Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜଗା ପ୍ରେମରେ ଉବୁଟୁବୁ ଗୀତିକାର ବିଜୟ କୁମାର ମିଶ୍ର

ପୁରୀର ବିଜୟ କୁମାର ମିଶ୍ରଙ୍କୁ କିଏ ବା ନ ଜାଣେ । ଗୀତ, କବିତା, ଭଜନ, ସଙ୍ଗୀତ ଓ ଅଭିନୟ ମାଧ୍ୟମରେ ସେ ଜଗାଙ୍କ ପାଇଁ ଉତ୍ସର୍ଗୀକୃତ କହିଲେ ଭୁଲ ହେବନି । ଗୀତ, କବିତା ଲେଖି ଆସୁଥିଲେ ମଧ୍ୟ ସରକାରୀ ଚାକିରୀରୁ ଅବସର ନେବା ପରେ ସେ ସମ୍ପୂର୍ଣ୍ଣ ଭାବେ ଜଗା ପ୍ରେମରେ ପଡି ଯାଇଥିଲେ । ଆଉ ଯାହା…

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି: ଇଫୁ ମଲ୍ଲିକ

ଭୁବନେଶ୍ୱର: ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଶ୍ରୀକ୍ଷେତ୍ର ମହୋତ୍ସବ ପ୍ରସ୍ତୁତି ବୈଠକ

ପୁରୀ:ଆସନ୍ତା ଜାନୁୟାରୀ ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୀ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଅନୁଷ୍ଠିତ ହେବ । ଏହା ସହ ପଲ୍ଲିଶ୍ରୀ ମେଳା ଓ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଯିବ ବୋଲି ସ୍ଥିର ହୋଇଛି । ସର୍କିଟ ହାଉସ ସମ୍ମିଳନୀ ଗୃହରେ ମହୋତ୍ସବ ଆୟୋଜନ ନିମିତ୍ତ ଏକ…

ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ୨୨ରୁ ଆରମ୍ଭ ହେବ ଓଡିଶା ବାସ୍କେଟବଲ ଲିଗ

ପୁରୀ: ପୁରୀ ରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର‌୍ୟ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଆରମ୍ଭ ହେବ । ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ଟିମ ଅଂଶଗ୍ରହଣ କରିବେ । ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ…

ପୁରୀରେ ଖୋଖୋ ଦଳର ପ୍ରଶିକ୍ଷଣ କ୍ୟାମ୍ପ

ପୁରୀ: ଆସନ୍ତା ଜାନୁଆରୀ ୩୧ ରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶଠାରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ସରକାର ଓ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ପୁରୀରେ ପ୍ରଥମଥର ପାଇଁ ରାଜ୍ୟ ଖୋଖୋ ଦଳର କ୍ୟାମ୍ପ ଆୟୋଜନ କରାଯାଇଛି । ଏହି କ୍ୟାମ୍ପ ପୁରୀ ଜିଲ୍ଲା ସ୍କୁଲ ପଡିଆଠାରେ…

ଅଭିଯୋଗ ଫର୍ଦ୍ଦରୁ IIC ହଟାଇଥିଲେ ବୀରେନ୍ଦ୍ର ଲାକ୍ରାଙ୍କ ନାଁ, ଟ୍ରେନିଂରେ ଯିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ଆୟୁଷ ରେଡିୟମ୍ ଫ୍ଲାଟରେ ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ହାଇକୋର୍ଟ ଇନଫୋସିଟି ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି । ତଦନ୍ତରେ ଅନିୟମିତତା ପାଇଁ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ । ଆଇଆଇସି ସମିତା ମିଶ୍ରଙ୍କୁ ବର୍ଷକ…

ଧନୁଯାତ୍ରାର ୧୭ ଦିନ ପୂର୍ବରୁ ଚାଲିଗଲେ ଶ୍ରେୟସ, ବଳରାମ ଭୂମିକାରେ କରିଥାନ୍ତେ ଅଭିନୟ

ବରଗଡ଼: ଚାଲିଗଲେ ବଳରାମ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୭ ଦିନ ପୂର୍ବରୁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରେୟସଙ୍କ ମୃତ୍ୟୁ ହୋଇଛି । ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ୧୨ ବର୍ଷର ଶ୍ରେୟସ ପୁଜାରୀଙ୍କୁ ମନୋନୀତ କରା ଯାଇଥିଲା । ଆଜଦି ହୃଦଘାତରେ ତାଙ୍କର…

ଛେଳି ପିନ୍ଧିବେ ନୋଳି, ଚିହ୍ନଟ ହେବ ପ୍ରଜାତି

ଭୁବନେଶ୍ୱର: ଛେଳି ହେଉଛି ଗ୍ରାମାଞ୍ଚଳ ଲୋକଙ୍କ ଏଟିଏମ । ଜରୁରୀ ଆବଶ୍ୟକତା ସମୟରେ ସେମାନେ ଛେଳି ବିକି ତୁରନ୍ତ ଅର୍ଥ ପାଇଥାନ୍ତି । ଏକଥା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ…

୧୧ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ପୋଲିସ ବାବୁ’

ଭୁବନେଶ୍ୱର: ଡ୍ରାମା, କମେଡି ସାଙ୍ଗକୁ ମନଛୁଆଁ ଗୀତ । ରିଲିଜ୍ ହେବାକୁ ଯାଉଛି ଜବରଦସ୍ତ ଓଡ଼ିଆ ଫିଲ୍ମ ‘ପୋଲିସ ବାବୁ’ । ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ପୋଲିସ ବାବୁ’ । ଫିଲ୍ମ ରିଲିଜ୍ ପୂର୍ବରୁ ଅଡିଓ ରିଲିଜ୍ ହୋଇଛି । ‘ପୋଲିସ ବାବୁ’ ଚଳଚ୍ଚିତ୍ରରେ ଅଭିନେତା…

ପଦ୍ମପୁର ପରାଜୟକୁ ନେଇ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ମୋକିମଙ୍କ ସମାଲୋଚନା

ଭୁବନେଶ୍ୱର: ଧାମନଗର ଭଳି ପଦ୍ମପୁରରେ କଂଗ୍ରେସ ଅମାନତ ହରାଇଲା । ଯାହାକୁ ନେଇ କଟକ-ଚୌଦ୍ୱାର କଂଗ୍ରେସ ବିଧାୟକ ଦଳୀୟ ଶୀର୍ଷ ନେତାଙ୍କୁ ସମାଲୋଚନା କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ଦଳର ଶୋଚନୀୟ ଫଳାଫଳକୁ ନେଇ ମୋକିମ୍ କହିଛନ୍ତି, ଆଗକୁ କଂଗ୍ରେସ ନୋଟା ସହ ଲଢ଼ିବ । ପଦ୍ମପୁର…