Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲା ଉପରେ ପଡ଼ିବ ନାହିଁ। ତଥାପି ସତର୍କତାମୂଳକ ପଦକ୍ଷେପ ଭାବେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ହେଡକ୍ବାର୍ଟରେ ରହିବାକୁ ନିର୍ଦେଶ ଦେଇଛନ୍ତି। ସମ୍ତ ଛୁଟିକୁ ବାତିଲ୍‌…

ବାତ୍ୟା ‘ସିତ୍ରଙ୍ଗ’ ପାଇଁ ୮ ଜିଲ୍ଲା ସଜାଗ, ୨୬ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କଲେ SRC

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଦେଇ ବାତ୍ୟା ଯିବନି । କିନ୍ତୁ ପ୍ରଭାବରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନ ହେବ । ବାତ୍ୟା ‘ସିତ୍ରଙ୍ଗ’ ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ନଥିଲେ ମଧ୍ୟ ପ୍ରଶାସନ ସଜାଗ ରହିଛି । ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୮ ଜିଲ୍ଲାକୁ ସଜାଗ କରାଯାଇଥିବା…

୯ ଦଫା ଦାବିରେ ଦଣ୍ଡ ପ୍ରଣାମ ପଦଯାତ୍ରା କଲା ଡ୍ରାଇଭର ମହାସଂଘ

କାମାକ୍ଷାନଗର : ଡ୍ରାଇଭର ମହାସଂଘ ପକ୍ଷରୁ ୯ ଦଫା ଦାବି ପୂରଣ ନେଇ ଦଣ୍ଡ ପ୍ରଣାମ ପଦଯାତ୍ରା । ରାଜ୍ୟର ସମସ୍ତ ବ୍ଲକରେ ୯ ଦଫା ଦାବି ପୂରଣ ନେଇ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । କାମାକ୍ଷାନଗର ହନୁମାନ ବଜାର ଠାରୁ ଆରମ୍ଭ କରି ଦଣ୍ଡ ପ୍ରଣାମ ପଦଯାତ୍ରାରେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଜଣେ ମୃତ, ୩ ଜଣ ଗୁରୁତର  

ଅନୁଗୁଳ: ଦୀପାବଳି ପୂର୍ବରୁ ଅଘଟଣ । ବାଣ ଭିଡ଼ିବା ବେଳେ ଚାଲିଗଲା ଜୀବନ । ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ସେହି ଗାଁର ତ୍ରିପୁର…

ଦାନଗଦୀ ହାଟରେ ସ୍ତ୍ରୀ କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ କୁ ହାଟ ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଯାଜପୁର ଦାନଗଦି ହାଟ ନିକଟରେ ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ସମେତ ୧  ଆହାତ। ସୂଚନା ମୁତାବକ ଅଭିଯୁକ୍ତ ଜଣକ ହେଲେ ଟମକା ଅଞ୍ଚଳର ମୁନାପାତ୍ର  । ସେ ୨ଜଣ ମହିଳାଙ୍କୁ ବିବାହ କରିଥିଲେ।…

ଧର୍ମେନ୍ଦ୍ର ସାହୁ, ଅର୍ଚ୍ଚନା ନାଗ ପ୍ରସଙ୍ଗରେ ପୁଲିସକୁ ଘେରିବ ବିଜେପି

ଭୁବନେଶ୍ୱର: ପୁରୀର ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା ଏବଂ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଛନ୍ଦି ହୋଇଯାଇଛନ୍ତି ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ। ପୋଲିସ ଉଭୟ ମାମଲାର ତଦନ୍ତ କରୁଛି ହେଲେ ବିଭିନ୍ନ ପ୍ରସଙ୍ଗରେ ପୋଲିସର ନିରବତାକୁ ନେଇ ପ୍ରଶ୍ନ ଉଠିଛି। ଆଉ…

କଂକ୍ରିଟ ରାସ୍ତା କାମ ନକରି ଟଙ୍କା ଆତ୍ମସାତ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

ନୂଆପଡ଼ା : ଗୋଡ଼ଧୁଆପଦର ଗାଁରେ କଂକ୍ରିଟ ରାସ୍ତା କାମ ନକରି ଟଙ୍କା ହଡ଼ପ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଗୋଡ଼ଧୁଆପଦର ହେଉଛି ଏକ ଆଦିବାସୀ ବହୁଳ ଗାଁ । ଏହି ଗାଁକୁ ସହର ସହ ସଂଯୋଗ କରିବା ପାଇଁ ୨୦୧୫ ମସିହା ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ…

ଓସିଏରେ ପ୍ରଭାବଶାଳୀ ନେତାଙ୍କ ଏଣ୍ଟ୍ରି, ମୁହାଁମୁହିଁ ହେଲେ ବିଜେଡି-ବିଜେପି

ଭୁବନେଶ୍ୱର: ଆଜିଠୁ ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୧୦ଟାରୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ତଥା ବିଜେଡିର ସାଂଗଠନିକ ସମ୍ପାଦକ ଏହି ନିର୍ବାଚନରେ ସଭାପତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ସୂଚନା…

ପୋଷା କୁକୁରର ମୃତ୍ୟୁ ପରେ ଥାନାରେ ଏତଲା

ବ୍ରହ୍ମପୁର: ଚିକିତ୍ସା ଅବହେଳା ଯୋଗୁ ପୋଷା କୁକୁରର ମୃତ୍ୟୁ ନେଇ ପାଳିତଙ୍କ ତରଫରୁ ଥାନାରେ ଦିଆଗଲା ଏତଲା। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲିଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି। ପୋଷା କୁକୁର ଡୁଗୁର ମୃତ୍ୟୁରେ ମ୍ରିୟମାଣ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପାଳିତ। ଡୁଗୁକୁ ପୁଅ…