Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ନୂଆପଡ଼ା: ମୁଣ୍ଡ ଗୁଞ୍ଜିବାକୁ ଛାତ ଦରକାର । ଏମାନେ ବି ସେଇ ଛାତ ତିଆରି କରୁଥିଲେ ମୁଣ୍ଡ ଗୁଞ୍ଜିବାକୁ । ହେଲେ ବିଧିର ବିଧାନ ଥିଲା ଅଲଗା । ସିଡ଼ି ଘରେ ଆଜବେଷ୍ଟ୍ସ ପକାଇବା ବେଳେ ବଜ୍ରପାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା…

ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା, ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି

ଯାଜପୁର: ମାସେ ପରେ ବି ଜଣାପଡ଼ୁନି କେମିତି ମଲା କାଳିଆ ? ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କମାରଢ଼ିହିର ଅକ୍ଷୟ ଓରଫ୍ କାଳିଆ ମୃତ୍ୟୁକୁ ମାସେ ବିତିଲାଣି । ତଥାପି ମୃତ୍ୟୁ ଉପରୁ ପରଦା ହଟୁନି । ଯାହାକୁ ନେଇ ଦିନକୁ ଦିନ ତେଜିବାରେ ଲାଗିଛି ଅସନ୍ତୋଷ । କାଳିଆକୁ ହତ୍ୟା କରାଯାଇଥିବା ଅଭିଯୋଗ…

[ଦେଖନ୍ତୁ ଭିଡିଓ] ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର : ତାଲିମ ନେଇ ନିଯୁକ୍ତି ଅପେକ୍ଷାରେ ଶତାଧିକ ଆଶାୟୀ

ଜଗତସିଂହପୁର : ନାଉଗାଁ ଥାନା ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର । ଏହା କୌଣସି ସରକାରୀ ଅନୁଷ୍ଠାନ ନୁହେଁ, ମାତ୍ର ସେନାବାହିନୀରେ ଭର୍ତ୍ତି କରିବାକୁ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ସାମିଲ କରିଛି ବାଟାଲିୟନ କ୍ୟାମ୍ପ। । ପୂର୍ବତନ ସେନା କର୍ମଚାରୀ ଶିଲୁ ନାୟକ ଆରମ୍ଭ କରିଥିଲେ ମହାଗୁରୁ…

ବନ୍ଧାହେଲେ ଜଳେଶ୍ୱର ବିଡିଓ, ଚାକିରି ଜୀବନରେ କମାଇଛନ୍ତି ଆୟ ଠାରୁ ଅଧିକ ୪୫୦% ସମ୍ପତ୍ତି

ଭୁବନେଶ୍ୱର: ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ ଗିରଫ । ଗିରଫ ପରେ ଅଶ୍ୱିନୀଙ୍କୁ ଆଜି ଭିଜିଲାନ୍ସ କୋର୍ଟ ଚାଲାଣ କରିଛି । ଅଶ୍ୱିନୀଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ତେବେ ଅଶ୍ୱିନୀ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ ସେନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ…

[ଦେଖନ୍ତୁ ଭିଡିଓ] ପରିଚୟପତ୍ରକୁ ନେଇ ଅଡ଼ୁଆରେ ବର୍ଷା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଯାଞ୍ଚ ଆରମ୍ଭ !

ଭୁବନେଶ୍ୱର: ପାରିବାରିକ ବିବାଦ ପରେ ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି । କୋର୍ଟ, ଥାନା ପରେ ଇଡିରେ ଅନୁଭବ ଫେରାଦ ହେବା ପରେ ବର୍ଷାଙ୍କ ଲାଗି ବଢ଼ିବାରେ ଲାଗିଛି ଅଡ଼ୁଆ । ବର୍ଷା ନିଜର ଏକାଧିକ ପରିଚୟପତ୍ରରେ ନାଁର ସ୍ପେଲିଂକୁ ନେଇ ବିବାଦ ଘେରକୁ ଆସିଥିବା…

ବୋହୂ କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ

ବ୍ରହ୍ମପୁର: ଘରୋଇ କଳିକୁ ନେଇ ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ। ଗଂଜାମ ଜିଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ବୋହୂ ସୁଲତା ନାୟକ ଏବଂ ଶ୍ୱଶୁର ସୀମାଞ୍ଚଳ ନାୟକ(୫୫)ଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ଯୁକ୍ତିତର୍କ…

୧୦ ଜିଲ୍ଲାର ‘ଆହାର’ରେ ବ୍ରହ୍ମପୁର ଆଚାର

ବ୍ରହ୍ମପୁର:ବ୍ରହ୍ମପୁର ଆଚାରର ପ୍ରସିଦ୍ଧି ଦେଶ ବିଦେଶରେ ରହିଛି । ଦୂରଦୂରାନ୍ତରରୁ ଲୋକମାନେ ବ୍ରହ୍ମପୁର ଆସନ୍ତି ଆଚାର କିଣିବା ପାଇଁ । ବ୍ରହ୍ମପୁର ଆଚାରର ଏହି ସ୍ବତନ୍ତ୍ରତା ବର୍ତ୍ତମାନ ମହିଳାଙ୍କ ସଶକ୍ତିକରଣ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ମିଶନ ଶକ୍ତି ଏବଂ…

ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବନାଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ଏସଟିଏଫ୍ ଚଢ଼ାଉ କରି ୨ ଜଣଙ୍କୁ ଧରିବା ସହ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଶନିବାର ସନ୍ଧ୍ୟାରେ ବଜ୍ରକାପ୍ତା ବିକ୍ରି ନେଇ ଡୁଙ୍ଗୁରିପାଲି ଛକ ନିକଟରେ ଡିଲ୍ ଚାଲିଥିଲା ।…

ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ

ଅନୁଗୁଳ: ହାତୀ ଆକ୍ରମଣରେ ମହିଳା ମୃତ । ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣି ଗାଁର ଶୈଳବାଳା ଦେହୁରୀଙ୍କ ମୃତ୍ୟୁ ହୋଇଛି । ରବିବାର ସକାଳେ ଗାଁ ନିକଟ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲେ ଶୈଳବାଳା ଓ ବତୀ । ହାତୀକୁ ଦେଖି ବତୀ ପ୍ରଧାନ ଦୌଡ଼ି ପଳାଇ…

୩ ଦିନ ପରେ ଉଦ୍ଧାର ହେଲା ଆହତ ହାତୀ : ଚିିକିତ୍ସା ପାଇଁ ଆସିଲେ ବିଶେଷଜ୍ଞ ଦଳ

ସମ୍ବଲପୁର  : ଶେଷରେ ଉଦ୍ଧାର ହେଲା ହାତୀ। ୩ ଦିନ ହେଲା ପୋଖରୀରେ ଫସି ରହିଥିଲା ଅସୁସ୍ଥ ହାତୀଟି। ସ୍ଥାନୀୟ ଲୋକେବହୁ ପ୍ରୟାସ କରି ହାତୀକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଗାଁର ଲୋକଙ୍କ ପ୍ରୟାସରେ ଉଦ୍ଧାର କରାଯାଇଛି। ସମ୍ବଲପୁର ସାପଲହରା ଗାଁରେ ପୋଖରୀରେ ୩ ଦିନ ହେବ ଫସରହିଥିଲା ଦନ୍ତା…