Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା: ଭିନ୍ନଭିନ୍ନ ବେଶରେ ଦର୍ଶନ

ପୁରୀ : ଅକ୍ଷୟ ତୃତୀୟା ଠାରୁ ଚାଲିଛି ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ ଓ ମଦନମୋହନ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରତିଦିନ ସୁସଜ୍ଜିତ ଟାହିଆ ପରିଧାନ କରି…

ହାଟରେ ଲାଗିଲା ମାଓ ପୋଷ୍ଟର, ୨୦ରେ ଓଡିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ

ବଲାଙ୍ଗୀର : କିଛି ଦିନର ନୀରବତା ପରେ ପୁଣି ମାଓ ବ୍ୟାନର । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓ ବ୍ୟାନର ଲାଗିଛି । ପୋଲିସ ଦମନ ବିରୋଧରେ ମେ ୨୦ ତାରିଖରେ…

[ଦେଖନ୍ତୁ ଭିଡିଓ] ୩୦ ଫୁଟ୍‌ ଗଭୀର କୂଅରୁ ଉଦ୍ଧାର ହେଲେ ଜଗବନ୍ଧୁ

ବାରିପଦା : କୂଅ ସଫା କରୁ କରୁ ଗଳିପଡ଼ିଲେ କୂଅ ଭିତରେ । ଗଭୀର କୂଅ ହୋଇଥିବାରୁ ସହଜରେ ବାହାରିପାରିନଥିଲେ କି ସ୍ଥାନୀୟ ଲୋକେ ବି ବାହାର କରିପାରିନଥିଲେ । ବହୁତ ସମୟ କସରତ ପରେ ଶେଷରେ ଲୋକେ ଖବର ଦେଇଥିଲେ ଅଗ୍ନିଶମ ବିଭାଗକୁ । ଶେଷରେ କୂଅ ଭିତରୁ ଉଦ୍ଧାର ହେଲେ ବ୍ୟକ୍ତି । ୩୦ ଫୁଟ୍‌ କୂଅ…

[ଦେଖନ୍ତୁ ଭିଡିଓ] କାରରେ କଳା କାଚ ଲାଗିଲେ ଗଣିବେ ୫୦୦ ଟଙ୍କା ତଣ୍ଡ

ଭୁବନେଶ୍ୱର: ଏଣିକି କାରରେ ଲାଗିବନାହିଁ କଳା କାଚ । ରାଜଧାନୀରେ କଳା କାଚ ଲାଗିଲେ ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଆରମ୍ଭ କଲା ଏପରି ସ୍ୱତନ୍ତ୍ର ଅଭିଯାନ । ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏହି ନିୟମକୁ…

[ଦେଖନ୍ତୁ ଭିଡିଓ] କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମଣିବିଗ୍ରହ ସିଦ୍ଧବଳଦେବଜୀଉଙ୍କ ମନ୍ଦିରକୁ ରାସ୍ତା ବାଧକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ । ଜ଼ିଲ୍ଲାର ଆରାଧ୍ୟ ଦେବତା ହେଉଛନ୍ତି ସିଦ୍ଧବଳଦେବଜୀଉ ।  ବଳଦେବଜୀଉ ହେଉଛନ୍ତି ମଣିବିଗ୍ରହ ଓ ପାଷାଣ ମୂର୍ତ୍ତି ।  ବଳଦେବଜୀଉଙ୍କର ମଧ୍ୟ୍ୟ ଭାଗରେ ତୁଳସୀକୁ ମଝିରେ ରଖାଯାଇଅଛି । ଯେପରି ପୁରୀରେ…

ବଙ୍ଗୋପସାଗରରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ବାତ୍ୟା ଅସାନି ଯାଇଛି । ଓଡ଼ିଶାରେ ବେଶୀ କିଛି ପ୍ରଭାବ ପକାଇନି । ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ । ମାର୍ଚ୍ଚ ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ…

ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତି ଦେଇଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଏସପିଙ୍କ ଅଫିସ ଆଗରେ ଆତ୍ମାହୂତ ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତକ ହେଲେ ଛତ୍ରପୁର ବୋରିଗାଁର ବାଦଲ ସାହୁ…

‘ଜୁନ ସୁଦ୍ଧା ବ୍ରାହ୍ମଣୀ ନଦୀର ଛଅ ଲେନ କାମ ଶେଷ ହେବ’

ଭୁବନେଶ୍ୱର: ରାଉରକେଲାରୁ ବାଲୁଘାଟରେ ବ୍ରାହ୍ମଣୀ ନଦୀ ଉପରେ ତିଆରି ହେଉଥିିବା ଦ୍ୱିତୀୟ ସେତୁ ନିର୍ମାଣର 6ଟି ଲେନ୍ ମଧ୍ୟରୁ 3ଟି ଲେନ୍ ନିର୍ମାଣ କାମ ଆସନ୍ତା 15 ଦିନ ମଧ୍ୟରେ ଶେଷ ହେବ । ଜୁନ୍ ଶେଷ ସୁଦ୍ଧା ଛଅ ଲେନରୁ ତିନୋଟି ଲେନ୍ କାମ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ…

ମୂର୍ତ୍ତି ଚୋରଙ୍କ ଟାର୍ଗେଟ୍‌ରେ ପିପିଲି: ଲୁଟି ନେଲେ ୧୦ ଲକ୍ଷ ଟଙ୍କାର ମୂର୍ତ୍ତି

ପୁରୀ : ରାଜଧାନୀ ଉପକଣ୍ଠ ପରେ ଏବେ ପିପିଲିରେ ମାତିଛନ୍ତି ମୂର୍ତ୍ତି ଚୋର । ପିପିଲି ଥାନା ସମ୍ପୁର ପଞ୍ଚାୟତ ରାଜତଇ ସିଦ୍ଧେଶ୍ୱରୀ ମନ୍ଦିରରୁ ୧୦ଟି ମୂର୍ତ୍ତି ଚୋରି ହୋଇଛି । ସେମଧ୍ୟରୁ ୫ଟି ନୂଆ ମୂର୍ତ୍ତି ଥିବାବେଳେ, ୫ଟି ଅଷ୍ଟଧାତୁରେ ତିଆରି ମୂର୍ତ୍ତି ରହିଥିବାର ସୂଚନା ମିଳିଛି ।…

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ

ପୁରୀ : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ପାଳିତ ହେବ । ଆଜି ସଂଧ୍ୟାଧୂପ ବଢିବା ପରେ ମହାପ୍ରଭୁ ନୃସିଂହଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଅନ୍ୟପଟେ ପରମ୍ପରା ଅନୁଯାୟୀ ଆଜିର ତିଥିରେ ରୂପକାର ସେବାୟତ ମାନେ କୋଣଗୁଜ ଅନୁକୂଳ…