Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଜିଟିଭ ଚିହ୍ନଟ ହେଲେ କର୍ମଚାରୀ: ସିଲ ହେଲା ଖୋର୍ଦ୍ଧା ପୌର କାର୍ଯ୍ୟାଳୟ

ଖୋର୍ଦ୍ଧା: ବୁଧବାର ଖୋର୍ଦ୍ଧା ପୌରପାଳିକାର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖୋର୍ଦ୍ଧା ପୌରପାଳିକା କାର୍ଯ୍ୟାଳୟକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସିତାଂସୁ କୁମାର ରାଉତ ଦେଇଥିବା ସୂଚନା ଅନୁସାରେ “ପୌରପାଳିକା  …

ଓଡିଶାରେ ଆଉ ୨୨୯ କରୋନା ପଜିଟିଭ; ଗଞ୍ଜାମରେ ସର୍ବାଧିକ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୨୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୫୪୫ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଚିକିତ୍ସା ବଦଳରେ ଅପମାନ: ଡ଼ାକ୍ତରଖାନାରେ ର୍ଦୁବ୍ୟବହାର କରି ରୋଗୀଙ୍କୁ ତଡିଦେଲେ ଡାକ୍ତର

ଯାଜପୁର: ଡାକ୍ତରଖନାରେ ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା କୁଷ୍ଠ ରୋଗୀଙ୍କୁ ର୍ଦୁବ୍ୟବହାର କରି ତଢିଦେଇଛନ୍ତି ଡାକ୍ତର । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ମେଡିକାଲ ପରିସରରେ । ଅଭିେଯୋଗ ମୁତାବକ ସ୍ଥାନୀୟ ଗାନ୍ଧୀ କୁଷ୍ଠାଶ୍ରମ ବସ୍ତିର…

କରୋନା ମୁକାବିଲା: ପୋଲସରାରେ କଟକଣାକୁ ଆହୁରି କଡାକଡି କଲେ ଗଞ୍ଜାମ ଜିଲ୍ଲାପାଳ

ପୋଲସରା: ଗଂଜାମ ଜିଲ୍ଲା ପୋଲସରାରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ପଜେଟିଭଙ୍କ ସଂଖ୍ୟା । ପୋଲସରା ଅଞ୍ଚଳରେ ୩ ଜଣ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗଂଜାମ…

ସମସ୍ତ ଶିକ୍ଷାନୁଷ୍ଠାନରେ ଜୁଲାଇ ୧୩ ରୁ ଆରମ୍ଭ ହେବ ଅନଲାଇନ କ୍ଲାସ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜୁଲାଇ ୧୩ରୁ ଆରମ୍ଭ ହେବ ଅନଲାଇନ୍‌ କ୍ଲାସ୍‌। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ…

ପଢନ୍ତୁ ସୁନାବେଶରେ କେଉଁ ସବୁ ଅଳଙ୍କାର ପିନ୍ଧନ୍ତି ତିନି ଠାକୁର

ପୁରୀ: ମହାପ୍ରଭୁଙ୍କ ଲୀଳା ଅପାର । ନବଦିନାତ୍ମକ ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥ ଉପରେ ହୋଇଥାଏ ଶ୍ରୀଜିଉମାନଙ୍କର ସୁନାବେଶ । ଏହାକୁ ରାଜାରାଜେଶ୍ୱର ବେଶ ବି କୁହାଯାଏ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ହାତ ଓ ପାଦ ଥିବା ବିଗ୍ରହ ରୂପରେ…

ମିଳିଲାନି ପରିବାରର ସ୍ୱୀକୃତି: ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ପାରାଦୀପ: ପ୍ରେମକୁ ମିଳିଲାନି ସମାଜର ସ୍ବୀକୃତି, ଆତ୍ମହତ୍ୟାର ବାଟ ବାଛି ନେଲେ ପ୍ରେମୀ ଯୁଗଳ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗ୍ରାମରେ। ସୂଚନା ମୁତାବକ ଦୁଆଡିଆ ଗ୍ରାମର ପାଣ୍ଡବ ଦାସଙ୍କ ଝିଅ ବେବିନା ଦାସ (୨୬) ଓ ସେହି ଗ୍ରାମର ନନ୍ଦକିଶୋର…

ପୁଣି ଅଲୋଡା ହେଲା ଶିଶୁ କନ୍ୟା: ଜନ୍ମ ଦେଇ ମରଣ ମୁଁହକୁ ଠେଲି ଦେଲା ମାଆ

କଣିହାଁ: ପରିବାର ପାଇଁ ପୁଣି ଅଲୋଡ଼ା ହୋଇଛି ଆଉ ଏକ ଶିଶୁ କନ୍ୟା । ତାଳଚେର କଣିହାଁ ବ୍ଲକ ରେଗାଂଳି ଥାନା ଅଂଚଳରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ବଜ୍ରକୋଟ ଗ୍ରାମର କିଛି ଯୁବକ ସକାଳୁ ସକାଳୁ ଛତୁ ଖୋଜିବା ପାଇଁ ଶୁଆଝରି ଜଗଂଲକୁ ଯାଇଥିଲେ ।…

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ରଥାରୁଢ଼ ଶ୍ରୀଜିଉଙ୍କର ସୁନାବେଶ ବା ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ରଥ ଉପରେ ସମସ୍ତ ଦୈନନ୍ଦିନ…

ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଫିସର ଜଣେ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା: ପୌର ପରିଷଦ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ କରୋନା । ତାଙ୍କ ପୁଅ ବି ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଗତ କିଛି ଦିନ ହେବ ସେମାନଙ୍କୁ ଜ୍ୱର ହେଉଥିଲା । କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ଜଣାପଡ଼ିଛି । ଆସନ୍ତାକାଲି ପୌର ପରିଷଦ କାର୍ଯ୍ୟାଳୟକୁ ସାନିଟାଇନ୍ କରାଯିବ…