Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ଚୋରା ମଦ ଜବତ କରିବା ପାଇଁ ଯାଇଥିବା ବାଲିପାଟଣା ପୋଲିସକୁ ମାଡ : ନିଆଁ ଜାଳି ରାସ୍ତାରୋକ

ଖୋର୍ଦ୍ଧା : ଚୋରା ମଦ ଜବତ କରିବା ପାଇଁ ଯାଇଥିବା ବାଲିପାଟଣା ପୋଲିସକୁ ମାଡ ।  ପୋଲିସକୁ ବିରୋଧ କରି ନିମାପଡ଼ା- ଅଠାନ୍ତର ରାସ୍ତାର ନରଦା ଛକରେ ନିଆଁ ଜାଳି ରାସ୍ତାରୋକ ।  ଚୋରାରେ ମଦ ବିକ୍ରି ହେଉଛି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମଦ ଜବତ କରିବା ମାତ୍ରେ, ପୋଲିସକୁ ଘେରି ମାଡ ମାରିବା ସହ…

ସ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଟଙ୍କା ସହ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା । ଗାଡ଼ିରୁ ମିଳିଥିବା ୬ ଲକ୍ଷରୁ ଅଧିକ ଟଙ୍କାର ସେ ହିସାବ ଦେଇ ପାରି ନଥିଲେ । ତାଙ୍କୁ ଭିଜିଲାନ୍ସ ଗିରଫ କରିବେ ପରେ ଏବେ ନିନାଙ୍କ ସ୍ୱାମୀ ତଥା ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ…

ପିଶାଚ ପୁଅ: ମାଆକୁ ପିଟିପିଟି ମାରିଦେଲା

ଅନୁଗୋଳ: ପୁଅ ସାଜିଲା ପିଶାଚ । ମାଆକୁ ପିଟିପିଟି ମାରିଦେଲା । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ବିଟ ହାଉସ ନିକଟସ୍ଥ ଦେହୁରୀସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଟଙ୍କା ନଦବାରୁ ବୃଦ୍ଧା ମାଆକୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । । ମୃତକ ହେଲେ ୬୨ ବର୍ଷୀୟ…

ଜୁନ୍ ୬ କିମ୍ବା ୭ ତାରିଖ ବେଳକୁ ଓଡିଶା ଛୁଇଁପାରେ ମୌସୁମୀ ବାୟୁ

ଭୁବନେଶ୍ୱର: ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ ବାୟୁ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୧୭ ତାରିଖ ସୁଦ୍ଧା କେରଳରେ ପହଞ୍ଚିପାରେ । ପାଗ ଅନୁକୂଳ ଓ ସବୁ ଠିକଠାକ୍…

ଚନ୍ଦକା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ

ଭୁବନେଶ୍ୱର: ଚନ୍ଦକା ଡଁପଡ଼ା ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ନନ୍ଦ । ଅସୁସ୍ଥ ନନ୍ଦକୁ ବଞ୍ଚାଇବାକୁ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି । ନନ୍ଦର ଅସୁସ୍ଥତାର କାରଣ ସ୍ପଷ୍ଟ ହୋଇନାହିଁ । ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜି ଭୋର୍ ୩ଟା ବେଳେ ନନ୍ଦର…

ଇନଷ୍ଟାଣ୍ଟ ଲୋନ ଠକେଇ: ଜଣେ ଗିରଫ, ୬.୭୫ କୋଟି ଜବତ

ଭୁବନେଶ୍ୱର: ଇନଷ୍ଟାଣ୍ଟ ଲୋନ୍ ଆପ୍ ଠକେଇରେ ଧରାପଡ଼ିଲା ଆହୁରି ଅନେକ ଆପ୍ । ଏହା ସହିତ ଜଣେ ଠକ ତରୁଣ ଦୁଡେଜାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଡିଜିଟାଲ୍ ବଟୁଆ, ସ୍ୱିଚ୍ ଇନଫୋଟେକ୍ ବଚତ ଅନଲାଇନ, ଆଇପଇସା ଇନଫୋଟେକ୍, ମିଲେନିୟମ, ବଜାରପେ ଉପରେ ଚଢ଼ଉ କରିଛି ଇଓଡବ୍ଲୁ । ଏସବୁ ର…

ଭୁବନେଶ୍ୱରରୁ ୯ ଲୁଟେରା ଗିରଫ, ୩୬ ମୋବାଇଲ୍ ଜବତ

ଭୁବନେଶ୍ୱର: ବିଗତ କେଇ ସପ୍ତାହ ଭିତରେ ରାଜଧାନୀ ଭୁବନେଶ୍ୱରରେ ବଢ଼ିଥିଲା ମୋବାଇଲ୍ ଲୁଟ୍ । ରାସ୍ତାରୁ ଝାମ୍ପୁଥିଲେ ଲୁଟେରା । ରାତି ନୁହେଁ କି ସଂଧ୍ୟା ନୁହେଁ । ଦିନ ଦି ପ୍ରହରରେ ବି ଟାଣି ନେଉଥିଲେ ମୋବାଇଲ୍ ଆଉ ସୁନା ଚେନ୍ । ତେବେ ରବିବାର ଧରାପଡ଼ିଛନ୍ତି ୯ ଲୁଟେରା । କମିଶନରେଟ…

ମାଉଣ୍ଟ ଏଭରେଷ୍ଟ ଶିଖରରେ ପତିତପାବନ ବାନା ଉଡ଼ାଇଲେ ସିଦ୍ଧାର୍ଥ

ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ ରବିବାର ଭୋର ୪.୧୫ରେ ମାଉଣ୍ଟ ଏଭରେଷ୍ଟର ଶିଖର ଦେଶରେ ପାଦ ଥାପିଛନ୍ତି । ଲକ୍ଷସ୍ଥଳରେ ପହଞ୍ଚିବା ପରେ ସିଦ୍ଧାର୍ଥ ଭାରତୀୟ ଜାତୀୟ ପତାକା ସହ ଶ୍ରୀମନ୍ଦିର ପତିତ ପାବନ ବାନା ସେଠାରୁ ଉଡ଼ାଇଛନ୍ତି । ସିଦ୍ଧାର୍ଥଙ୍କ ଏହି ଯାତ୍ରାରେ…

ସାକ୍ଷୀଙ୍କୁ ସୁରକ୍ଷା ଦେବାରେ ନ୍ୟାୟପାଳିକା ଦୁର୍ବଳ

ଭୁବନେଶ୍ୱର: ଦେଶରେ ସାକ୍ଷୀ ପ୍ରଦାନକାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ଜତାଇଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୂରଲୀଧର । “ସାକ୍ଷୀଙ୍କୁ ସୁରକ୍ଷା ଦେବା ବିଷୟରେ ନ୍ୟାୟପାଳିକା ମଧ୍ୟ ଦୁର୍ବଳ । ରାଜ୍ୟ ସରକାର ଏବଂ ପୋଲିସର ଏଥିରେ ଏକ ମୁଖ୍ୟ ଭୂମିକା ରହିଛି । ସାକ୍ଷୀ ର…

୨୦୧୬ ଜୁଡିସିଆଲ ପରୀକ୍ଷାର ଦୁଇଟି ଉତ୍ତର ପୁଣି ମୂଲ୍ୟାୟନ ହେବ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ୨୦୧୬ ମସିହାରେ ଅତିରିକ୍ତ ଜିଲ୍ଲା ଜଜ୍ ପାଇଁ ହୋଇଥିବା ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କ ଦୁଇଟି ଉତ୍ତର ପୁଣି ମୂଲ୍ୟାୟନ ହେବ । ପରୀକ୍ଷା ଦେବାର ସାତ ବର୍ଷ ପରେ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ. ମୂରଲୀଧର ଏବଂ…