Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭଲ କବିତାର ଖୋଜ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା

ବାଲେଶ୍ଵର : ଭଲ କବିତାର ଖୋଜ୍ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା ଆଜି ଏହାର ୬୭ତମ ଆସରରେ ଅନୁଷ୍ଠିତ ହୋଇଛି।  ସ୍ଥାନୀୟ ହୋଟେଲ ପଞ୍ଚଜନ୍ୟ ପରିସରରେ ୨୦୧୯ର ପ୍ରଥମ ଆସର ଆୟୋଜିତ ହୋଇଥିଲା। ଏଣିକି ପ୍ରତ୍ୟେକ ମାସରେ ଗୋଟିଏ ଆସର ଜଣେ ସ୍ରଷ୍ଟାଙ୍କୁ ନିବେଦିତ ହେବ ଏବଂ ସେହି ଆସରରେ…

ଗୋଖାଦ୍ୟ ବୋଝେଇ ଟ୍ରକରୁ ୨୦୦୦ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଉପରେ ଗୋଖାଦ୍ୟ, ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ । ଧରିଲା ଅବକାରୀ ଗୁଇନ୍ଦା ବିଭାଗ । ଗୋଖାଦ୍ୟ ବୋଝେଇ ଟ୍ରକକୁ ଦୁଇ ହଜାର କିଲୋ (୨ଟନ୍) ଗଞ୍ଜେଇ ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥ କନିଷି ନିକଟରୁ ଚେକିଂ ବେଳେ ଏତେ ପରିମାଣର ଗଞ୍ଜେଇ ଜବତ…

ଭାଲୁ କାମୁଡାରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପାପାଡାହାଣ୍ଡି: ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତେନ୍ତୁଳିଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ସୂଚନାନୁସାରେ, ପ୍ରେମାଙ୍ଗିନି ବାଘ ନାମକ ଜଣେ ମହିଳା ଭୋର ସମୟରେ…

କଟକ ନେତାଜୀ ବସ୍ ଟର୍ମିନାଲ ପାଇଁ ଜମି ଅଧିଗ୍ରହଣ ଆରମ୍ଭ

କଟକ: କଟକରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପାଇଁ ଆରମ୍ଭ ହେଲା ଜମି ଅଧିଗ୍ରହଣ କାମ । ପ୍ରଥମ ପର୍ଯ୍ୟାୟରେ ଉଚ୍ଛେଦ ହେଲା ବାଦାମବାଡ଼ି ବାଳିକା ହାଇସ୍କୁଲ । ପ୍ରୋକଲିନ୍ ଯୋଗେ ଘର ଭଙ୍ଗା ଯାଉଛି । ନିକଟରେ ଥିବା ସରକାରୀ ଜମିରୁ ମଧ୍ୟ ଉଚ୍ଛେଦ ହଟାଯାଉଛି । ସେହିପରି ଆସନ୍ତା ୩ ତାରିଖ…

ଫେବ୍ରୁଆରୀ ଗାଇଡଲାଇନ୍: ୧ ତାରିଖରୁ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ବାହାଘର ଓ ଶେଷକୃତ୍ୟରେ ୫୦୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର: ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧ ତାରିଖରୁ ରାଜ୍ୟରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର । କୋଭିଡ୍ କଟକଣା ଭିତରେ ଖୋଲିବ ଓ ପାଠପଢ଼ା ଯିବ । ସେହିପରି ବାହାଘର ଓ ଶେଷକୃତ୍ୟରେ ଲୋକଙ୍କ ଯୋଗଦାନ ସଂଖ୍ୟାରେ ବୃଦ୍ଧି କରିଛନ୍ତି ସରକାର ।…

ରାଜ୍ୟରୁ ଆଜି ୧୦୮ କରୋନା ପଜିଟିଭ୍, ଏସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା କାୟା । ଗତ ୨୪ ଘଣ୍ଟାରେ ୨୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ରେସ୍ ରହିଛି ୪୫ଟି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୨ ଜଣ ସଂକ୍ରମିତ ହୋଇଛନ୍ତି । ଏହି…

ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ: ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢ଼ିଲା ମେଡିକାଲ କଲେଜରେ କାର୍ଯ୍ୟରତ ହାଉନ୍ ସର୍ଜନଙ୍କ ଷ୍ଟାଇପେଣ୍ଡ । ରାଜ୍ୟ ସରକାର ସେମାନଙ୍କର ଷ୍ଟାଇପେଣ୍ଡ ରାଶିରେ ୮ ହଜାର ଟଙ୍କା ବୃଦ୍ଧି କରିଛନ୍ତି। ଏଣିକି ସେମାନେ ମାସିକ ୨୮ ହଜାର ଟଙ୍କା ଷ୍ଟାଇପେଣ୍ଡ ପାଇବେ । ପୂର୍ବରୁ ମିଳୁତିଲା ୨୦ ହଜାର ଟଙ୍କା । ଏନେଇ ଊଗଋଞଙ୍କୁ…

କଟକରୁ ପୁଣି ନକଲି ଘିଅ କାରଖାନା ଠାବ, ମାଲିକ ଅଟକ

କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । ଆଜି ସିଡିଏ ସେକ୍ଟର-୯ରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ୍ । ଏହି ଘଟଣାରେ କାରଖାନା ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ମର୍କତନଗର ଥାନା ପୋଲିସ । ନକଲି ଘିଅର ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଆଜି କୌଣସି ସୂତ୍ରରୁ ଖବର…

ତିନୋଟି ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାରସ୍ୱତ ସଂଗଠନ ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ ତରଫରୁ ବିଭିନ୍ନ ଭାଷାରେ ଅନୁଦିତ ୩ଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଭୁବନେଶ୍ୱର ,ଓରିଏଣ୍ଟାଲ ଏକାଡେମୀ ଅଫ ଆର୍ଟସ ଆଣ୍ଡ ଲେଟର୍ସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଥାଶିଳ୍ପୀ ଶାନ୍ତନୁ କୁମାର…

ପୁରୀ ସମୁଦ୍ରରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଚକ୍ରତୀର୍ଥ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଝାଡ଼ଖଣ୍ଡର ବୋକାରୋ ନିବାସୀ ରମେଶ ସାହୁଙ୍କ ପୁଅ ଦୀପକ କୁମାର । ଗତକାଲି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିଲେ ୭ ପର୍ଯ୍ୟଟକ । ସେମାନଙ୍କ…