେଳେ ମୁଁ ମୁହଁ ଖୋଲିବିନା, ସାରା ରାଜ୍ୟ ବଦଳିଯିବ ଆଜ୍ଞା । ତଥ୍ୟ ପ୍ରମାଣ ସହ ସବୁ କହିବି । ନେତା କି ମନ୍ତ୍ରୀ କିଏ ରହିଛି, ସବୁ ପ୍ରମାଣ ସହିତ ଦେଖାଇବି । ମୋତେ ଖାଲି ୩୦ ମିନିଟ ସମୟ ଦିଅନ୍ତୁ । ଏହି ବିସ୍ଫୋରଣ ପରେ ଲାଗୁଥିଲା ଅର୍ଚ୍ଚନା ଇଡି ଅପିସକୁ ଆସିଲେ,…

ନବନିର୍ବାଚିତ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ଆଜି ଶପଥପାଠ

ଭୁବନେଶ୍ୱର: ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଶପଥ ନେବେ । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇବେ । ବର୍ଷା ବିଜେଡିର ପ୍ରାର୍ଥିନୀ ଭାବେ ଚଳିତ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୬…

ବିବାହ ଭୋଜି ଖାଇ କାରରେ ଫେରୁଥିଲେ ଦୁଇ ଦମ୍ପତି, ଏବେ ମିଳୁନି ଖୋଜଖୋବର

ଉମରକୋଟ: ବାହାଘର ଭୋଜି ଖାଇ ଫେରିବା ବେଳେ ଅପହରଣ । ଛତିଶଗଡରୁ ଫେରିବା ବେଳେ ଅପହରଣର ଶିକାର ହୋଇଥିବା ଅଭିଯୋଗ ରହିଛି। ଗତକାଲି ରାତି 10ଟା ସମୟରେ ଅପହରଣ ହୋଇଛନ୍ତି। ମୋବାଇଲ୍ ସୁଇଚ ଅଫ୍ ଦେଖାଇବା ପରେ ପରିବାର ଲୋକେ କାଙ୍କେର କତୁଆଲି ଥାନାରେ ଏତଲା ଦେଇଛନ୍ତି। ଅପହରଣର ଶିକାର…

ଡାକ୍ତର ପ୍ରତାପ ଚନ୍ଦ୍ର ରଥ କାର୍ଡିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ୱର: କାର୍ଡିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଡାକ୍ତର ପ୍ରତାପ ଚନ୍ଦ୍ର ରଥ । ଚେନ୍ନାଇରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଡକ୍ଟର ପି ସି ରଥ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଭାବରେ ନିର୍ବାଚିତ…

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ୩୦ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ UNWIND-୨୦୨୨ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାଇ ଇଣ୍ଟନ୍ୟାସନାଲ ପକ୍ଷରୁ ଅନୱିଣ୍ଡ (UNWIND) କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ୩୦ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମକୁ ମେଣ୍ଟରଙ୍କ ସହାୟତାରେ ପରିଚାଳନା କରିଥିଲେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ।…

ବିଏମ୍‌ସି କମିଶନରଙ୍କ ନାଁରେ ବିଜେପିର ଏତଲା

ବ୍ରହ୍ମପୁର: ସହରରେ ବଢୁଥିବା ମଶା ଉପଦ୍ରବକୁ ନିୟନ୍ତ୍ରଣ ଦାବିରେ ଗତ ୭ ତାରିଖରେ ବ୍ରହ୍ମପୁର ମହାନଗର ନିଗମ(ବିଏମସି) କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଉତ୍ତେଜନା ଦେଖାଦେଇଥିଲା। କେତେକ ବିଜେପି କର୍ମୀ କମିଶନରଙ୍କ ଚାମ୍ବର ଭିତରକୁ ଧସେଇ ପଶିବା ନେଇ ଅଭିଯୋଗ…

ଗଞ୍ଜାମ ଜିଲା କ୍ରିକେଟ ସଂଘର ସଭାପତି ହେଲେ ବ୍ରହ୍ମପୁର ବିଧାୟକ ବିକ୍ରମ

ବ୍ରହ୍ମପୁର:ବହୁ ବରିଷ୍ଠ ଖେଳାଳିଙ୍କ ବିରୋଧ ଏବଂ ନାନା ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘର ନିର୍ବାଚନ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅଶୋକ କୁମାର ସାହୁ,…