Latest Odisha News

BREAKING NEWS

Browsing Category

ଓଡିଶା

Odisha

କୃଷି ବିଲ୍‌କୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍ । ତେବେ ଏହି ବିଲ୍‌କୁ ବିଜେଡି ବିରୋଧ କରିଛି । ତେବେ ବିଜେଡି କାହିଁକି କୃଷି ବିଲ୍‌କୁ ବିରୋଧ କଲା ତାକୁ ନେଇ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ବିଜେଡିକୁ କଟାକ୍ଷ କରି ସୁରେଶ କହିଛନ୍ତି, କହିଁ ପେ ନିଗାହେଁ, କହିପେ…

ସରିଲା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଦେଶର ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ପ୍ରବେଶ ପାଇଁ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରବେଶ ପରୀକ୍ଷା ସିୟୁସିଇଟି-୨୦୨୦ ଶେଷ ହୋଇଛି । ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

କାଲିଠୁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ

କଟକ: ଆସନ୍ତାକାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ । ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ହାଇକୋର୍ଟ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦେଶ ଦେଇଛନ୍ତି । ନିର୍ଦେଶ ଅନୁସାରେ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । କିଛି ବିଭାଗରେ କରୋନା ସଂକ୍ରମିତଙ୍କ…

ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ, ବୁଡିଗଲେ ୨ ଯୁବକ

ରାଉରକେଲା: କାଳ ହେଲା ଜଳପ୍ରପାତରେ ଗାଧୋଇବା । ବୁଡିଗଲେ ଦୁଇ ଯୁବକ । ରାଉରକେଲା ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ଘଟିଛି ଏଭଳି ଅଘଟଣ । ସୂଚନା ମୁତାବକ ଆଜି ରାଉରକେଲାରୁ ୪ଟି ସ୍କୁଟିରେ ୮ଜଣ ଯୁବକ ଗାଧୋଇବା ପାଇଁ ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତକୁ ଯାଇଥିଲେ । ଏହି ସସମୟରେ୨ଜଣ ଯୁବକ…

ଆଇସୋଲେସନ ୱାର୍ଡରେ ପଡି ରହିଛି ୨ଜଣଙ୍କ ମୃତଦେହ, ଭିଡିଓ ଭାଇରାଲ

ଝାରସୁଗୁଡା: ସାମ୍ନାକୁ ଆସିଲା ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚରମ ଅବ୍ୟବସ୍ଥା । ଡାକ୍ତରୀ ଅବହେଳାରୁ ଆଇସୋଲେସନ ୱାର୍ଡରେ ପଡି ରହିଛି ଦୁଇ ଦୁଇଟି ମୃତଦେହ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ୍ ୱାର୍ଡରେ…

ଭୁବନେଶ୍ୱରରେ ୪ ହଜାର ଟପିଲା କରୋନା ଆକ୍ଟିଭ କେସ୍‌; ଆଜି ୩୨୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୦୭ ଜଣ…

୧୮ ଶହ ବୋତଲ କଫ୍ ସିରପ ଜବତ, ଜଣେ ଗିରଫ

ବଲାଙ୍ଗିର: ରାଜ୍ୟରେ ବଢ଼ି ଚାଲିଛି ବେଆଇନ୍ କଫ ସିରପ କାରବାର । ବଲାଙ୍ଗିର ସହର ମାଲପଡାରୁ ୧୮ ଶହ ବୋଲତ କଫ ସିରଫ ଜବତ ହୋଇଛି । ଯାହାର ଅନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜଗବନ୍ଧୁ ମହେର । ଗତକାଲି…

‘ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ବଢ଼ୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉଦବେଗ ଜନକ ଭାବେ ବଢୁଛି । ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ଏହି ସଂକମ୍ରଣୁ ବଢ଼ୁଥିବା ନେଇ ବରିଷ୍ଠ ଚିକିତ୍ସକ ନିରଜ ମିଶ୍ର କହିଛନ୍ତି । ଏଥିସହ ଅମାନିଆ ବ୍ୟକ୍ତିଙ୍କୁ ସେ ଦାୟୀ କରିଛନ୍ତି । ସେ କହିଛନ୍ତି କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ…

ବାଲେଶ୍ୱରରୁ ଉପନିର୍ବାଚନ ଲଢ଼ିବେ ଅଭିନେତା ଅରିନ୍ଦମ!

ଭୁବନେଶ୍ୱର: ଏଥର ବାଲେଶ୍ୱର ଉପନର୍ବାଚନ ଲଢ଼ିବେ ଅଭିନେତା ଅରିଦମ । ସେ ବାଲେଶ୍ୱର ସଦର ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ମାମଲାରେ ମୁହଁ ଖୋଲିଛନ୍ତି ଅଭିନେତା ଅରିନ୍ଦମ । ସେ କହିଛନ୍ତି ପ୍ରାର୍ଥୀ ହେବା ନେଇ ତାଙ୍କ ପାଖରେ…

ଏଣିକି ମାତ୍ର ଅଧଘଣ୍ଟାରେ କୋଭିଡ ଟେଷ୍ଟ

ନୂଆଦିଲ୍ଲୀ: ଏଣିକି ମାତ୍ର ଅଧଘଂଟାରେ ହୋଇପାରିବ କରୋନା ଟେଷ୍ଟ । ସେ ବି କମ୍ ଖର୍ଚ୍ଚରେ । ଏଭଳି ଏକ କିଟ୍ ତିଆରି କରିଛି ଟାଟା । ଦେଶର ପ୍ରଥମ ସ୍ୱେଦେଶୀ କୋଭିଡ ସିଆର୍‌ଆଇଏସ୍‌ପିଆର୍ ଟେଷ୍ଟ କିଟ୍ ଫେଲୁଦା’କୁ ଡିସିଜିଆଇର ଅନୁମୋଦନ ମିଳିଛି । ଟାଟା ଗ୍ରୁପ୍ ଓ ସିଏସ୍‌ଆଇଆର୍ ଦ୍ୱାରା…