Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ, ଏହି ସମୟରେ ଚାଲିବ ଟ୍ରେନ୍…

ଭୁବନେଶ୍ବର: କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ । ଆସନ୍ତା ମାସରୁ କଟକରୁ ପୁରୀ, ପାରାଦୀପ ଏବଂ ଭଦ୍ରକ ପର୍ଯ୍ୟନ୍ତ ମେମୁ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି । ପୁରୀ-କଟକ ମେମୁ ୧୨ ଏପ୍ରିଲରୁ ପୁରୀରୁ ପୂର୍ବାହ୍ନ ୮ ଟାରେ ଛାଡି କଟକରେ ପୂର୍ବାହ୍ନ ୧୦ଟା ୪୫ମିନିଟରେ…

କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ: ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ

ଭୁବନେଶ୍ବର: ଉତ୍କଳ ଦିବସ ପାଳନ ଉପରେ କଟକଣା । କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ । ଏଥିପାଇଁ ଆସିଛି ଗାଇଡଲାଇନ୍ । ସ୍ପେଶାଲ ରିଲିଫ୍ କମିଶନର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି ।…

ଭୁବନେଶ୍ବରରେ ଆହୁରି କଡ଼ାକଡ଼ି ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢ଼ିଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ଏନେଇ ଚିନ୍ତା ବଢ଼ିଥିବା ବେଳେ, କଟକଣା ଲଗାଇବାକୁ ଅଣ୍ଟା ଭିଡିଲେଣି ସରକାର । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛି ଭୁବନେଶ୍ବର ମହାନଗର ନିଗମ…

ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବଢୁଥିବା ବେଳେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୩ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନୂଆପଡ଼ାରୁ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼,…

ଅଲିମ୍ପିକ୍‍ କ୍ୱାଲିଫାଏର୍‍ ଭବାନୀଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ସମ୍ବର୍ଦ୍ଧନା: କହିଲେ,ଅଲିମ୍ପିକରେ ପହଞ୍ଚିବା ପଛରେ…

ଭୁବନେଶ୍ୱର: ଅଲିମ୍ପିକ୍‍ କ୍ୱାଲିଫାଏର୍‍ କିଟ୍‍ ଛାତ୍ରୀ ସି.ଏ ଭବାନୀଙ୍କୁ ଉଜ୍ବସିତ ସମ୍ବର୍ଦ୍ଧନା । ଭୁବନେଶ୍ବର କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ କିଟ୍‍ ଓ କିସ୍‍ ପକ୍ଷରୁ ଭବାନୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଟୋକିଓ ଅଲିମ୍ପିକ୍‍ ପାଇଁ ଅସି ଚାଳନାରେ କ୍ୱାଲିଫାଏ କରିବାରେ…

ପିପିଲି ପାଇଁ ବିଜେପି ପରେ ବିଜେଡିର ପ୍ରାର୍ଥୀ ଘୋଷଣା:ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପିପିଲି:ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ରୁଦ୍ର ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ମହାରଥୀଙ୍କ ପୁଅଙ୍କ ନାଁରେ ମୋହର ମାରିଛନ୍ତି ନବୀନ । ଏପ୍ରିଲ ୧୭ରେ…

ଆମ ଗପଘରର ଗପ କର୍ମଶାଳା ଆୟୋଜିତ

ଅନୁଗୁଳ : ସାରସ୍ୱତ ଅନୁଷ୍ଠାନ ଆମ ଗପଘର ପକ୍ଷରୁ ଗପ କର୍ମଶାଳା 'ଗପରେ ଗପରେ' ସ୍ଥାନୀୟ ବାଜି ରାଉତ ଛାତ୍ରାବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା ସାହିତ୍ୟର ପ୍ରତିଷ୍ଠିତ କଥାକାରମାନଙ୍କ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ କବି ଓ ଲେଖକ ଯୋଗ ଦେଇଥିଲେ। ଗପଘରର ସଭାପତି…

ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଆଶ୍ରିତ ପଟ୍ଟନାୟକ: ପ୍ରଥମ ଦଳ ଭାବେ ବିଜେପିର ପ୍ରାର୍ଥୀ ଘୋଷଣା

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବଢୁଛି ଦଳୀୟ ଉଷ୍ମତା । ପିପିଲି ୧୧୦ନମ୍ବର ପିପିଲି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଆରମ୍ଭ ହୋଇଛି । ବିଜେପି ପ୍ରାର୍ଥୀ ଭାବେ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପିପିଲି…

ଛତିଶଗଡରେ ଜୋରଦାର କୁମ୍ବିଂ ଅପରେସନ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ !

ମାଲକାନଗରି: ଛତିଶଗଡ ରାଜ୍ୟର ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଜୋରଦାର କୁମ୍ବିଂ ଅପରେସନ୍ । ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆଜି ସକାଳେ ଦାନ୍ତେୱାଡାର ପଲ୍ଲୀ ବୀରାସୁର ଗାଁର ଘୋଟିଆ ଜଙ୍ଗଳରେ ମାଓବାଦୀ କ୍ୟାମ୍ପ କରିଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିଥିଲା । ଖବର ପାଇ…

ଶ୍ରୀ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲା MGM ମିନେରାଲ୍ସ

ପୁରୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ବିକାଶ ପାଇଁ ୧ କୋଟି ଟଙ୍କା ଦାନ କରିଛି MGM ମିନେରାଲ୍ସ ଲିମିଟେଡ୍ । କମ୍ପାନୀ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ୍ ମହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ୧ କୋଟି ଟଙ୍କାର ଚେକ୍ ପ୍ରଦାନ…