Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେନି କଣ୍ଟେଣ୍ଟ

ନୂଆଦିଲ୍ଲୀ : ଟିକ୍ ଟକ୍ ବ୍ୟବହାରକାରୀ ସାବଧାନ । କାରଣ ଏଣିକି ଟିକ୍ ଟକରେ ମନଇଚ୍ଛା ପୋଷ୍ଟ କରିପାରିବେ ନାହିଁ କଣ୍ଟେଣ୍ଟ । ଯଦି ଏଭଳି କରନ୍ତି ତେବେ ତାହା ଅଟୋମେଟିକ ଭାବେ ହଟିଯିବ । ହିଂସା, ନଗ୍ନତା, ଅଶାଳୀନ ଗ୍ରାଫିକ୍ସ, ଯୌନଗତ କାର୍ଯ୍ୟକଳାପ, ବେଆଇନ କାର୍ଯ୍ୟକଳାପ ଆଦିକୁ ପୋଷ୍ଟ…

ଗାଁରେ ‘ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍’ ପକ୍ଷୀଙ୍କ ଗୁଞ୍ଜରଣ

ଝାରସୁଗଡ଼ା : ପକ୍ଷୀଙ୍କ କଳରବରେ ଗୁଞ୍ଜରି ଉଠୁଛି ପରିବେଶ । ମନୋରମ ପରିବେଶ ଭିତରେ ଦଳ ଦଳ ପକ୍ଷୀଙ୍କ ସମାଗମ ସୌନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣ କରୁଛି । ଏବେ ସୁଦୂର ଇଲାକାରୁ ଉଡ଼ିଆସିଛନ୍ତି ଏସିଆନ୍ ଓପନ୍ ବିଲ୍ ଷ୍ଟ୍ରକ୍ । । ଶହ ଶହ ବଗ ପ୍ରଜାତିରଏହି ପକ୍ଷୀ ଝାରସୁଗଡ଼ାର ଝାଡ଼େଶ୍ୱର ମନ୍ଦିରରେ…

ପୁରୀ ରଥଯାତ୍ରା ନେଇ ସୁରକ୍ଷା ସ୍ଥିତି ସମୀକ୍ଷା

ପୁରୀ:  ପୁରୀ ରଥଯାତ୍ରାରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପୋଲିସ ଅଧିକାରୀ ମାନେ କିଭଳି ଡ୍ୟୁଟି ସଠିକ ଭାବେ କରି ପାରିବେ ଓ କଣ ସୁବିଧା ଦିଆଯାଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ତେବେ ଶାନ୍ତି ଶୃଙ୍ଖଳାରେ କିଭଳି କୋଭିଡ କଟକଣା ରେ ରଥଯାତ୍ରା ଶେଷ ହେବ…

ବୃକ୍ଷ ରୋପଣ ନାଁରେ ଦେଢ଼ କୋଟି ଘୋଟାଲା

ବଲାଙ୍ଗୀର : ବୃକ୍ଷରୋପଣ ନାଆଁ ରେ ଦେଢ଼ କୋଟି ଘୋଟାଲା । ଦେଢ କୋଟି ଟଙ୍କାର ବୃକ୍ଷରୋପଣ ଯାହାକି ବ୍ଲକ ଓ ବନ ବିଭାଗ ପକ୍ଷରୁ କରାଯାଇଥିବା ସରକାରୀ ତଥ୍ୟ କହୁଛି । କିନ୍ତୁ ଗ୍ରାଉଣ୍ଡରେ ବାସ୍ତବ କିଛି ଅଲଗା । ବ୍ଲକର ୨୬ଟି ପଞ୍ଚାୟତରୁ ଗୋଟିଏ ପଞ୍ଚାୟତରେ ପ୍ରାୟ ୧୫ ଲକ୍ଷ ୬୦ହଜାର ଟଙ୍କାର…

୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟାକୁ ଟପିବ ଭାରତ

ନୂଆଦିଲ୍ଲୀ : ଚିନ୍ତା ବଢାଉଛି ଜନସଂଖ୍ୟା । ବଢିବାରେ ଲାଗିଛି ଭାରତ ସମେତ ବିଶ୍ବର ଲୋକ ସଂଖ୍ୟା । ଆଜି ବିଶ୍ବ ଜନସଂଖ୍ୟା ଦିବସରେ ଜନସଂଖ୍ୟା ବୃଦ୍ଧିକୁ ନେଇ ବଢିଛି ଚିନ୍ତା । ୨୦୨୦ରେ ବିଶ୍ବର ଜନସଂଖ୍ୟା ୭୭୯ କୋଟି ଥିବା ବେଳେ କେବଳ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି । ଯାହାକି ବିଶ୍ବ…

ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡ଼ା ଓ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ

ଭୁବନେଶ୍ବର : ତୃତୀୟ ଲହରର କାରଣ ହୋଇପାରେ ଲାମ୍ବଡ଼ା ଓ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ । ଏହା ଉପରେ ସରକାରଙ୍କୁ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ତ୍ରିପୁରାରେ ୯୦ ପ୍ରତିଶତ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ ହେଲେଣି । ବର୍ତ୍ତମାନ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ମଧ୍ୟ…

କୋଭିଡରେ ଗଲାଣି ୮୬୦ ଡାକ୍ତରଙ୍କ ଜୀବନ

ଭୁବନେଶ୍ବର : ଦେଶରେ ତାଣ୍ଡବ ରଚିଛି ମହାମାରୀ କରୋନା । ଅନେକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଜୀବନ ନେଇଛି ଭାଇରସ । ତେବେ ଏହାରି ଭିତରେ ଆଇଏମଏ ଦେଇଛି ସାଂଘାତିକ ତଥ୍ୟ । କୋଭିଡ ଚିକିତ୍ସା ସମୟରେ ଦେଶର ପାଖାପାଖି ୮୬୦ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ଆଇଏମଏ ।…

ଲଘୁଚାପ ପ୍ରଭାବରେ ରାଜ୍ୟର ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବ ଯୋଗୁ ଦକ୍ଷିଣ ଓଡିଶା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର କହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଇଏମଡି ଏହିସବୁ ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଜୁଲାଇ…

ସାମ୍ବାଦିକଙ୍କୁ ଧମକ ଦେଇ ବନ୍ଧା ହେଲା ବାଲି ମାଫିଆ

ଗୁଣୁପୁର: ରାୟଗଡା ଜିଲ୍ଲାର ଗୁଣୁପୁରର ବଂଶଧାରା ନଦୀ ପଠା ରୁ ଜିଲ୍ଲା ପ୍ରଶାସନର ଜାଣତରେ ଲକ୍ଷାଧିକ ଟଙ୍କା ର ବାଲି ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଛି। ସ୍ଥାନୀୟ ତହସିଲଦାର ଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନ ସବୁ ଜାଣି ନ ଜାଣିବା…

ମାଲକାନଗିରି ଏସିଙ୍କ ବଦଳିରେ ନାଖୁସ୍ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ପୋଲିସ ବିରୋଧରେ ନୁହେଁ । ପୋଲିସ ସପକ୍ଷରେ ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ମାଲକାନଗିରି ଏସପିଙ୍କ ବଦଳିକୁ ବିରୋଧ କରି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ମାଲକାନଗିରି ଏସପି ଋିଷିକେଶ ଖିଲାରୀଙ୍କୁ ମୟୂରଭଞ୍ଜ…