Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ବିଜେଡି ବିଜୟ ପଛରେ ରାଜନୈତିକ ଡିଲ୍

ଭୁବନେଶ୍ୱର: କଂଗ୍ରେସ ସହ ଡିଲ୍ କରିଥିଲା ବିଜେଡି । ପଦ୍ମପୁର ପ୍ରଚାରକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ମଧ୍ୟରେ ଏହି ଡିଲ୍ ହୋଇଥିଲା । ଏପରି ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର  । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିସ୍ଫୋରକ ବୟାନ ରାଜ୍ୟ ରାଜନୀତିକୁ…

ହୋଇପାରେ ଆଗୁଆ ନିର୍ବାଚନ- ଆଭାସ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପଦ୍ମପୁରରେ ଆମେ ଯାହା ଭାବିଥିଲୁ ତାହା ହେଲାନି । ଜନାଦେଶକୁ ଆମେ ସମ୍ମାନ ଜଣାଉଛୁ । ଯିଏ ଜିତେ ତା ମନ ସ୍ୱାଭାବିକ ଭାବେ ଖୁସିଥାଏ । ସେ ଟିକିଏ ବଢିଚଢି କହିଥାଏ ..ପଦ୍ମପୁର ଉପନିର୍ବାଚନ ହାରିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ସୋମବାର ଶପଥ ନେବେ ବର୍ଷା

ଭୁବନେଶ୍ୱର: ପଦ୍ମପୁର ଆସନରୁ ବିପୁଳ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂହ । ଗତକାଲି ସେ ଭୁବେନଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି । ଆଜି ବାଚସ୍ପତିଙ୍କୁ ଭେଟି ସୋମବାର ବିଧାୟିକା ଭାବେ ଶପଥ ନେବେ ବୋଲି…

‘ପ୍ରଧାନ ବିଚାରପତିଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦେଲେ ନିର୍ବାଚନ ନିରପେକ୍ଷ ହୋଇପାରନ୍ତା’

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା ଭଗବାନ ପ୍ରକାଶ ଥିଙ୍କର୍ଶ କ୍ଲବ୍ ର ୫୨ ତମ ଆଭାସି ଆଲୋଚନାରେ କହିଛନ୍ତିଯେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ କମିଟି ଜରିଆରେ ନିଯୁକ୍ତି ଦେଇ ଅଷ୍ଟ୍ରେଲିଆ କଲମ୍ବିଆ ଦେଶ ପରି ବାଧ୍ୟତାମୂଳକ ଭୋଟ ଦାନ ନୀତି ଭାରତରେ ଲାଗୁ କରାଯାଉ…

ଇ-କାର୍ଟ ପ୍ୟାକେଟ୍ ପଠାଇଲେ, ୧୯ହଜାର ଲୁଟିଲେ ସାଇବର ଠକ

କଟକ : କଟକରେ ସାଇବର ଠକେଇ । ଅନଲାଇନ ସପିଂ ପ୍ୟାକେଟରୁ ବାହାରିଲା ଦୁର୍ଗନ୍ଧ କପଡା । ରିଫଣ୍ଡ ମାଗିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ମହିଳା । କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟ ରୁ ଏକ କଲ ଆସିଥିଲା । ନାବାଳିକା ଜଣକ ଘରେ…

‘ପ୍ରତୀକ୍ଷା’ ଓଡ଼ିଆ ଫିଲ୍ମ ଦେଖିବାକୁ ସିନେମା ହଲରେ ଛାତ୍ରଛାତ୍ରୀଙ୍କ ଭିଡ଼

ଭୁବନେଶ୍ୱର: ଦର୍ଶକଙ୍କୁ ମତୁଆଲା କରୁଛି ଓଡିଆ ଫିଲ୍ମ ପ୍ରତୀକ୍ଷା । ଫିଲ୍ମ ହଲ୍ ପୂରା ହାଉସଫୁଲ୍ । ପ୍ରତୀକ୍ଷାକୁ ଭଲ ରେସ୍ପଣ୍ଡ ମିଳୁଛି ।  ଡିସେମ୍ବର ୨ରେ ରିଲିଜ ହୋଇଥିଲା ପ୍ରତୀକ୍ଷା ।  ପ୍ରଥମ ଦିନରୁ ହାଉସଫୁଲ ରହୁଛି ସିନେମା ହଲ୍ । ସ୍ତୁଲି ଫିଲ୍ମ ହଲରେ ସବୁ ବୟସର ଲୋକଙ୍କୁ…

ପରୀ ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ୧୦ ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲା ସରୋଜ । ତେବେ ଆବଶ୍ୟକ ପଡିଲେ ଥାନାରେ ଆସି ସେ…

‘ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ, ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ’

କଟକ: ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ । ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ । ଏହା କହିଛନ୍ତି ମୃତ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଧନା ଟପ୍ପୋ । ଓଡ଼ିଶା ପୋଲିସର ତଦନ୍ତ ଶୀଥିଳ ଓ ଦିଗହରା  ବୋଲି କହି ଗତକାଲି ହାଇକୋର୍ଟ ଆନନ୍ଦ ଟପ୍ପୋ ହତ୍ୟା ମାମଲାର ତଦନ୍ତ ଭାର ଭୁବନେଶ୍ୱର…

ଜଗା ପ୍ରେମରେ ଉବୁଟୁବୁ ଗୀତିକାର ବିଜୟ କୁମାର ମିଶ୍ର

ପୁରୀର ବିଜୟ କୁମାର ମିଶ୍ରଙ୍କୁ କିଏ ବା ନ ଜାଣେ । ଗୀତ, କବିତା, ଭଜନ, ସଙ୍ଗୀତ ଓ ଅଭିନୟ ମାଧ୍ୟମରେ ସେ ଜଗାଙ୍କ ପାଇଁ ଉତ୍ସର୍ଗୀକୃତ କହିଲେ ଭୁଲ ହେବନି । ଗୀତ, କବିତା ଲେଖି ଆସୁଥିଲେ ମଧ୍ୟ ସରକାରୀ ଚାକିରୀରୁ ଅବସର ନେବା ପରେ ସେ ସମ୍ପୂର୍ଣ୍ଣ ଭାବେ ଜଗା ପ୍ରେମରେ ପଡି ଯାଇଥିଲେ । ଆଉ ଯାହା…

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି: ଇଫୁ ମଲ୍ଲିକ

ଭୁବନେଶ୍ୱର: ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…