Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦ୍ରାପଡ଼ାରେ ଡକାୟତି ଗ୍ୟାଙ୍ଗ ର ୧୬ ଗିରଫ

କେନ୍ଦ୍ରାପଡ଼ା: ତନ୍ତିଆପାଳ ସାମୁଦ୍ରିକ ଥାନା କାକଟପୁର ଗାଁର କାର୍ତ୍ତିକ ସ୍ୱାଇଁ ଘର ଡକାୟତି ଘଟଣାରେ ଶନିବାର ମୋଟ୍ ୧୬ ଜଣ ଗିରଫ ହୋଇଛନ୍ତି । ୯ଜଣ ଡକାୟତ ଓ ଚୋରି ଜିନିଷ କିଣିଥିବା ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା…

ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର

ଭୁବନେଶ୍ୱର: ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି । ଠିକ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା ଦ୍ୱାରା ହିଁ ଶିଶୁ ମାନଙ୍କୁ ଏଭଳି ସମସ୍ୟାରୁ ଦୂରେଇ ରଖି ହେବ । ଏହି ମତ ରଖିଛନ୍ତି ଚଣ୍ଡିଗଡ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ରିସର୍ଚ୍ଚ…

ଲାଞ୍ଚ ନେଇ ଧରାପଡ଼ିଲେ ଦିଲ୍ଲୀ ପୋଲିସ କନେଷ୍ଟବଳ; ଇନସ୍ପେକ୍ଟରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଲା ଦିଲ୍ଲୀ ପୋଲିସ୍ । ଅମିତ ଲାହୁଚା ନାମକ ଜଣେ କନେଷ୍ଟବଳକୁ ସିବିଆଇ ଭୁବନେଶ୍ୱର ଶାଖା ଲାଞ୍ଚ ନେବା ବେଳେ ଧରିଛି । ସାଢ଼େ ଚାରି ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛି ଅମିତ ଲାହୁଚା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳ ଅମିତ ଏକ…

ନଟି ହିରୋଙ୍କ ଡାଟି ଷ୍ଟୋରୀ, ଏମ ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ନଟି ହିରୋଙ୍କ ଡାଟି ଷ୍ଟୋରୀ । ଟିଭି ସିରିଏଲ ଅଭିନେତା ଏମ ସୁମନ କୁମାରଙ୍କୁ ବାନ୍ଧିଲା ପୋଲିସ । ସିରିଏଲ ଅଭିନେତାଙ୍କ ଲଭ ସେକ୍ସ ଧୋକ୍କା । ବିବାହ ପ୍ରତିଶ୍ରୁତି ଦେଇ ଅଭିନେତ୍ରୀକୁ ଦେଲେ ଧୋକ୍କା। ଶେଷରେ ହିରୋର ହେଟ ଷ୍ଟୋରୀର‌ ପେଡି ଖୋଲିଲେ ଅଭିନେତ୍ରୀ। ପାହାଳ ଥାନାରେ…

୧୦ କେଜିର ୩ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

ଭୁବନେଶ୍ୱର: ହାତୀ ଦାନ୍ତ ଏବଂ ବନ୍ୟ ଜନ୍ତୁ ଚୋରା ଚାଲାଣକାରୀ ରଞ୍ଜନ ମହାକୁଡ ଗିରଫ । ସୋନପୁର ଜିଲ୍ଲା ଯୁବରନିସିତାପୁର ଗାଁ ନିକଟରେ ସକାଳୁ ହାତୀ ଦାନ୍ତ ନେଇ ଡିଲ୍ ଚାଲିଥିବା ବେଳେ ଏସଟିଏଫ ରଞ୍ଜନଙ୍କୁ ରଙ୍ଗେହାତ ଗିରଫ କରିଛି । ଗିରଫ ବେଳେ ୧୦ କେଜିର ୩ ଟି ହାତୀ ଦାନ୍ତ ଜବତ ହୋଇଛି।…

ଦୁର୍ଘଟଣାରେ ପ୍ରାଣ ହରାଇଲେ ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ

ଭଦ୍ରକ: ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ପ୍ରାଣ ହରାଇଲେ ଡାକ୍ତର । ରାଜ୍ୟ ତଥା ବିଶେଷକରି ମୟୂରଭଞ୍ଜରେ ଜଣାଶୁଣା ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବାଲେଶ୍ୱର ରାସ୍ତାରେ ଗୁଡିଖମାରୀ ପାଖରେ ଏହି ଦୁର୍ଘଟଣା ଘଟିଛି । ଡାକ୍ତର…

ମୃତ୍ୟୁ ପୂର୍ବରୁ ଛାତ୍ରଙ୍କ ହ୍ୱାଟସଆପ୍ ଚାଟ୍, ରାଗିଂ ଅଭିଯୋଗକୁ କେମିତି ଅସ୍ୱୀକାର କରିବେ କଲେକ କର୍ତ୍ତୃପକ୍ଷ ?

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ୧୦ ଦିନ ହେବ ଏମବିବିଏସ ପ୍ରଥମ ବର୍ଷରେ ନାମଲେଖାଇଥିବା ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ପଛରେ ରାଗିଂ ଅଭିଯୋଗ ! ଡିନ୍ ଡାକ୍ତର ସବିତା ମହାପାତ୍ର ରାଗିଂ ଅଭିଯୋଗକୁ ମୂଳରୁ ଖାରଜ କରୁଛନ୍ତି। ଏପରି ସ୍ଥିତିରେ ପୁଲିସ ମୃତ୍ୟୁ ଘଟଣାର…

ଭାରତୀୟ ମହିଳା ଲିଗରେ ସାମିଲ୍ ସାଲିଆ ସାହିର ସୁଲେଖା

ଭୁବନେଶ୍ୱର: କଥାରେ ଅଛି ଦୃଢ ଇଛାଶକ୍ତି ଆଗରେ ସମସ୍ତ ବାଧାବନ୍ଧନ ହାର ମାନେ । ସ୍ୱପ୍ନ ପୂରଣ କରିବା ଲାଗି ବଡଲୋକ ର ମୋହର କିମ୍ବା ଅମାପ ଧନର ଆବଶ୍ୟକତା ନାହିଁ । ବରଂ ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ ଯଦି ଜଣେ ଚାହେଁ ତେବେ ସେ ବିଶ୍ୱବିଜୟୀ ହୋଇପାରେ । ଏହି ଧାରାରେ ଚର୍ଚ୍ଚାକୁ…

ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା : ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଗଞ୍ଜାମ : ଦିଗପହଣ୍ଡିରେ ଡବଲ ମର୍ଡର। ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା କରାଯାଇଛି । ପାଖ ଗାଁରୁ ରାତିରେ ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ମୃତକ ହେଉଛନ୍ତି ସରୋଜ ପାତ୍ର ଓ ସୁଦର୍ଶନ ସୁଆର ।…

ରାଜଧାନୀରେ ଡବଲ ମର୍ଡର ଘଟଣା : ନିର୍ଯାତନା ଯୋଗୁ ହତ୍ୟା କରିଥିଲା ଅଭିଯୁକ୍ତ

ଭୁବନେଶ୍ଵର: ରାଜଧାନୀରେ ଡବଲ ମର୍ଡର ଘଟଣା । ଏନେଇ  ପୋଲିସ ସୂତ୍ରରୁ ଏକ ରୋଚକ ତଥ୍ୟ ମିଳିଛି । ସ୍ତ୍ରୀ ଓ ଶାଳୀ ନିର୍ଯାତନା ଦେଉଥିବାରୁ ରାଗରେ ହତ୍ୟା କରିଥିଲା ଅଭିଯୁକ୍ତ  । ରାଗର ବଶବର୍ତ୍ତୀ ହୋଇ ଦୁହିଁଙ୍କୁ ଶେଷ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲା ବିଜୟ କେତନ ସେଠୀ । ଆଉ ଶେଷରେ…