Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏବେ ବି ପ୍ରଥମ ଅଲିମ୍ପିକ୍ସ ପଦକ ଆଶାରେ ଓଡିଶା କ୍ରୀଡାପ୍ରେମୀ ଓ ଆଥଲେଟ

ଭୁବନେଶ୍ୱର: ଦୀର୍ଘ ଦିନ ଧରି ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ଓଡିଶା ଆଥଲେଟ ଅଂଶଗ୍ରହଣ କରି ଆସିଛନ୍ତି । କିନ୍ତୁ ଦୁଃଖର କଥା କେହି କେବେ ପଦକ ଜିତି ଓଡିଶାକୁ ଗୌରବାନ୍ୱିତ କରିବା ସୁଯୋଗ ଦେଇ ନାହାନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୪ଜଣ ଓଡିଆକୁ ଏଥର…

ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲା କେନ୍ଦ୍ରୀୟ ଟିମ୍ । ଏମାନଙ୍କ ଭିତରେ ଅଛନ୍ତି କୋଲକାତାର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ମହାପାତ୍ର । ଡାକ୍ତର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି…

ଆମୀର ଖାନଙ୍କ ବିବାହ ବିଚ୍ଛେଦ ଉପରେ ଏମିତି କଥା କହିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ବଲିଉଡ ଅଭିନେତା ଆମୀର ଖାନ ଓ ପତ୍ନୀ କିରଣ ରାଓ ୧୫ ବର୍ଷ ପରେ ବିବାହ ବିଚ୍ଛେଦ ନେଇ ଦୁଇ ଦିନ ତଳେ ଘୋଷଣା କରିଥିଲେ । ସେମାନଙ୍କର ଏହି ଘୋଷଣା ଲକ୍ଷ ଲକ୍ଷ ଫ୍ୟାନଙ୍କ ଚକିତ କରିଛି । ଆମୀରଙ୍କ ବିବାହ ବିଚ୍ଛେଦ ଖବର ପରେ ତାଙ୍କ ଉପରେ ନିର୍ଧୂମ ବର୍ଷିଛନ୍ତି କଂଗ୍ରେସ ବିଧାୟକ…

ରାଜ୍ୟରୁ ଆଜି ୨୮୦୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୩.୭୫%

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ହଜାରରୁ ତିନି ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୮୦୩ ନୂଆ ଆକ୍ରାନ୍ତ । ଏହି ସମୟ ଭିତରେ ୭୪ହଜାର ୭୪୦ କୋଭିଡ୍ ଟେଷ୍ଟ କରାଯାଇଛି । କ୍ୱାରେଣ୍ଟାଇନରୁ ୧୫ଶହ ୯୭ ଓ…

ଓଡ଼ିଶାରୁ ଦିନକରେ ସର୍ବାଧିକ ୫୨ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁରେ ବ୍ରେକ୍ ଲାଗୁନି । ନୂଆ ରେକର୍ଡ କରିଛି ଦୈନିକ ମୃତ୍ୟୁସଂଖ୍ୟା । ଦିନକରେ ରାଜ୍ୟରୁ କରୋନା ନେଇଛି ୫୨ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୮ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ…

ଗଞ୍ଜାମ ଜିଲ୍ଲାରେ ଆଜିଠୁ ଦିଆଯିବ କୋଭାକ୍ସିନ୍ ଟିକା

ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା । ଭୁବନେଶ୍ୱର ବାହାରେ ପ୍ରଥମ ଥର ଅନ୍ୟ ସ୍ଥାନରେ କୋଭାକ୍ସିନ ଟିକା ଦିଆଯିବ । ୧୮ ବର୍ଷରୁ ଅଧିକ ଯେଉଁମାନେ ପ୍ରଥମ ଡୋଜ୍ ନେବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ । ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା…

ଆଜିଠୁ ରାଜ୍ୟରେ ଟିକାକରଣ ଜୋରଦାର, ୧୭୩୦ ସେଣ୍ଟରରେ ଦିଆଯିବ ଟିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପୁଣି ଥରେ ଜୋରଦାର ହେବ କୋଭିଡ୍ ଟିକାକରଣ । ଆଜି ମୋଟ୍ ୧୭ଶହ ୩୦ ସେଣ୍ଟରରେ ଲୋକଙ୍କୁ ଟିକା ଦିଆଯିବ । ବର୍ତ୍ତମାନ ରାଜ୍ୟରେ ୯ଲକ୍ଷ ୫୨ହଜାର ୮୨୦ ଡୋଜ୍ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ୩ଲକ୍ଷ ୯୧ହଜାର ୫୪୦ ଡୋଜ୍ ମହଜୁଦ ରହିଛି । ରାଜ୍ୟବ୍ୟାପୀ ଆଜିଠୁ ପୁଣି ଥରେ…

ଅଫଲାଇନ୍ ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଅନଲାଇନରେ ଫର୍ମ ପୂରଣ

କଟକ: ମାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଉଛି ଅନଲାଇନ ଫର୍ମ ପୂରଣ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୋଷ ଥିବା ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ଜୁଲାଇ ୧୪ ତାରିଖ ଯାଏ ଫର୍ମ ଫିଲ ଅପ୍ ଚାଲିବ…

ବିଶୁଦ୍ଧ ପାଣି ନାଁରେ ନକଲି ପାଣି ବଟଲ, ଚଢାଉ ସହ ସିଲ କଲା ପୋଲିସ

ମାଲକାନଗିରି :ମାଲକାନଗିରି ଜିଲ୍ଲା ଏମ.ଭି.୨ଗାଁରେ ଥିବା ପଦ୍ମାବାତୀ ଆକ୍ୱାଫ୍ରେସ୍ ପାଣି କମ୍ପାନିକୁ ଆଜି ସିଲ୍ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ଏହି ପାଣି ବିତରକ କମ୍ପାନି ରିଫ୍ରେଶ ମିନେରାଲ ୱାଟର ନାମରେ ଲୋକଙ୍କୁ ନକଲି ପାଣି ବୋତଲ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପାଣିକୁ…

ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ କିଟ୍‍ରୁ ୩ ଖେଳାଳି । ଚଳିତବର୍ଷ ଟୋକିଓ ଅଲିମ୍ପିକ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଏହି ସୁଯୋଗ ପାଇଛନ୍ତି। ସମଗ୍ର ଭାରତରେ କିଟ୍‍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର…