Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି

ବାରିପଦା: ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି । ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି ୨୬ଟି ଜୋନକୁ ନେଇ ହୋଇଥିଲା । ଏଥିରେ ବିଜେଡି ସବୁ ୨୪ଟି ଜୋନରେ ଜିତିଥିବା ବେଳେ ବିଜେପି କି କଂଗ୍ରେସ କୌଣସି…

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ୨୪ରେ ନିର୍ବାଚନ, ୨୬ରେ ଗଣତି

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ପୌର ନିର୍ବାଚନ ପାଇଁ ବିଦ୍ଧିବଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଆସନ୍ତା ୨ ରୁ ୭ ତାରିଖ ମଧ୍ୟରେ ହେବ ନାମାଙ୍କନ ଦାଖଲ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍ ହେବ । ୧୦ ତାରିଖ ଦିନ ଯୋଗ୍ୟ ପ୍ରାର୍ଥୀଙ୍କ ନା ପ୍ରକାଶ ପାଇବ ।୨୪…

ଭଦ୍ରକରେ ଦ୍ୱିତୀୟ ଦିନରେ ୭ଟି ବ୍ଲକରେ ୯ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି

ଭଦ୍ରକ : ରେକର୍ଡ ଭାଙ୍ଗୁଛି ବିଜେଡି । ଦ୍ୱିତୀୟ ଦିନରେ ଭଦ୍ରକରେ ୭ ଟି ବ୍ଲକରେ ୯ ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଜେଡି ବାଜିମାତ କରୁଥିବା ବେଳେ ।ଭଦ୍ରକରେ ମଧ୍ୟ ବିଜେଡିର ବିଭିନ୍ନ ଜୋନରେ ବିଜୟ ଲାଭ କରିଛି । ୧ _ଚାନ୍ଦବାଲି ବ୍ଲକର ୨…

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ଚାଲିଛି ପ୍ରସ୍ତୁତି

ଭଦ୍ରକ : ଆସନ୍ତା କାଲି ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣି ପୀଠ । ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ନୀତିକାନ୍ତି ଅନୁସାରେ ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ ହେବ । ସକଳା ୫ ଟା ସମୟରେ ମହାପ୍ରଭୁଙ୍କ ପାଇଁ ଖେଚୁଡି…

କେମିତି ବାପା-ମାଆ: ୫ ବର୍ଷ ଝିଅକୁ ପିଟି ପିଟି ମାରିଦେଲେ

ବ୍ରହ୍ମପୁର: ୫ ବର୍ଷର ଶିଶୁ କନ୍ୟାକୁ ହତ୍ୟା କଲେ ବାପା ଓ ସାବତ ମାଆ । ପିଟି ପିଟି ମାରି ଦେଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତେନ୍ତୁଳିଆ ସାହିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଆଜି ସତ ସାମନାକୁ ଆସିଛି । ପାରିବାରକ…

ବାଲେଶ୍ୱରରେ ବିଜେଡି ଆଗୁଆ, ୧୨ଟି ଜୋନରେ ଜିତିଲା ବିଜେଡି

ବାଲେଶ୍ୱର : ବାଲେଶ୍ୱରରେ ବିଜେଡି ୧୨ଟି ଜୋନ୍ ଜିତିଥିବା ବେଳେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହୋଇଛନ୍ତି । ବାଲେଶ୍ୱରେ ଔପଦା-୨ ଜୋନରେ  ଉଷାରଣୀ ରାଉଳ(ବିଜେପି), ଖଇରା-୪ ଜୋନରେ ରଶ୍ମିତା ମହାପାତ୍ର(ବିଜେଡି)ଜଳେଶ୍ୱର-୮ଜୋନରେ ଗୌରାଙ୍ଗ ସିଂ(ବିଜେଡି),ନୀଳଗିରି…

ବୃହତ ବିଜୟ ଅଭିମୁଖେ ବିଜେଡି, ଚିତ୍ ମାରିଲେ ବିରୋଧୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ଅଭିମୁଖେ ବିଜେଡି । ବର୍ତ୍ତମାନ ସୁଦ୍ଧା ଗଣତିରୁ ରେକର୍ଡ ଜିଲ୍ଲା ପରିଷଦ ଆସନ ହାତେଇଛି ଦଳ । ମୋଟ୍ ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ବର୍ତ୍ତମାନ ସୁଦ୍ଧା ୭୮୭ଟିରେ ଫଳାଫଳ ପ୍ରକାଶ ପାଇଛି । ସେଥିରୁ ବିଜେଡି ଏକାକୀ ହାତେଇି ୭୦୩ ଜିଲ୍ଲା ପରିଷଦ…

ତୃତୀୟ ଦିନରେ ଭୋଟ୍ ଗଣତି ଜାରି : ୫୫୩ ଜିଲ୍ଲା ପରିଷଦ ଜୋନରେ ଆଗୁଆ ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ତୃତୀୟ ଦିନ । ତୃତୀୟ ଦିନରେ ଭୋଟ୍ ଗଣତି ଜାରି ।  ଦୁଇ ଦିନର ଫଳାଫଳ ଅନୁସାରେ ବିଜେଡି ସର୍ବାଧିକ ଆସନ ଅକ୍ତିଆର କରି ନିଜର ଦବଦବା ଜାରି ରଖିଛି । ବହୁ ପଛରେ ପଡ଼ିଯାଇଥିବା ବିଜେପି ଓ କଂଗ୍ରେସ ଏବେ ଦ୍ବିତୀୟ ସ୍ଥାନ ପାଇଁ ନିଜ ନିଜ ମଧ୍ୟରେ…

ରାଜ୍ୟରେ ଦୁଇ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ ସଂକ୍ରମଣ । ଦୈନିକ ସଂକ୍ରମଣ ଶହେକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୭୧ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୯୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୩ । ୧୮ ବର୍ଷ ଭିତରେ ଆଉ ୩୪ ଜଣ ସଂକ୍ରମିତ ହୋଇଛନ୍ତି ।…

ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ

ଯାଜପୁର: ଯାଜପୁର ଜିଲ୍ଲାର ୩୯ ଜୋନରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ  ।  ଜିଲ୍ଲାର ଜିଲ୍ଲା ପରିଷଦ ଆସନର ଦ୍ବିତୀୟ ଦିନ ଗଣତି ଫଳାଫଳ ଆସିଛି । ଏଥିରେ ୧୨ଟି ଜିଲ୍ଲା ପରିଷଦ ସବୁ ଆସନରୁ  ବିଜେଡି  ବିଜୟୀ ହୋଇଛି । ଜିଲ୍ଲାରେ ମୋଟ ୩୯ ଜୋନରୁ ୨୨ଟି ଜୋନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ…