Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢିଲା ବିଦ୍ୟୁତ ଦର, ଏପ୍ରିଲ ୪ରୁ ଲାଗୁ

ଭୁବନେଶ୍ୱର: ୨୦୨୧-୨୨ ପାଇଁ ବିଦ୍ୟୁତ ବୃୃଦ୍ଧିକୁ ଓଇଆରସିଙ୍କ ମଂଜୁରୀ ମିଳିଛି । ୟୁନିଟ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି । ଗତବର୍ଷ ତୁଳନାରେ ୫.୬୦ ପ୍ରତିଶତ ବଢିଛି । ଆସନ୍ତା ଏପ୍ରିଲ ୪ ତାରିଖରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ସୂଚନା…

ଓଡ଼ିଶାରେ ଖୋଲିବ ୧୫୬୭ ନୂଆ ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ୱର: ଓଡିଶାରେ ୧୫୬୭ ନୂଆ ଅଙ୍ଗନୱାଡି କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଶନିବାର ଦିନ ରାଜ୍ୟସଭାରେ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ। ବର୍ତ୍ତମାନ ଓଡିଶାରେ ୬୨,୧୭୧ ଅଙ୍ଗନୱାଡି କେନ୍ଦ୍ର ଅଛି। ଏଥିସହିତ ମନ୍ତ୍ରୀ କହିଛନ୍ତି ଯେ ୭୮୪୪…

ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜୟନ୍ତୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର :ବେଙ୍ଗାଳୁରୁରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟରେ ଜୟନ୍ତୀଙ୍କର ଉତ୍ତୋରତର…

ପିପିଲି ଉପନିର୍ବାଚନ, ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ରୁଦ୍ର ମହାରଥୀ

ପୁରୀ: ପିପିଲି ଯୁଦ୍ଧ ଘୋଷଣା ହୋଇ ସାରିଛି । ଲଢ଼େଇ ପାଇଁ ଯୋଦ୍ଧା ବି ପ୍ରସ୍ତୁତ । ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ‌ଙ୍କୁ ଟିକେଟ୍ ଦେଇଛି । ଏଯାବତ୍ କଂଗ୍ରେସ ପ୍ରାର୍ଥୀ…

ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ହେଲେ ଓଡ଼ିଶାର ୧୯ ଅଧିକାରୀ

ଭୁବନେଶ୍ୱର: ଓଡିଶା ପ୍ରଶାସନିକ ସେବାର ମୋଟ ୧୯ ଜଣ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ପାହ୍ୟାକୁ ପଦୋନ୍ନତି କରାଯାଇଛି। ପର୍ସନାଲ ଓ ପବ୍ଲିକ ଗ୍ରିଭାନ୍ସ ମନ୍ତ୍ରଣାଳୟ ଦ୍ଵାରା ଶୁକ୍ରବାର ଦିନ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧, ୨୦୧୯ ରୁ ଡିସେମ୍ବର ୩୧,…

ଅଫଲାଇନ୍ ବଦଳରେ ଅନଲାଇନରେ ପରୀକ୍ଷା କରିବା ଲାଗି NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

ରାଉରକେଲା: ଏନଆଇଟିରେ ୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରାଯାଉଥିଲା । ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଏନଆଇଟି କର୍ତ୍ତୃପକ୍ଷ ଶେଷ ସେମିଷ୍ଟାର ପରୀକ୍ଷାକୁ ଅନଲାଇନରେ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ ବିବନ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ଗତକାଲି ସିବିଆଇର ୨ ଜଣିଆ ଟିମ୍ ଅଞ୍ଜନା ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଆଜି ବାରଙ୍ଗ ନରଣପୁର ଗାଁରେ ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା କରୁଥିବା ଜଣାପଡ଼ିଛି ।…

ରାଜ୍ୟରେ ପୁଣି ୨୦୦ ଟପିଲା ଦୈନିକ ସଂକ୍ରମଣ, ୧ ମୃତ

ଭୁବନେଶ୍ୱର: ଦେଶରେ କରୋନା କାୟା ବଢୁଥିବା ବେଳେ ଓଡ଼ିଶାରେ ମଧ୍ୟ ଦୈନିକ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୦ ନୂଆ ଆକ୍ରାନ୍ତ । ଏହା ପୂର୍ବରୁ ୨୩୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୪ ଓ…

ରାଜଧାନୀରେ ଗଂଜେଇ ଚାଲାଣ କରୁଥିବା ୨ ମହିଳା ସମେତ ୩ ଗିରଫ

ଭୁବନେଶ୍ୱର: ଗଂଜେଇ ଚୋରା ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱର ତମାଣ୍ଡୋ ରାଜରାସ୍ତାରେ ଚେକିଂ ବେଳେ ପ୍ରାୟ ୫୦ କିଲୋଗ୍ରାମ ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ତେବେ ଏହି ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ଦୁଇ ମହିଳାଙ୍କ ସମେତ ତିନି…

କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ୨ ଜଣଙ୍କୁ ନିଯୁକ୍ତି ଦେଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦରେ ଉଚ୍ଚଶିକ୍ଷା ବିଭାଗ ୨ ଜଣଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରିଛି । ଏମାନେ ନିଯୁକ୍ତି ତାରିଖ ଠାରୁ ୬ ବର୍ଷ ଯାଏ ଅଥବା ୭୦ ବର୍ଷ ବୟସ ହେବା ଯାଏ କାର୍ଯ୍ୟ କରିବେ । ପଣ୍ଡିତ ରବି ଶଙ୍କର ଶୁକ୍ଲା ବିଶ୍ୱ ବିଦ୍ୟାଳୟ…