Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଦ୍ୟୁତ୍ ସମ୍ପର୍କିତ ସମସ୍ୟାର ସମାଧାନ ପ୍ରଦାନ କରିବ TPSODLର ‘ସମ୍ପର୍କ କେନ୍ଦ୍ର’

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍ ସେଣ୍ଟରକୁ 'ସମ୍ପର୍କ' କେନ୍ଦ୍ରରେ ପରିଣତ କରିବାକୁ ଟିପି ସଦର୍ଣ୍ଣ ଓଡ଼ିଶା ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଲକ୍ଷ୍ୟ ରଖିଛି । ବ୍ରହ୍ମପୁର…

ମକା ପାଇଁ ନାହିଁ ମଣ୍ଡି, ଦଲାଲଙ୍କ କବ୍ଜାରେ ମକାଚାଷୀ

ନବରଙ୍ଗପୁର : ମକା ପାଇଁ ନାହିଁ ମଣ୍ଡି  । ଦଲାଲଙ୍କ କବ୍ଜାରେ ଚାଷୀ  । ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହୋଇ ରହିଯାଉଛି । ସରକାରଙ୍କର ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି ନବରଙ୍ଗପୁରର ମକା ଚାଷୀ । ମକା ଚାଷ ପାଇଁ ନବରଙ୍ଗପୁର ଜିଲ୍ଲା ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି,…

ରଙ୍ଗୀନ ବେଲୁନରେ ଦିଶିଯାଏ ରୁଟିର ଚିତ୍ର, ବାପା-ମା’ଙ୍କ ଉଦାସ ମୁହଁ

ମାଲକାନଗିରି: ବାବୁ, ବେଲୁନ ନିଅ… ମାତ୍ର ୨୦ ଟଙ୍କା । ଗୋଟିଏ ହେଲେ ବେଲୁନ ନେଇ ଯାଅ ବାବୁ.. ବେଲୁନ ନ ନେଲେ ମୋ ପେଟ ପୂରିବନି, ପରିବାର ଚଳିବନି, ନିଅ ବାବୁ ନିଅ… ଏମିତି ଅନୁନୟ ହୋଇ ଡାକୁଥିଲା  ୨୧ ବର୍ଷର ଯୁବକ  । ଆଖି ଆଗରେ ଚିଟାଉ ଧରି ଛିଡ଼ା ହୋଇଛି ମୃତ୍ୟୁ । ପ୍ରତିଦିନ, ପ୍ରତି…

ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : କମେଣ୍ଟ ମାରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଆଇନକୁ ହାତକୁ ନେଲେ ଗ୍ରାମବାସୀ । ୨ପୁଅ ସହ ବାପାକୁ ଉଠବସ୍‌ କରାଇଲେ ଗାଁ ଲୋକେ । ସୋଶିଆଲ ମିଡିଆରେ ଭିଡିଓ କଲେ ଭାଇରାଲ  । ତେବେ ଏଭଳି ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ପାଲା ମଣ୍ଡପଠାରେ  ।…

ଲୁଟ୍‌ ବେଳେ ଆକ୍ରମଣର ଶିକାର ହେଲେ ସ୍ୱାମୀ ସ୍ତ୍ରୀ

ସାଲେପୁର: ନେମାଳ ଲେଣ୍ଡର ଭଗବାନପୁରରେ ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୁତ୍ତ  । ଲୁଟ ସମୟରେ ପ୍ରତିବାଦ କରିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି  ।  ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସାଲେପୁର ନେମାଳ ଲେଣ୍ଡର ଭଗବାନପୁର ଗାଁରେ ଜଣକ ଘରେ ପଶି…

ଧାନ ବିଲରେ ହେଲା ପ୍ରେମ, ୬୦ ବର୍ଷରେ ବିବାହ କଲେ ବୃଦ୍ଧ-ବୃଦ୍ଧା

କେନ୍ଦ୍ରାପଡ଼ା : ବୁଢ଼ା ବୟସରେ ହେଲା ପ୍ରେମ । ବରକୁ ୬୩, କନିଆଁକୁ ୬୭ । ଉଭୟଙ୍କର ରହିଛି ୬ଟି ସନ୍ତାନ  । ପଚାରିଲାନି ପରିଚାର । ବାହାହେଲେ ବୃଦ୍ଧ-ବୃଦ୍ଧା ଦମ୍ପତ୍ତି । ଏପରି ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗଗୁଆ ପଞ୍ଚାୟତର ଗୁଳୁଦିଆ ଗାଁରେ ।…

ଆର ପାରିରେ ବାଦ୍ୟଗୁରୁ ଉମେଶ କର, ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପନ୍ନ

ପୁରୀ: ସଙ୍ଗୀତ ଦୁନିଆର ଲୋକପ୍ରିୟ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଦୋଳମଣ୍ଡପ ସାହିରେ ବାଦ୍ୟଗୁରୁ କ୍ଷେତ୍ରମୋହନ କରଙ୍କ ପୁତ୍ର ତଥା ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଭାଇ ସ୍ୱର୍ଗତଃ ଉମେଶ କରଙ୍କୁ ଶେଷ…

ଶ୍ରୀକ୍ଷେତ୍ରରେ ଶ୍ରୀ-ଉତ୍ସବ ପାଳିତ

ପୁରୀ: ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ପୁରୀରେ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଲକ୍ଷ୍ମୀ ପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଆଜି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରସ୍ଥିତ ଶ୍ରୀ ଗୌର ଗୋପାଳ ଆଶ୍ରମଠାରେ ଏହି ଉତ୍ସବ ପାଳିତ ହୋଇଥିଲା । ମହିଳାମାନେ…

ଆରଟିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଂଚିଗଲା ୬ଜଣଙ୍କ ଜୀବନ

ପୁରୀ: ପୁରୀର ମଙ୍ଗଳାହାଟ ନିକଟରେ ବୁଧବାର ବିଳମ୍ବିତ ରାତିରେ ଆସୁଥିବା ଏକ ଅଟୋ ଭାରସମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ସମେତ ୫ ଜଣ ଯାତ୍ରୀ ଏଥିରେ ଆଘାତପ୍ରାପ୍ତ ହୋଇଥିଲେ । ଠିକ ସେହି ସମୟରେ ପୁରୀ ଆରଟିଓ ରବିନ ପଟ୍ଟନାୟକ ପୋଲିସ ଏନଫୋର୍ସମେଂଟ ସହିତ ସେହି ବାଟେ ଯାଉଥିଲେ । ସେ ସଙ୍ଗେ…

ମୈନପୁରୀରେ ଡିମ୍ପଲ ଯାଦବଙ୍କ ରେକର୍ଡ ଜିତ୍

ଲକ୍ଷ୍ନୌ: ମୈନପୁରୀ ଉପନିର୍ବାଚନରେ ସମାଜବାଦୀ ପାର୍ଟିର ବିଜୟ । ମୈନପୁରୀ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବ ବିଜୟୀ ହୋଇଛନ୍ତି । କଡ଼ାସୁରକ୍ଷା ମଧ୍ୟରେ ଶେଷ ହୋଇଛି ମତଗଣନା । ବିଜେପି ପ୍ରାର୍ଥୀ ରଘୁରାଜ ସିଂ ସାକ୍ୟଙ୍କୁ ପରାସ୍ତ କରିଛନ୍ତି ଡିମ୍ପଲ । ଡିମ୍ପଲଙ୍କୁ…