Latest Odisha News

BREAKING NEWS

Browsing Category

ଓଡିଶା

Odisha

ଗୁଣିଗାରେଡି ନାଁରେ ଲୋମ ଟାଙ୍କୁରା ନିର୍ଯାତନା

ସିନ୍ଧିକେଲା : ଗୁଣିଗାରେଡି ନାଁରେ ଅଭାବନୀୟ କାଣ୍ଡ । ଯୁଗ ବଦଳିଯାଇଥିଲେ ବି ଲୋକଙ୍କର ମାନସିକତାରେ ଆସିନି ପରିବର୍ତ୍ତନ । ଏବେ ବି ଲୋକେ ସେହି ଅନ୍ଧବିଶ୍ୱାସର ଅନ୍ଧଗଳିରେ ଜୀଉଁଛନ୍ତି । ଏବେ ବି ଗାଁ ରେ ଚାଲିଛି କଙ୍ଗାରୁ କୋର୍ଟ । ଯେଉଁଠି ଆଇନ୍‌କୁ ହାତକୁ ନେବା ଭଳି ଦୃଶ୍ୟ ଦେଖିବାକୁ…

କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ହେଲେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ତେବେ କରୋନାର ତୃତୀୟ ଲହରୀ ଆସୁ କି ନଆସୁ, ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି…

କୋଭିଡ୍‌ ନିୟମ ଉଲ୍ଲଂଘନ; ସିଲ୍‌ ହେଲା ରାଜଧାନୀର ସାଲନ୍‌ ଓ ଦୋକାନ

ଭୁବନେଶ୍ୱର: ସୋମବାର କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ କଳିଙ୍ଗନଗର ଏବଂ ସିଆର୍‌ପି ଛକରେ  ଥିବା ଏକ ସାଲନନ୍‌ ଏବଂ ଦୋକାନକୁ ସିଲ୍‌ କରିଛି ବିଏମ୍‌ସି। ଜୁନ୍ ୩୦ ରେ ଅନଲକ୍ ଘୋଷଣା କରିବା ବେଳେ ରାଜ୍ୟ ସରକାର ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ଅବଧିରେ ବିୟୁଟି ପାର୍ଲର, ସପିଂ ମଲ୍ ଏବଂ…

ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାରଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣ । ହୃଦ ଘାତରେ ତାଙ୍କର ପରଲୋକ ହୋଇଯାଇଛି । ସୋମବାର ସକାଳେ ତାଙ୍କ ବାସଭବନରେ ୮୦ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି । ସେ ଜଣେ ରିଟାୟାର୍ଡ ଇଞ୍ଜିନିୟର । ତେବେ ବହୁତ ମେଳାପୀ ଓ ଉଦାର ସ୍ୱଭାବ…

RWSS ବିଭାଗରେ ଦୁର୍ନୀତି, ଲାଞ୍ଚ ଦିଆନିଆର ଭିଡିଓ ଭାଇରାଲ

ବାରିପଦା : RWSS ବିଭାଗରେ ଦୁର୍ନୀତି । ଟଙ୍କା ଦିଆନିଆର ଭିଡିଓ ଭାଇରାଲ । ଜିଲ୍ଲାର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ଦୁର୍ନୀତି ପଦାରେ ପଡ଼ିଛି । ତେବେ ଅଫିସ୍ ଭିତରେ କିଭଳି ବିଡା ବିଡା ଟଙ୍କା ନେଉଛନ୍ତି କାର୍ଯ୍ୟାଳୟର କ୍ୟସିଆର୍ ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଥରେ…

ଫିଲ୍ମ ସୁଟିଂକୁ ଅନୁମତି; ତଥାପି ଦ୍ଵନ୍ଦ୍ଵରେ ଓଲିଉଡ୍

ଭୁବନେଶ୍ଵର: ୧ ତାରିଖରୁ ଓଡ଼ିଶାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ, ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ୩୦ ଜିଲ୍ଲାକୁ ୨ ଭାଗରେ ଭାଗ କରିଦେଇଛନ୍ତି। ‘ଏ’ ବର୍ଗ ଜିଲ୍ଲାଗୁଡ଼ିକରେ ଉଭୟ ଆଉଟଡୋର୍ ଓ ଇନଡୋର ସୁଟିଂକୁ ଅନୁମତି ମିଳିଥିବା ବେଳେ ‘ବି’ ବର୍ଗ ଜିଲ୍ଲାଗୁଡ଼ିକରେ କେବଳ ଆଉଟଡୋର୍…

ରାଜପରିବାରର ନଜର ନାହିଁ; ଗଜପତି ରାଜପ୍ରାସାଦ ଟଳମଳ

ଶେଷ ଗଜପତିଙ୍କ ମୃତ୍ୟୁ ପରେ ରକ୍ଷଣାବେକ୍ଷଣାନାହିଁ ସରକାରଙ୍କ ହସ୍ତକ୍ଷେପ ଦାବି ବ୍ରହ୍ମପୁର: ରାଜପରିବାରର ନଜର ନାହିଁ। ରାଜ୍ୟ ସରକାରଙ୍କର ବି ଧ୍ୟାନ ନାହିଁ। ଏ ପରିସ୍ଥିତିରେ ସ୍ଵତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ମୂଳଦୂଆ ପଡ଼ିଥିବା ଗଜପତି ପାରଳାଖେମୁଣ୍ଡିରେ ଥିବା…

ନୂଆ ସଦସ୍ୟଙ୍କୁ ନେଇ ଭୁବନେଶ୍ଵର କ୍ଲବରେ ବିବାଦ

ଭୁବନେଶ୍ଵର: ଭୁବନେଶ୍ଵର କ୍ଲବରେ ସବୁ କିଛି ଠିକ୍ ଚାଲିନାହିଁ। ବଡ଼ବଡ଼ିଆ ଓ ପ୍ରଭାବାଶାଳୀଙ୍କ ମନୋରଞ୍ଜନ ପାଇଁ ପ୍ରତିଷ୍ଠା ପାଇଥିବା ଏହି ଉଚ୍ଚଶ୍ରେଣୀର କ୍ଲବରେ ନୂଆ ସଦସ୍ୟଙ୍କ ପ୍ରବେଶକୁ ନେଇ ବିବାଦ ଦେଖାଦେଇଛି। ବିବାଦ ଏତେ ତୀବ୍ର ହୋଇଛି ଯେ କ୍ଲବର କାର୍ଯ୍ୟନିର୍ବାହୀ କମିଟି ସେହି ୨୭୪…

ତୈଳ ଓ ଅନ୍ୟାନ୍ୟ ସାମଗ୍ରୀ ଦର ବୃଦ୍ଧି ନେଇ ୭ରୁ ରାଜ୍ୟବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଭୁବନେଶ୍ୱର: ବର୍ଦ୍ଧିତ ତୈଳ ଦର ଗ୍ରାହକଙ୍କ ବାଧୁଛି । ଶହେ ଟଙ୍କା ପାର କଲାଣି ପେଟ୍ରୋଲ ଦାମ୍ । ଅନ୍ୟାନ୍ୟ ସାମଗ୍ରୀ ଦମ ହୁ ହୁ ହୋଇ ବଢୁଛି । ପ୍ରତିବାଦରେ ଆସନ୍ତା ୭ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ । ୧୭ ତାରିଖ ଯାଏ ପ୍ରତିବାଦ କାର୍ୟ୍ୟକ୍ରମ ଚାଲିବ । ଏନେଇ ଏକ…

ଓଡ଼ିଶାରେ ICU ଓ ଭେଣ୍ଟିଲେଟରରେ କେତେ ରୋଗୀ ଅଛନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ସଂକ୍ରମଣ କମୁଥିବାରୁ କୋଭିଡ୍ ହସ୍ପିଟାଲରୁ କମିଛି ବେଡ୍ ଚାପ । ଏବେ ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ୫୫ ରୁ ୬୦ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି । ଆଇସିୟୁରୁ ୩୦…