Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେପିରେ ଯୋଗ ଦେଲେ ରାଜକିଶୋର ବେହେରା

ଭୁବନେଶ୍ୱର : କଂଗ୍ରେସ ଛାଡିବାର ଗୋଟିଏ ଦିନ ପରେ ବିଜେପିରେ ମିଶିଛନ୍ତି ରାଜକିଶୋର ବେହେରା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ମିଶିଛନ୍ତି । ଗତକାଲି ଶ୍ରୀ ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ଏ ନେଇ ସେ ତାଙ୍କ ଇସ୍ତଫା ପତ୍ର ଓଡିଶା ପ୍ରଦେଶ…

ନାବାଳକଙ୍କ ମାଆକୁ ହତ୍ୟା ଘଟଣା : ପାରିବାରିକ ଅଶାନ୍ତି ହୋଇପାରେ ହତ୍ୟାକାଣ୍ଡର କାରଣ

ଭୁବନେଶ୍ୱର : ସୁନ୍ଦରପଦା ଅଂଚଳରେ ଗତକାଲି ଦୁଇ ନାବାଳକ ପୁଅ ମାଆକୁ ହତ୍ୟା କରିବା ଘଟଣାରେ ଆଜି ନୂଆ କଥା ପଦାକୁ ଆସିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ ମୃତକଙ୍କ ସ୍ୱାମୀ ନିହାର ପ୍ରଧାନ ୨୦୧୧ରେ ଅମିତ ପ୍ରଧାନ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ । ଏଥିରେ ଦୋଷୀ ସାବ୍ୟସ୍ତ ହେବା ପରେ…

ଉପନିର୍ବାଚନ ପୂର୍ବରୁ ସିବିଆଇ ରେଡ୍‌; ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ୭ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ମିଶ୍ରଙ୍କ ବାସଭବନରେ ଚଢାଉ କରିଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି । ଗଣମାଧ୍ୟମକୁ ସୂଚନା ଦେଇ ସେ…

ଶ୍ରମିକଙ୍କ ଗର୍ଜନରେ ପୁଣି ଥରିଲା ଶିଳ୍ପ ରାଜଧାନୀ କଳିଙ୍ଗନଗର: ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର କର୍ମଚାରୀ

ଯାଜପୁର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଶ୍ରମିକଙ୍କ ଗର୍ଜନରେ ଥରୁଛି ଶିଳ୍ପ ରାଜଧାନୀ କଳିଙ୍ଗନଗର। ଜୀବନ ଜୀବିକା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶ୍ରମିକ ଓ କର୍ମଚାରୀ। ଚାଲିଛି ଅର୍ଥନୈତିକ ଅବରୋଧ। ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାର…

ପ୍ରକାଶିତ ହେଲା +୨ କଟ୍ ଅଫ୍ ମାର୍କ: କେଉଁ କଲେଜରେ କେତେ ପ୍ରତିଶତ

ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ସେପ୍ଟେମ୍ବର ୨୧ରୁ ୨୬ ତାରିଖ ମଧ୍ୟରେ ଆଡମିଶନ କରିପାରିବେ । ଜାଣନ୍ତୁ,…

ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଅଭିନେତା ସବ୍ୟସାଚୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ଟ୍ୱିଟରେ ଶୁଭେଚ୍ଛା ଜଣାଇଥିବା ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି ମୋଦି ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସବ୍ୟସାଚୀ ତାଙ୍କୁ ଓଡିଆରେ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ…

ଭୁବନେଶ୍ୱରରୁ ୯୩ କେଜି.ର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ନିକଟରେ ଅବକାରୀ ବିଭାଗ ଶୁକ୍ରବାର ସକାଳେ ୯୩ କେଜି. ଓଜନର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଏକ ଏସୟୁଭି ଗାଡିରୁ ଗଞ୍ଜେଇ ଭର୍ତ୍ତି ୯୩ଟି ପ୍ୟାକେଟ୍ ମିଳିଥିଲା । ଉକ୍ତ ଗାଡିଟି କନ୍ଧମାଳରୁ ଆସି ଭୁବନେଶ୍ୱରରେ…

ଚିଟଫଣ୍ଡ ଦୁର୍ନୀତି: ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇର ଚଢ଼ାଉ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ସିବିଆଇର ଏକ ୭ ଜଣିଆ ଟିମ୍ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଦେବୀ ମିଶ୍ରଙ୍କ ୟୁନିଟ୍-୧ ସ୍ଥିତ ବାସଭବନରେ ଚଢାଉ କରିଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏହା ପୂର୍ବରୁ ବିଜେଡି ନେତାଙ୍କ ଦୁଇ ଘନିଷ୍ଠ ସହଯୋଗୀ ପ୍ରଫୁଲ୍ଲ…

ରାଜ୍ୟରେ ଆଉ ୧୩ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୮୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୧, କଟକରୁ ୧, ଗଜପତିରୁ ୧,…

ରାଜ୍ୟରେ ୧ ଲକ୍ଷ ୭୧ ହଜାର ପାର୍ କଲା କରୋନା ମାମଲା, ଆଜି କେତେ ଚିହ୍ନଟ ଜାଣନ୍ତୁ

ଲଭୁବନେଶ୍ୱର: କରୋନା ଆଁ ରେ ସାରା ବିଶ୍ୱ । ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ି ନାହିଁ। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୨ ଲକ୍ଷ ଟପିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୪୧୮୦ କରୋନା ଆକ୍ରାନ୍ତ ଚିହ୍ନଟ…