Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରପଞ୍ଚ ପଦ ନିଲାମ ଘଟଣା : ସଂଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର: ବଲାଙ୍ଗୀରରେ ସରପଞ୍ଚ ପଦ ପାଇଁ ନିଲାମ ଅଭିଯୋଗ ଘଟଣା । ଆଜି ତଦନ୍ତ ରିପୋର୍ଟ ଦେବେ ଜିଲ୍ଲାପାଳ । ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନୋଟିସ୍ କରିଛନ୍ତି । ଘଟଣାର ବିଧିବଦ୍ଧ ତଦନ୍ତ କରି ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ…

ସାହାରାପଡ଼ା ସେକ୍ସନ ଅଞ୍ଚଳରେ ହାତୀପଲ ପଶି ନଷ୍ଟ କଲେ ପନିପରିବା

କେନ୍ଦୁଝର: ବଢ଼ୁଛି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ସାହାରାପଡ଼ା ସେକ୍ସନ ଅଞ୍ଚଳରେ ୭ଟିକିଆ ହାତୀପଲ ପଶିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଠାକୁରମୁଣ୍ଡା ରେଞ୍ଜରୁ ଆସି ସାହାରପଡ଼ା ସେକ୍ସନର ହିଞ୍ଜିଲିଗଡ଼ିଆ, କଣ୍ଟିଡ଼ିହି, ଚୁଆ ପାଣିଗାଁରେ ବ୍ୟାପକ ପନିପରିବା ଚାଷ୍ଟ ନଷ୍ଟ କରିଛନ୍ତି…

ଭିମ୍‌ସାରରେ ପୁଣି ୪ ଡାକ୍ତରଙ୍କ ସହ ୬ ଜଣ କର୍ମଚାରୀ କରୋନା ପଜିଟିଭ

ସମ୍ବଲପୁର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ବୁର୍ଲା ଭିମ୍‌ସାର ମେଡିକାଲରେ ୪ ଜଣ ଡାକ୍ତର ଓ ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଏବେ…

ପୋଲିସ-ମାଓବାଦୀ ମୁହାଁମୁହିଁ , ୨ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଗୁଳିମାଡରେ ୨ ହାର୍ଡକୋର ମାଓବାଦୀ ମୃତ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏସ.ଏଲ.ଆର ବନ୍ଧୁକ, ଏଲ.ଏମ.ଜି ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ । ବିଜାପୁର ଜିଲ୍ଲାର…

ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ପୋଲିସ, ୨ଜଣ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣବେଳେ ଧରିଲା ପୋଲିସ । ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣବେଳେ ପୋଲିସ ହାତରେ ଧରାପଡ଼ିଲା ବିପୁଳ ପରିମାଣର ଗଞ୍ଜେଇ । ଗଞ୍ଜେଇ ଭର୍ତ୍ତି ଏକ ପିକଅପ୍ ଭ୍ୟାନ ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ,…

ମୂଲ୍ୟାୟନ ପାଇଁ ଆଜି ଯିବ ସମ୍ମେଟିଭ ଆସେସମେଣ୍ଟ-୧ର ଓଏମଆରସିଟ୍

କଟକ: ମାଟ୍ରିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସମ୍ମେଟିଭ ଆସେସମେଣ୍ଟ -୧ର ଓଏମଆରସିଟ୍ ମୂଲ୍ୟାୟନ ପାଇଁ ଆଜିଠୁ ଯିବ । ଗତ ୭ତାରିଖରେ ପରୀକ୍ଷା ଶେଷ ହୋଇଥିଲା । ପରେ ୯ତାରିଖରୁ ଓଏମଆର ସିଟଗୁଡ଼ିକ ସଂଗ୍ରହ କରାଯାଇ ବୋର୍ଡ଼ କାର୍ଯ୍ୟାଳୟକୁ ଆସିଥିଲା । ସୋମବାରଠାରୁ ଏହାକୁ କମ୍ପ୍ୟୁଟର ମୂଲ୍ୟାୟନ…

ଆଜି ଓଡ଼ିଶାରେ ପୁଣି ୧୧ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦିନେ କମିବା ପରେ ପୁଣି ବଢ଼ିଲା । ରାଜ୍ୟରେ ପୁଣି ଥରେ ୧୧ହଜାର ପାର କରିଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧ହଜାର ୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୪୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୫୫ । ୧୮ ବର୍ଷ ଭିତରେ ଆଉ ୧୦୬୧…

ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନାରେ ନେଲା ଆଉ ୪ଜଣଙ୍କ ଜୀବନ । ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ୪ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।…

ବଢ଼ୁଛି ଶୀତ, ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ବଢ଼ୁଛି ଶୀତ । କୋହଲା ପବନରେ ଅସ୍ତବ୍ୟସ୍ତ ହେଉଛି ଜୀବନ । ପାଗ ଶୁଖିଲା ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଘନ କୁହୁଡ଼ି ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ,…

ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ

ବଲାଙ୍ଗିର: ବିଳମ୍ବିତ ରାତିରେ ଦୁର୍ଘଟଣା ନେଲା ୨ ବାଇକ୍ ଆରୋହୀଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଧାମନଡଙ୍ଗା ଗାଁ ନିକଟ ବୁଲାଣିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି ।…