Latest Odisha News

BREAKING NEWS

Browsing Category

ଓଡିଶା

Odisha

ମିଳିଲାନି ପରିବାରର ସ୍ୱୀକୃତି: ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ପାରାଦୀପ: ପ୍ରେମକୁ ମିଳିଲାନି ସମାଜର ସ୍ବୀକୃତି, ଆତ୍ମହତ୍ୟାର ବାଟ ବାଛି ନେଲେ ପ୍ରେମୀ ଯୁଗଳ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗ୍ରାମରେ। ସୂଚନା ମୁତାବକ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବିନା ଦାସ (୨୬) ଓ ସେହି ଗ୍ରାମର ନନ୍ଦକିଶୋର…

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ଜନ୍ମ ଦେଇ ମରଣ ମୁଁହକୁ ଠେଲି ଦେଲା ମାଆ

କଣିହାଁ: ପରିବାର ପାଇଁ ପୁଣି ଅଲୋଡ଼ା ହୋଇଛି ଆଉ ଏକ ଶିଶୁ କନ୍ୟା । ତାଳଚେର କଣିହାଁ ବ୍ଲକ ରେଗାଂଳି ଥାନା ଅଂଚଳରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ବଜ୍ରକୋଟ ଗ୍ରାମର କିଛି ଯୁବକ ସକାଳୁ ସକାଳୁ ଛତୁ ଖୋଜିବା ପାଇଁ ଶୁଆଝରି ଜଗଂଲକୁ ଯାଇଥିଲେ ।…

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ରଥାରୁଢ଼ ଶ୍ରୀଜିଉଙ୍କର ସୁନାବେଶ ବା ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ରଥ ଉପରେ ସମସ୍ତ ଦୈନନ୍ଦିନ…

ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଫିସର ଜଣେ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା: ପୌର ପରିଷଦ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ କରୋନା । ତାଙ୍କ ପୁଅ ବି ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଗତ କିଛି ଦିନ ହେବ ସେମାନଙ୍କୁ ଜ୍ୱର ହେଉଥିଲା । କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ଜଣାପଡ଼ିଛି । ଆସନ୍ତାକାଲି ପୌର ପରିଷଦ କାର୍ଯ୍ୟାଳୟକୁ ସାନିଟାଇନ୍ କରାଯିବ…

ସୁନ୍ଦରଗଡ଼ରେ ଗଡ଼ିଲା ସଚେତନତା ରଥ: ‘ମାଣ୍ଡିଆ’ ଉତ୍ପାଦନ ଓ ବ୍ୟବହାର ସମ୍ପର୍କରେ କରିବ ସଚେତନ

ସୁନ୍ଦରଗଡ଼: ମାଣ୍ଡିଆ ଉତ୍ପାଦନ ଏବଂ ଏହାର ବ୍ୟବହାର ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ‘ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଅଧୀନରେ ନୂଆକରି ସାମିଲ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଲକର ଚାଷୀଙ୍କୁ ସଚେତନ କରିବା…

କର୍ଫ୍ୟୁ ଭିତରେ ବାହୁଡିଲେ ମହାପ୍ରଭୁ, ସିଂହଦ୍ୱାର ସମ୍ମୁଖରେ ୩ ରଥ

ପୁରୀ: କର୍ଫୁ ଭିତରେ ବାହୁଡିଲେ ମହାପ୍ରଭୁ । ବିନା ଭକ୍ତରେ ସରିଲା ବାହୁଡା ଯାତ୍ରା । ଜନ୍ମବେଦୀରୁ ପୁଣି ରତ୍ନବେଦୀକୁ ଫେରିବେ ତିନି ଠାକୁର । ସିଂହଦ୍ୱାର ସମ୍ମୁଖରେ ୩ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା…

କ୍ୟାମେରା ଲେନ୍ସରେ ମହାପ୍ରଭୁଙ୍କ ‘ବାହୁଡ଼ା ଯାତ୍ରା’…

ପୁରୀ: ଭାଇ ଭଉଣୀଙ୍କୁ ନେଇ ରତ୍ନବେଦୀରୁ ଜନ୍ମବେଦୀ ବୁଲିଯାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶରଧାବାଲିରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଆଜି ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରାରେ ବାହୁଡ଼ିଛନ୍ତି । ଅଧିକ ପଢନ୍ତୁ: ମାଉସୀ ମା’ ଅଟକାଇଲେ ରଥ; ମହାପ୍ରଭୁ ଖାଇଲେ ପୋଡ଼ପିଠା…

ମିଳିଲାନି କାନ୍ଧ, ମଶାଣିକୁ ଘୋଷାଡି ଘୋଷାଡି ଶବ ନେଲେ ସମ୍ପର୍କୀୟ

ଗଞ୍ଜାମ: କରୋନା ଭୟ । ମରିଗଲା ମାନବିକତା । ଶବକୁ ମିଳିଲାନି କାନ୍ଧ । ଆମ୍ବୁଲାନ୍ସରୁ ଶବକୁ ଘୋଷାଡି ଘୋଷାଡି ନେଲେ ସମ୍ପର୍କିୟ । ମୃତ୍ୟୁ ପରେ କରୋନା ଭୟରେ ପାଖ ମାଡିଲେନି ଗାଁ ଲୋକେ । ଏଭଳି ଏକ ହୃଦକ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଜିଲ୍ଳା କବିସୂର‌୍ୟ୍ୟନଗରରେ ।…

ପାରାଦୀପରେ ମାଛ ମଡ଼କ; ମରି ପଡିଛନ୍ତି ଶହ ଶହ ସଂଖ୍ୟାରେ ମାଛ

ପାରାଦୀପ: ପାରାଦୀପ କପିଳ ଯୋରରେ ମାଛ ମଡକ ଦେଖିବାକୁ ମିଳିଛି। ଶହ ଶହ ସଂଖ୍ୟାରେ ମାଛ ମରି ଭାସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପୂତ୍ତୀ ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ତେବେ ମାଛ ମଡକର ପ୍ରକୃତ କାରଣ ଜଣା ପଡି ନଥିଲେ ମଧ୍ୟ ଯୋରରେ ପାଣି ଅତ୍ୟଧିକ ଦୂଷିତ ଯୋଗୁଁ କିମ୍ବା କେହି ଏଥିରେ ବିଷ…

ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ

ଗଞ୍ଜାମ: ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ । କେବଳ ସେତିକି ନୁହେଁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ । ଆଜି ଟ୍ୱିଟ୍ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଂଜମା ଜିଲ୍ଲା ପ୍ରଶାସନ । ସେ କହିଛନ୍ତି ଯେ, ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି…