Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାବାଳିକା ଗଣଦୁଷ୍କର୍ମ ମାମଲା, ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳୁ: ଜାଗୀ

ଭୁବନେଶ୍ୱର:ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ  ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭିର  ଏମଡି ଜାଗିମଙ୍ଗତ ପଣ୍ଡା ।  ମହିଳା କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ  ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହୋଇଛନ୍ତି । ପୀଡିତା ନାବାଳିକା ମାଙ୍କ…

ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ସୋମବାର ଦିନ ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ବର୍ତ୍ତମାନ…

ଆଖି ବୁଜିଲେ ଆଉ ୯ ସଂକ୍ରମିତ, ୭୧୦ରେ ପହଂଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ ଘଂଟାରେ କରୋନା ନେଇଛି ଆଉ ୯ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କରୋନା ପଜିଟିଭ: ଗଂଜାମ, ଖୋର୍ଦ୍ଧା ପରେ ଚିନ୍ତା ବଢ଼ାଇଲାଣି କଟକ

ଭୁବନେଶ୍ୱରେ: ରାଜ୍ୟରେ ଉପର ମୁହାଁ ରହିଛି କରୋନ ମିଟର । ପ୍ରତିଦିନ ୩୦ ଜିଲ୍ଲାରୁ ୪ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଜିପୁଣି ରାଜ୍ୟରୁ ୪୨୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଂଜାମ ପରେ ଖୋର୍ଦ୍ଧା ଆଉ ଏବେ ଚିନ୍ତା ବଢ଼ାଇଛି କଟକ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୫୨…

କେନ୍ଦ୍ର ନେଉ ଓଡ଼ିଶାର କୋଭିଡ-୧୯ ଦାୟିତ୍ୱ: ସୁରେଶ ପୂଜାରୀ

ନୂଆଦିଲ୍ଲୀ: ଓଡ଼ିଶାରେ କରୋନା ସ୍ଥିତି ନେଇ ଲୋକସଭାରେ ସମାଲୋଚନା କଲେ ସାଂସଦ ସୁରେଶ ପୂଜାରୀ । ରବିବାର ଲୋକସଭା ଆଲୋଚନାରେ ଭାଗନେଇ ଓଡ଼ିଶାରେ ସ୍ୱାସ୍ଥ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ, ବିଗିଡି ଯାଇଛି ବୋଲି କହିଥିଲେ ସାଂସଦ…

ଲୁଟ୍ ପାଇଁ ମରଣାନ୍ତକ ଆକ୍ରମଣ, ଭୁଜାଳି ଚୋଟରେ ୨ ଗୁରୁତର

କେନ୍ଦ୍ରାପଡା: ଘରେ କଳାକନା ବୁଲାଇଲେ ଚୋର । ମାର୍ଶାଘାଇ କୁସୁନପୁର ଗାଁରେ ଲୁଟ୍ ପାଇଁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣ କରି ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଚୋରଙ୍କ ଭୁଜାଲି ଚୋଟରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା…

ଆଜିଠୁ ଯୁକ୍ତ ୨ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା । ଆସନ୍ତା ୨୬ ଯାଏଁ ପ୍ରଥମ କଟ ଅଫ୍ ମାର୍କର ଚାଲିବ ନାମଲେଖା ପ୍ରକ୍ରିୟା । କୋଭିଡ ଗାଇଡାଲାଇନ୍‌କୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ବ୍ୟବପକ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଆଡମିଶନ…

ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ସର୍ବାଧିକ ୪୦୧୮ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ଗତ କିଛି ଦିନ ହେବ ଦୈନିକ ଚାରି ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ରୋଗୀ ମଧ୍ୟ ସୁସ୍ଥ ହେବାରେ ଲାଗିଛନ୍ତି। ଆଜି ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା…

ରାଜ୍ୟରେ କେତେ ଖାଲି ଅଛି ଆଇସିୟୁ ବେଡ୍? ସରକାର ଦେଲେ ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ କେତେ ପ୍ରତିଶତ ଖାଲି ରହିଛି ଆସିୟୁ ବେଡ୍ ଓ ଭେଟିଂଲର । ଏ ବାବଦରେ ଆଜି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । କଟକରେ ଆଇସିୟୁ ବେଡ୍ ମାତ୍ର ୫୫ ପ୍ରତିଶତ ଭର୍ତି ଅଛି । ସେହିପରି ଭୁବନେଶ୍ୱରରେ ମାତ୍ର ୪୯ ପ୍ରତିଶତ ଆଇସିୟୁ ବେଢ୍ ଭର୍ତି ଅଛି, ବାକି ସବୁ ଖାଲି ଅଛି ।…

କୃଷି ବିଲ୍‌କୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍ । ତେବେ ଏହି ବିଲ୍‌କୁ ବିଜେଡି ବିରୋଧ କରିଛି । ତେବେ ବିଜେଡି କାହିଁକି କୃଷି ବିଲ୍‌କୁ ବିରୋଧ କଲା ତାକୁ ନେଇ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ବିଜେଡିକୁ କଟାକ୍ଷ କରି ସୁରେଶ କହିଛନ୍ତି, କହିଁ ପେ ନିଗାହେଁ, କହିପେ…