Latest Odisha News

BREAKING NEWS

Browsing Category

ଓଡିଶା

Odisha

NIT ରାଉରକେଲାରେ ମାଡୁଛି କରୋନା: ସଂକ୍ରମିତ ହେଲେଣି ୧୨୫ ଜଣ

ରାଉରକେଲା: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଏନଆଇଟି ରାଉରକେଲାରେ ମାଡୁଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଯାଏ ୧୨୫ ଜଣ ପଜିଟିଭ୍ ବାହାରିଲେଣି । ଗତକାଲି ୫୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୫୦ରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ଶୁକ୍ରବାର…

ବଢ଼ୁଛି କରୋନା ସଂକ୍ରମଣ, ଆଜିଠୁ ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ପ୍ରତିଦିନ ରାଜ୍ୟରେ ଓମିକ୍ରନ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପଟେ କରୋନା ସଂକ୍ରମଣ ମଧ୍ୟ ବଢ଼ିଚାଲିଛି । ତେଣୁ ସଂକ୍ରମଣ କିପରି ବୃଦ୍ଧି ନପାଇବ ସେନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଧାର୍ମିକସ୍ଥଳୀମାନଙ୍କରେ ଭିଡ଼…

ପିପିଲି ପୋଲିସକୁ ସଫଳତା : ୨୫୫ ଗ୍ରାମ ବ୍ରାଉନସୁଗର ଜବତ, ବେପାରୀ ଗିରଫ

ପିପିଲି : ପିପିଲି ପୋଲିସକୁ ସଫଳତା । ପୁରୀରେ ନିଶା ବିରୋଧରେ ଚାଲିଥିବା ଅଭିଯାନରେ ପିପିଲି ପୋଲିସକୁ ବଡ ସଫଳତା ମିଳିଛି ।ଜଣେ ବ୍ରାଉନ ସୁଗାର ବେପାରୀକୁ ଆଜି ଗିରଫ କରିଛି ପିପିଲି ପୋଲିସ । ଗିରଫ ହୋଇଥିବା ବ୍ରାଉନ ସୁଗର ବେପାରୀ ନିକଟରୁ ୨୫୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯିବା ସହ ୫ ହଜାର…

ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ

ଭୁବନେଶ୍ବର : ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ । ମିଶନ ଶକ୍ତି ଆନ୍ଦୋଳନ ଓଡ଼ିଶାର ୭୦ ଲକ୍ଷ ମା ମାନଙ୍କ ଜୀବନରେ ଏକ ବଡ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମା ମାନଙ୍କୁ ରେକର୍ଡ ୬୦୦୦ କୋଟି…

ବିଦ୍ୟୁତ ତାର ନେଇଥିଲା ଜୀବନ ,ଷଡଯନ୍ତ୍ର ରଚିଥିଲେ ଭାଇ

କୋରାପୁଟ : ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା ବୋରିଗୁମା ଚିଲିଗୁଡା କାଜୁ ବାଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ଯୁବତୀଙ୍କ ସହ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ଯାଇଥିବା ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଶେଷରେ ଏହି ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି…

ରାଜ୍ୟରେ ଆଉ ୧୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୪ ଜଣ ଓମିକ୍ରନ୍ ଆକ୍ରାନ୍ତ । ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ୬ ଜଣ ଓମିକ୍ରନ ସଂକ୍ରମିତ ହେଉଛନ୍ତି ବିଦେଶ ଫେରନ୍ତା । ସେମାନଙ୍କ ମଧ୍ୟରୁ ୩ ଜଣ ଦକ୍ଷିଣ ଆଫ୍ରିକା ଫେରିଥିବା ବେଳେ, ନରୱେ, କତାର ଓ…

ଓମିକ୍ରନକୁ ନେଇ ବିମାନ ବନ୍ଦରରେ କଡ଼ା କଟକଣା

ଭୁବନେଶ୍ବର : ଓମିକ୍ରନକୁ ନେଇ ବିମାନ ବନ୍ଦରରେ କଡ଼ା କଟକଣା । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ନିଆଯାଉଛି ପଦକ୍ଷେପ । ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରିବାକୁ ବିଏମସି ପକ୍ଷରୁ କାରାଯାଇଛି ବ୍ୟାପକ ବ୍ୟବସ୍ଥା । ବିମାନ ଦ୍ବାରା ଆସିଥିବା ଯାତ୍ରୀଙ୍କ ଆରଟିପିସିଆର…

ଗୋଟିଏ ଦିନରେ ରାଜଧାନୀର ୨୧ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ବର : ରାଜ୍ୟରେ ଚିନ୍ତା ବଢ଼ାଇଲାଣି ମହାମାରୀ ଭୂତାଣୁ । ଗୋଟିଏ ପଟେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ, ଏବେ ହଟସ୍ପଟ ପାଲଟିଛି ଭୁବନେଶ୍ବର । ଏଥିପାଇଁ ପଦକ୍ଷେପ ନେଇଛି ଭୁବନେଶ୍ବର ମହାନଗର ନିଗମ । ସଂକ୍ରମିତ ଚିହ୍ନଟ ପରେ ଆଜି ଗୋଟିଏ ଦିନରେ ୨୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ…

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଚୁଡାନ୍ତ ନିଷ୍ପତ୍ତି ନେବେ

ଭୁବନେଶ୍ଵର : କୋଭିଡ ଭୟାବହତାରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ଇଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରେ ,ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା ସ୍ୱାସ୍ଥ୍ୟ ବିଭାଗର…

ବୁର୍ଲା ଥାନାରେ ୩ ଜଣ କନେଷ୍ଟବଳ କରୋନା ପଜିଟିଭ

ବୁର୍ଲା : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ବୁର୍ଲା ଥାନାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ମହିଳା ଓ ଜଣେ ପୁରୁଷ କନେଷ୍ଟବଳ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଥାନାକୁ ସାନିଟାଇଜ କରାଯାଇଛି । ପୋଲିସ ମାନଙ୍କ ସସ୍ପର୍ଶରେ ଯେଉଁମାନେ ଆସିଛନ୍ତି…