Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର: ୪୮ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ୪୮ ଘଣ୍ଟା ଭିତରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ । କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ…

ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ପ୍ରସ୍ତୁତ; ଛୁଟି ବାତିଲ୍

ଭୁବନେଶ୍ୱର: ବର୍ତ୍ତମାନର ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ଆଉ ପରେ ଅବପାତ ରେ ପରିଣତ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗକେନ୍ଦ୍ର ଆକଳନ କରିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ର ଜାଗ୍ରତ ପ୍ରହରୀ ଅଗ୍ନିଶମ ବିଭାଗ ପୁରା ପ୍ରସ୍ତୁତ ଅଛି। ସରକାର ସବୁ ଦିଗରୁ ପ୍ରସ୍ତୁତି କରୁଥିବାବେଳେ…

ବିଧାୟକ ବନାମ ବିଡିଓ ପାର୍ଟ ଟୁ: ତାରା କହିଲେ ବିଡିଓ ଶିଖିନାହାନ୍ତି ବ୍ୟବହାର

ପାପଡାହାଣ୍ଡି: କୋରାପୁଟ ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଫିସ ସାମ୍ନାରେ ଦୁର୍ନୀତି ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ସଦସ୍ୟମାନେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଫିସ ଘେରାଉ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବିଡିଓ…

ବାତ୍ୟା ଆସିପାରେ କିନ୍ତୁ ବନ୍ୟା ହେବନି, ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଠୁଳ ନକରିବାକୁ ନିବେଦନ

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ । ହେଲେ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ସୂଚନା ମିଳିନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଏହା କହିଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର 17 ଟି ଏନଡିଆରଏଫ ଟିମ୍, 20ଟି ଓଡ୍ରାଫ…

ଗ୍ୟାସ ଟାଙ୍କି ଟ୍ରକ ଦୁର୍ଘଟଣାଗ୍ରସ୍ତ, ଲିକ୍ ହେଉଥିବା ଅଙ୍ଗରକାମ୍ଳ ଗ୍ୟାସ ପାଇଁ ଲୋକେ ଭୟଭୀତ

ଖୋର୍ଦ୍ଧା: ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ । ଚୁରମାର ହେଲା ଟ୍ରକଟିର ସମ୍ମୁଖ ଭାଗ। ଟାଙ୍କିରୁ ଲିକ ହେଉଛି ବ୍ୟାପକ ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ। ବିଳମ୍ବିତ ରାତିରେ 57 ନମ୍ବର ଜାତୀୟ ରାଜପଥ ଉପରେ ଏକ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାତୀୟ ରାଜପଥର ରାଜସୁନାଖଳା…

ରାଜ୍ୟରେ ଚାଲିବ ଇ-ବସ୍

ଭୁବନେଶ୍ୱର: ରାଜ୍ୟରେ ଖୁବ୍‍ ଶୀଘ୍ର ଚାଲିବ ଇ-ବସ୍ । ଏ ନେଇ ପରିବହନ ବିଭାଗ ଅଧିକାରୀ ଓ କ୍ରୁଟ୍ କୁ ପରାମର୍ଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏ ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଗୁରୁବାର ଲୋକସେବା ଭବନ ରେ ‘ମୋ ବସ୍’…

ଧର୍ମପଦ ପୁରସ୍କାର ପାଇଁ ଚୟନ କମିଟି ଗଠିତ, ସୁଦର୍ଶନ ସାହୁ ଅଧ୍ଯକ୍ଷ

ଭୁବନେଶ୍ୱର: ଧର୍ମପଦ ପୁରସ୍କାର ପାଇଁ ଗଠନ ହୋଇଛି ଚୟନ କମିଟି । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ର ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ କରିଛନ୍ତି । ବିଭାଗ ସାତ ଜଣିଆ ଏକ କମିଟି ଗଠନ କରି ରାଜ୍ୟ ପାଳଙ୍କ ନିକଟକୁ ପ୍ରସ୍ତାବ ଦେଇଥିଲା । କମିଟି ଗଠନ ସହ…

୪୦୦ ମହିଳା ଏସଏଚଜି ଙ୍କୁ ଡିଜିଟାଲ ସାକ୍ଷର କଲା ଟିପିଏସଓଡିଏଲ

ଭୁବନେଶ୍ୱର: ଡିଜିଟାଲ ଶିକ୍ଷଣୀୟ ଆଟରିଚ୍ ରେ ଉନ୍ନତି ଆଣିବା ପାଇଁ ଟିପିଏସଓଡିଏଲ ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ କ୍ଷେତ୍ରରେ ଡିଜିଟାଲ୍ ସାକ୍ଷରତା ଅଭିଯାନ ଆରମ୍ଭ କରିଛି । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ରେ ଏହି ଅଭିଯାନ ଚାଲୁ…

ଚିଲିକାରେ ବୁଡିଗଲା ଡ଼ଙ୍ଗା, କାଳିଜାଈ ଦର୍ଶନ ସାରି ଫେରୁଥିଲେ ୧୨ ଯାତ୍ରୀ

ଟାଙ୍ଗୀ:  ଚିଲିକାରେ ପୁଣି ଦୁର୍ଘଟଣା । ମଝି ଦରିଆରେ ବୁଡିଗଲା ଯାତ୍ରୀ ବାହୀ ଡଙ୍ଗା  । ମାଆ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା  । ମିଳିଥିବା ସୂଚନା ମୁତାବକ ସମସ୍ତ ଯାତ୍ରୀ ବାଲେଶ୍ୱର ଅଞ୍ଚଳର  । ଡଙ୍ଗାରେ ସମୁଦାୟ ୧୨ ଜଣ ଯାତ୍ରୀ ରହିଥିଲେ  । ଡଙ୍ଗା ଦୁର୍ଘଟଣା…

ରଥଯାତ୍ରା ଲାଗି ପ୍ରଥମ ସମନ୍ବୟ ବୈଠକ :ଶ୍ରୀକ୍ଷେତ୍ରରେ ୧୫ ଲକ୍ଷ ଭକ୍ତ ସମାଗମକୁ ଆଖିରେ ରଖି ପ୍ରସ୍ତୁତି

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ‌‌ହୋଇଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ,…