Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଶ୍ଚିମବଙ୍ଗରୁ ୬୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଏସଟିଏଫର ଚଢ଼ାଉ ବେଳେ ବଡ଼ ସଫଳତା । ଚଢ଼ାଉ ବେଳେ ଜବତ ହୋଇଛି ୬୫ କୋଟି ଟଙ୍କାର ବ୍ରାଉନସୁଗାର । ଏହାସହ ନଗଦ ୨୦ ଲକ୍ଷ ଟଙ୍କା ସହ ୬ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିବା ଜଣାପଡିଛି । ସେହିପରି…

ପୁରୀରେ ହେବ ପଞ୍ଚତାରକା ହୋଟେଲ

ଭୁବନେଶ୍ବର : ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ନିର୍ମାଣ କରାଯିବ ପଞ୍ଚତାରକା ହୋଟେଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଆଜି ଏହାର ଶିଳାନ୍ୟାସ କରିଛନ୍ତି । ସିପ ସରୁବାଲିରେ ସ୍ବସ୍ତି ପ୍ରିମିୟମ ବିଚ୍ ରିସୋର୍ଟ ନାଁରେ ହେବାକୁ ଥିବା ଏହି…

ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଉନ୍ନତି, ଉଦଘାଟିତ ହେଲା ଅତ୍ୟାଧୁନିକ ମେଡିକାଲ

ମାଲକାନଗିରି : ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଉନ୍ନତି । ଉଦଘାଟିତ ହୋଇଛି ଅତ୍ୟାଧୁନିକ ମେଡିକାଲ । ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏହି ଅତ୍ୟାଧୁନିକ ମେଡିକାଲକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଫଳରେ…

କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୋହର, ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରି । ବଢ଼ିଲା ସରକାରୀ ଚାକିରି ବୟସ ସୀମା । ଚାକିରି ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ଅତିରିକ୍ତ ୫ ବର୍ଷ କୋହଳ କରାଯାଇଛି । ମହିଳା ଓ ଦିବ୍ୟାଙ୍ଗ…

ଆସନ୍ତାକାଲି ଆଦିବାସୀ ସଂପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା, ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ

ବଲାଙ୍ଗୀର : ଆସନ୍ତାକାଲି ଆଦିବାସୀ ସଂପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା । କୋଭିଡ କଟକଣା ଭିତରେ ପାଳନ ପାଇଁ ଯାତ୍ରା ପୂଜା କମିଟି ତରଫରୁ ଶେଷ ହୋଇଛି ପ୍ରସ୍ତୁତି । ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି । ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ସମେତ ୧୦ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୪…

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର, ଆସନ୍ତାକାଲି ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌ । ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ସଂପର୍କିତ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏହାସହ ଆସନ୍ତାକାଲି ଘୋଷଣା…

ପଞ୍ଚାୟତିରାଜ ବିଭାଗରେ ଯୋଗଦେଲେ ୨୧୦ଜଣ ସହକାରୀ ଯନ୍ତ୍ରୀ

ଭୁବନେଶ୍ବର : ପଞ୍ଚାୟତିରାଜ ବିଭାଗର ନୂଆ କ୍ୟାଡର ତିଆରି ପରେ ପ୍ରଥମ ବ୍ୟାଚରେ ୨୧୦ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଆଜିର ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମରେ ଗ୍ରାମୀଣ ଗୃହ ଓ ପାନୀୟ ଜଳ ଯୋଗାଣ ଦୁଇଟି ଫ୍ଲାଗସିପ୍ ଯୋଜନା ଆରମ୍ଭ କରାଯାଇଛି । ଏଥିରେ ଗାଁର…

[ଭିଡିଓ] ଶମିଳିପାଳରୁ ଖସି ଯାଇଥିଲା ,ଚନ୍ଦନପୁରରୁ ମିଳିଲା

ମୟୂରଭଞ୍ଜ : ମୟୂରଭଞ୍ଜ ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗାଁରୁ ହରିଣ ଉଦ୍ଧାର । ଶମିଳିପାଳରୁ ପଳାଇଆସିଥିବା ହରିଣକୁ ଅଟକ ରଖିଲେ ଗ୍ରାମବାସୀ । ବନ ବିଭାଗ ଖବର ପାଇ ଉଦ୍ଧାର କଲା ହରିଣ । ଶ୍ୟାମାଖୁଣ୍ଟା ବ୍ଲକ ଅଧିନ ଚନ୍ଦନପୁର ଗାଁର ଅକ୍ଷୟ ମହାନ୍ତିଙ୍କ ଘରୁ ବନ ବିଭାଗ ହରିଣ ଉଦ୍ଧାର କରିଛି ।…

ଓମିକ୍ରନକୁ ନେଇ ବାଲୁକା କଳାରେ ସଚେତନତା ବାର୍ତ୍ତା ବାଣ୍ଟିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ଓମିକ୍ରନକୁ ନେଇ ସଚେତନତା ବାର୍ତ୍ତା । ଦେଶରେ ଏବେ କୋଭିଡର ନୂଆ ଭାରାଆଣ୍ଟା ଓମିକ୍ରନ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳେଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ମୁହଁରେ ମାସ୍କ ପିନ୍ଧିବା ସହ ବାଲୁକା…

ଛାତ୍ର ନେତାଙ୍କ ଛତ୍ରଛାୟାରେ ଜାଲ ସାର୍ଟିଫିକେଟ୍ କାରବାର ଅଭିଯୋଗରେ ପ୍ରତିବାଦ

ଭଦ୍ରକ: ଭଦ୍ରକରେ କିଏ ଯୋଗାଉଛି ଛାତ୍ରଙ୍କୁ ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର? କେଉଁ ଆଧାରରେ ଚାଲିଥିଲା ଯୁକ୍ତ ୩ ଆଡ଼ମିଶନ? ଆଡ଼ମିଶନ ବେଳେ କାହିଁକି ସାର୍ଟିଫିକେଟ୍ ଯାଞ୍ଚ କଲେନି କଲେଜ କର୍ତ୍ତୃପକ୍ଷ? ନକଲି ସାର୍ଟିଫିକେଟରେ ଆଡମିଶନ ଚାଲିଥିବା ନେଇ କିଛି ଛାତ୍ର ଅଭିଯୋଗ କରିବା ପରେ ସାମ୍ନାକୁ…