Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଇତ୍ସବ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ ବ୍ୟକ୍ତିତ୍ବଙ୍କୁ…

ଭୁବନେଶ୍ବର: ଏପ୍ରିଲ ୩ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଇତ୍ସବ । ଉତ୍ସବକୁ ସୁରୁଖୁରୁରେ ବିଶ୍ବବିଦ୍ୟାଳୟର ବରିଷ୍ଠ ପଦାଧିକାରୀଙ୍କୁ ନେଇ ନିୟମିତ ବୈଠକ କରାଯାଉଛି । ଏପ୍ରିଲ ପହିଲାରୁ ଏକ ସ୍ବତନ୍ତ୍ର ଉତ୍ସବ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି…

କଳିଙ୍ଗ ଷ୍ଟାଡିୟମରେ ଖେଳାଯିବା ମହିଳା ଏସିଆନ୍ କପ୍ ଇଣ୍ଡିଆ-୨୦୨୨ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: କଳିଙ୍ଗରେ ହେବ ଫୁଟବଲ ମହାସମର । ଭୁନେଶ୍ୱର କଳିଙ୍କ ଷ୍ଟାଡିୟମ ଆୟୋଜନ କରିବ ଆଉ ଏକ ଅନ୍ତର୍ଜତାୟୀ କ୍ରୀଡ଼ା ଇଭେଣ୍ଟ । ୨୦୨୨ AFC ମହିଳା ଏସିଆନ୍ କପ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଭୁବନେଶ୍ୱର ସମେତ ମୁମ୍ବାଇ ଓ ଅହମ୍ମଦାବାଦରେ ମଧ୍ୟ ମ୍ୟାଚ୍…

ବାହୁଡ଼ିବ କି ବୋହୂଚୋରି?

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଅନେକ ଦିନ ପରେ ଏଥର ମୁଁ ଗାଁକୁ ଯାଇଥିଲି । ଗାଁରେ ପହଞ୍ଚିଲା ବେଳକୁ ବେଳ ନଇଁ ଆସୁଥିଲା। ଗାଁ ଛକରେ ବସରୁ ଓହ୍ଲାଇଲା ବେଳକୁ ବଡ଼ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ ମୋ ସାନଭାଇ ଆଉ ଭଣଜା । ଭଣଜାର ନାଁ ଯଦିଓ ଧର୍ମଦତ୍ତ, ମୋ ବାପା…

ସଂକ୍ରମଣ ବଢୁଥିବାରୁ ରାଜ୍ୟରେ ଏସବୁ ପର୍ବପର୍ବାଣୀ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ବଢୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ମାସ ପରେ ଦୁଇ ଶହ ଟପିଛି । ଲଗାତାର ଦ୍ୱିତୀୟ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଉପରେ ରହିଛି । ସଂକ୍ରମଣ ବଢୁଥିବାରୁ ବଢ଼ିଲା କଟକଣା । ରାଜ୍ୟରେ ଆଗକୁ ହେବାକୁ ଥିବା…

ନୂଆପଡ଼ାରେ ବଢୁଛି କରୋନା କାୟା, ଆଜି ରାଜ୍ୟରୁ ୨୩୪ ପଜିଟିଭ୍

ଭୁବନେଶ୍ୱର: ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ବଢୁଛି । ଓଡ଼ିଶା ସୀମାନ୍ତ ଜିଲ୍ଲା ମାଲକାନଗିରି, ନୂଆପଡ଼ା ଓ ନବରଙ୍ଗପୁରରୁ ବଢୁଛି ଭୟ । ଗତ ୨୪ ଘଣ୍ଟାରେ ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକି ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ । ଗତ ୨୪…

ଭାରତ ବନ୍ଦ: ମୋ ବସ୍ ସେବା ପ୍ରଭାବିତ

ଭୁବନେଶ୍ୱର: ଦେଶବ୍ୟାପୀ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ବନ୍ଦ ଯୋଗୁଁ 'ମୋ ବସ୍' ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। କ୍ରୁଟ୍ ପକ୍ଷରୁ ଏନେଇ ଟ୍ବିଟ କରାଯାଇଛି। ଟ୍ବିଟ ଅନୁଯାୟୀ ଷ୍ଟ୍ରାଇକ୍ ଯୋଗୁଁ ବିଭିନ୍ନ ସ୍ଥାନରେ ମୋ ବସ୍ ଚଳାଚଳ ବିଳମ୍ବ…

କଟକର ଗ୍ରାମ୍ୟ ବ୍ୟାଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

କଟକ: କଟକସ୍ଥିତ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାରରେ ଗୁରୁବାର ରାତିରେ ଓଡ଼ିଶା ଗ୍ରାମ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଯଦିଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା ତଥାପି କମ୍ପ୍ୟୁଟର, ଏସି ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ…

ଓଡ଼ିଶାରେ ବନ୍ଦ ପାଳନର ପ୍ରଭାବ: ରାସ୍ତାରୋକ ସହ ରେଳ ଅଟକାଇଲେ ଆନ୍ଦୋଳନକାରୀ

ଭୁବନେଶ୍ୱର: ଦେଶବ୍ୟାପୀ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ କର୍ମକର୍ତ୍ତା । ପିକେଟିଂ କରି ରାସ୍ତାରୋକ କରିଛନ୍ତି । ବିଭିନ୍ନ ଷ୍ଟେସନରେ ରେଳରୋକ ବି…

କଏଦୀଙ୍କ ପାଇଁ ଖୋଲିବ ଜେଲ୍ ଅଦାଲତ

ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରଥମ ଥର ପାଇଁ ଆସନ୍ତା ଏପ୍ରିଲ ମାସରୁ ଜେଲ ଭିତରେ ଜେଲ୍ ଅଦାଲତ ଖୋଲିବାକୁ ଯାଉଛନ୍ତି। ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପରି କେତେକ ରାଜ୍ୟ ଅନ୍ତେବାସୀଙ୍କ ପାଇଁ ଏଭଳି ନ୍ୟାୟ ପ୍ରଦାନ କରୁଛନ୍ତି। ଜେଲ ଅଦାଲତର ଗଠନର ଉଦ୍ଦେଶ୍ୟ ହେଉଛି କୋର୍ଟ…

ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୮ ଆହତ

ବୌଦ୍ଧ/ସୁବର୍ଣ୍ଣପୁର: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖଜୁରୀପଡ଼ା ନିକଟରେ ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର…