Latest Odisha News

BREAKING NEWS

Browsing Category

ଓଡିଶା

Odisha

ତାଳପତ୍ରରେ ନିଖୁଣ ଖୋଦେଇ ପାଇଁ ଜାତୀୟ ପୁରସ୍କାର ପାଇବେ ପୁରୀର ୨ ମହିଳା

ପୁରୀ: ତାଳ ପତ୍ରରେ ନିଖୁଣ ଖୋଦେଇ ପାଇଁ ପୁରସ୍କାର । ପୁରୀରୁ ୨ ଜଣ ଓ ଯାଜପୁରରୁ ଜଣଙ୍କୁ ତାଳପତ୍ରରେ ନିଖୁଣ ଖୋଦେଇ ପାଇଁ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତାଳପତ୍ର ପୋଥି ଚିତ୍ର କାରିଗରୀ ଉପସ୍ଥାପନ କରି ପୁରସ୍କୃତ ହେବାକୁ ଯାଉଛନ୍ତି ପିପିଲି ବଜାର ଭବାନୀପୁରର ଜଣାଶୁଣା…

ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ସୋନପୁର: ସୋନପୁର ସହରରେ ପ୍ରଶାସନ ପକ୍ଷରୁ ଜବରଦଖଳ ଉଚ୍ଛେଦ ଆରମ୍ଭ ହୋଇଛି । ନଳିନୀ ଛକ ଦେଇ ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସକାଶେ ଜବରଦଖଳ ଉଚ୍ଛେଦ କରୁଛି ପ୍ରଶାସନ । ଆଜି ପ୍ରଥମ ଦିନରେ ଜେସିବି ମେସିନ ସହାୟତାରେ ନଳିନୀ ଛକ ପାଖରେ ଥିବା…

କୋଇଲା ଚୋରି ବେଳେ OISFର ଚଢ଼ାଉ, ୩ଟି ଟ୍ରକ୍ ଓ ଜେସିବି ଜବତ

ଅନୁଗୁଳ: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ । କୋଇଲା ଖଣି ସୁରକ୍ଷା ଦାୟିତ୍ୱରେ ଥିବା OISF ଯବାନ ବିଳମ୍ବିତ ରାତିରେ ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରି କୋଇଲା ଚୋରି ରୋକିଛନ୍ତି । ଲୋଡିଂ ବେଳେ ୩ଟି ଟ୍ରକ୍ ଓ ଜେସିବିକୁ OISF ଜବତ କରିଥିବା ବେଳେ ଗାଡ଼ି ଡ୍ରାଇଭର ଓ ଚୋର ଫେରାର୍…

ଗଛ ପଡ଼ି ଭାଙ୍ଗିଲା ଘର, ୫ ଆହତ ମେଡିଭାଲରେ ଭର୍ତ୍ତି

ରାୟଗଡ଼ା: ଗଛ ପଡ଼ି ଘର ଭାଙ୍ଗିବାରୁ ୫ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଗରଡ଼ମା ପଞ୍ଚାୟତ ଗରଡ଼ମା ଗାଁରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ ଗଛ ପଡିବାରୁ ଗରଡ଼ମା ଗାଁରେ ୪ଟି ଘର ଭାଙ୍ଗିବା ସହ ପାଞ୍ଚ ଜଣ ଆହତ ହୋଇ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ…

ମନ୍ଦିରରୁ ଚୋରି ପରେ କ୍ୟାମେରା ହାର୍ଡଡିସ୍କ ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲାର ମନ୍ଦିରଗୁଡ଼ିକ ଉପରେ ବର୍ତ୍ତମାନ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରି ହେଉଛି। ହିଂଜିଳି ଥାନା ଅନ୍ତର୍ଗତ ସମରଝୋଳା ଗ୍ରାମର ମାଁ ଦଣ୍ଡକାଳୀଙ୍କ ମନ୍ଦିରରୁ ଗୁରୁବାର ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର…

ମାଥିଲିରେ ମାତିଛି ଅଜଣା ରୋଗ, ସପ୍ତାହକରେ ନେଲାଣି ୧୧ ଜୀବନ !

ମାଲକାନଗିରି: ଉପାନ୍ତ ଅଞ୍ଚଳରେ ଝାଡାବାନ୍ତି ଖବର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଆଉ ଏକ ରୋଗ ବ୍ୟାପିଥିବା କୁହାଯାଉଛି। ଯେଉଁଥିପାଇଁ ସପ୍ତାହକରେ ୧୧ ଜଣଙ୍କ ପ୍ରାଣ ଯାଇଥିବା ସୂଚନା ରହିଛି। ସ୍ଥିତି ଦେଖି ଜିଲ୍ଲା ପ୍ରଶାସନିକ ଅଧିକାରୀ ସକ୍ରିୟ ହୋଇଛନ୍ତି କିନ୍ତୁ ରୋଗ ଚିହ୍ନଟ…

ମିଶନ ୨୦୨୪: ଓଡ଼ିଶା ଗସ୍ତରେ ୫ କେନ୍ଦ୍ରମନ୍ତ୍ରୀ, ବିଜେଡି କହିଲା ଫରକ ପଡ଼ିବନି

ଭୁବନେଶ୍ୱର: ମିଶନ ୨୦୨୪ ପାଇଁ ଏବେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ବିଜେଡି ନିକଟରେ ସାଂଗଠନିକ ବୈଠକ କରି ରୋଡ୍ ମ୍ୟାପ ପ୍ରସ୍ତୁତ କରିଥିଲା। ସେହିପରି ବିଜେପି ମଧ୍ୟ କ୍ଷେତ୍ରୀୟ ପ୍ରଭାରୀଙ୍କ ନେତୃତ୍ୱରେ ଏକ ବୈଠକ କରିଥିଲା। ଏବେ ରାହୁଲ ଗାନ୍ଧୀ…

ଫୋକସରେ ୨୦୨୪, ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଫୋକସରେ ୨୦୨୪, ନଜରରେ ଓଡ଼ିଶା । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଶାସନରେ ଥିବା ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛନ୍ତି । ଚଳିତ ମାସ ତୃତୀୟ ସପ୍ତାହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସୁଥିବା ବେଳେ କଂଗ୍ରେସ ବି…

ସାରା ରାଜ୍ୟରେ ଟେଲମା ୪୦ ଔଷଧକୁ ନେଇ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ଉଚ୍ଚ ରକ୍ତଚାପ ବା ବ୍ଲଡ ପ୍ରେସର ପାଇଁ ଡାକ୍ତର ଟେଲମା-୪୦ ଏବଂ ଟେଲମା-ଏଏମ ଔଷଧକୁ ରୋଗୀଙ୍କୁ ଖାଇବାକୁ ଦିଅନ୍ତି । କିନ୍ତୁ ଏହି ଔଷଧର ନକଲିକରଣ କରାଯାଇଛି ବୋଲି ଅଭିଯୋଗ ପରେ ସାରା ରାଜ୍ୟରେ ଡ୍ରଗ୍ସ କଣ୍ଟ୍ରୋଲର ସକ୍ରିୟ ହୋଇଯାଇଛନ୍ତି। ଗତକାଲି କଟକରେ ବିଭିନ୍ନ ଔଷଧ…

ରାଜଧାନୀରେ ଦୋକାନ କରିଥିଲେ ରଖନ୍ତୁ ୨ଟି ଡଷ୍ଟବିନ୍, ନହେଲେ ଦେବେ ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଏମସି ପରିମଳକୁ ଗୁରୁତ୍ୱ ଦେଉଛି । ବିଶେଷକରି ହାଟ ବଜାର ଓ ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକରେ ୨ଟି ଲେଖାଏ ଡଷ୍ଟବିନ୍ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ଗୋଟିଏ ଡଷ୍ଟବିନରେ ଶୁଖିଲା ଓ ଅନ୍ୟଟିରେ ଓଦା ବର୍ଜ୍ୟବସ୍ତୁ ପକାଇବେ । ଏବଂ ନିୟମିତ ଉକ୍ତ…