Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦରବୃଦ୍ଧି ଓ ବେକାରୀ ପ୍ରସଙ୍ଗରେ କଂଗ୍ରେସ କରିବ ବଡ଼ ଆନ୍ଦୋଳନ

ଭୁବନେଶ୍ୱର: ଦରଦାମ ବୃଦ୍ଧି ଏବଂ ବେରୋଜଗାରୀକୁ ପ୍ରସଙ୍ଗ କରି କେନ୍ଦ୍ରକୁ ଘେରିବ କଂଗ୍ରେସ। ଏଥିପାଇଁ ସେପ୍ଚେମ୍ବର ୪ ତାରିଖରେ ଦିଲ୍ଲୀ ରାମଲୀଳା ମୈଦାନରେ ଏକ ବଡ଼ ଆନ୍ଦୋଳନ କରିବ ବୋଲି ଦଳର ସାଂସଦ ନୀରଜ ଡାଙ୍ଗୀ ସୂଚନା ଦେଇଛନ୍ତି। ଓଡ଼ିଶାର ଶାସକ ଦଳକୁ ମଧ୍ୟ ଟାର୍ଗେଟ କରିବାକୁ ଯାଇ ସେ…

ଘେରାଉ ନାଁରେ କଂଗ୍ରେସର ଦାଦାଗିରି, ପୌର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଉଦ୍ଯମ

ବାଲିଗୁଡ଼ା: ଉଗ୍ର ହେଉଛି କଂଗ୍ରେସ । ଘେରାଉ ନାଁରେ କରୁଛି ଦାଦାଗିରି । ବାଲିଗୁଡ଼ା ଏନଏସିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି କଂଗ୍ରେସ ଆଜି ଆନ୍ଦୋଳନ କରିଥିଲା । ଏନ୍ଏସି କାର୍ଯ୍ୟାଳୟ ଘେରାଉ କରିଥିଲା ବାଲିଗୁଡ଼ା ନଗର କଂଗ୍ରେସ । କିନ୍ତୁ ଆନ୍ଦୋଳନ ନାଁରେ କଂଗ୍ରେସ ନେତା ଓ କର୍ମୀ ସବୁ…

[ଦେଖନ୍ତୁ ଭିଡିଓ] ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁର ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁରୀ: ଜେଲ୍ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ । ଆକ୍ରମଣରେ ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ଧୀଧେନ୍ଦ୍ରନାଥ ଓରଫ୍ ପପୁ ବରାଳ ଗୁରୁତର ହୋଇଛି । ତାକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦାଦାବଟି ମାମଲାରେ ଚଳିତ ମାସ ୨୩ ତାରିଖରେ ସମୁଦ୍ରକୂଳ ଥାନା ପୋଲିସ…

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଆପର ବିରୋଧ

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିକ୍ଷା ନୀତିକୁ ନେଇ ନିଜର ମତ ପରେ ଏହାକୁ ବିରୋଧ କରିଛି  ଆମ ଆଦମୀ ପାର୍ଟି  । ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ନୀତିକୁ ନେଇ ନିଜର ମତ ରଖିଥିଲେ  । ଏଥିରେ…

ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

ଅନୁଗୁଳ: ଦିନ ଦ୍ୱିପ୍ରହରରେ ଅପରାଧ । ଗୁଳିମାଡ଼ ପରେ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷରୁ ଅଧିକ ଟଙ୍କା । ଅନୁଗୁଳ ଟାଉନ୍ ଥାନା କୁରୁଡୁଲୁ ନିକଟ ଶର୍ମା ଛକରେ ଦୁର୍ବୃତ୍ତ ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଗୁରୁତର ଆହତ ମଦ ଦୋକାନ…

ବୁଲିବାକୁ ଆସି ଫେରିବା ବେଳେ କାର୍ ଦୁର୍ଘଟଣାଗ୍ରସ୍ତ, ଜଣେ କଲେଜ ଛାତ୍ର ମୃତ

ବ୍ରହ୍ମପୁର: ବୁଲିବାକୁ ଆସି ଫେରିବା ବେଳେ ଅଘଟଣ । କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ଜଣେ କଲେଜ ଛାତ୍ରଙ୍କ ଜୀବନ । ଦୁର୍ଘଟଣାରେ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଅଗସ୍ତି ନୂଆଗାଁ ଛକ…

SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପରେ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ଘୁ.ଉଦୟଗିରି IICଙ୍କ ବଦଳି

ବାଲିଗୁଡ଼ା: ବଦଳିଲେ ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବର । ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ଘୁ.ଉଦୟଗିରି ଥାନା ଆଇଆଇସିଙ୍କୁ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏଥିସହ ଟିକାବାଲି ଥାନା…

ମୁଖ୍ୟମନ୍ତ୍ରୀଙ୍କ ୬ ଦିନିଆ ଦିଲ୍ଲୀ ଗସ୍ତ : ଶିଳ୍ପପତି ମାନଙ୍କୁ ଓଡିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯିବ

ଭୁବନେଶ୍ୱର : ମେକ୍‍ ଇନ୍‍ ଓଡ଼ିଶା ମାଧ୍ୟମରେ ଓଡିଶାରେ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିବ । ଦେଶ ଓ ବିଦେଶରୁ ଶିଳ୍ପପତି ମାନଙ୍କୁ ଓଡିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଉଛି । ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ସଫଳ ରୁପାୟନ ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି…

୩ ମାସ ପରେ ବି ପିସିସି କମିଟି ଗଢ଼ା ହୋଇପାରିଲାନି, କେମିତି ଟକ୍କର ଦେବ କଂଗ୍ରେସ?

ଭୁବନେଶ୍ୱର: ରାଜ୍ୟରେ ପିସିସି ସଭାପତି ଭାବେ ମେ ୨୩ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଶରତ ପଟ୍ଟନାୟକ। ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଗଢା ହୋଇପାରିନି ପିସିସି କମିଟି। କେବଳ ପିସିସି କମିଟି ନୁହଁ, ଜିଲ୍ଲା ଓ ବ୍ଲକ ସ୍ତରର କମିଟି ମଧ୍ୟ ଗଠନ କରିପାରିନି କଂଗ୍ରେସ । ଏବେ ଅଗଷ୍ଟ ଶେଷ ହୋଇ…

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ କର୍ମଶାଳା

ଭୁବନେଶ୍ୱର : ରାଜ୍ୟରେ ଦୀର୍ଘ ଦିନରୁ ଏକ ହେଲଥ୍ ୟୁନିଭରସିଟିର ଆବଶ୍ୟକତା ରହିଥିଲା, ଯାହାକି ଏବେ ପୂରଣ ହେବାକୁ ଯାଉଛି । ଏହା ଦେଶର ୧୭ତମ ହେଲଥ୍‌ ୟୁନିଭରସିଟି ଭାବେ ପରିଗଣିତ ହେବ ।  ମୁଖ୍ୟମନ୍ତ୍ରୀଙ୍କ  ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’କୁ ପାଥେୟ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଗେଇ…