Latest Odisha News

BREAKING NEWS

Browsing Category

ପୁରୀ

Puri

ବାଲୁକା କଳାରେ ପଖାଳ ଦିବସର ଶୁଭେଚ୍ଛା

ପୁରୀ: ଆଜି ବିଶ୍ୱ ପଖାଳ ଦିବସ । ପଖାଳକୁ ଭଲ ପାଉଥିବା ଲୋକଙ୍କ ପାଇଁ ଦିନଟିଏ । ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ବାଲୁକା କଳାରେ ପଖାଳ ଦିବସର ଶୁଭେଚ୍ଛା…

ମାଆକୁ ହାଣି ହତ୍ୟା କଲା ପୁଅ, ବାପା ଓ ସ୍ତ୍ରୀ ଗୁରୁତର

ପୁରୀ: ପାରିବାରିକ କଳହର ଭୟାଙ୍କର ପରିଣତି । ରାଗରେ ବାପା, ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁରୀ ତାଳବଣିଆ ସୁଭଦ୍ରାନଗରରେ ଏହି ଘଟଣା ଘଟିଛି । ଆକ୍ରମଣରେ ମାଆଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଲିଳତା ଦୀକ୍ଷିତ । ଆକ୍ରମଣରେ ବାପା ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ…

ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀ: ସେବାୟତଙ୍କୁ ହତ୍ୟା । ପୁରୀରେ ପୁଣି ଫୁଟିଲା ଗୁଳି । ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଟାଉନ୍ ଥାନା ଅନ୍ତର୍ଗତ ବାରବାଟୀ ଜାଗା ପରିସରରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି…

ମାତିଲେ ଚୋର: ମନ୍ଦିରରୁ ନେଇଗଲେ ୫ ଅଷ୍ଟଧାତୁ ମୂର୍ତ୍ତି

ପୁରୀ: ଦୋଳ ପୂର୍ଣ୍ଣିମା ପୂର୍ବରୁ ମନ୍ଦିରରୁ ଦୋଳଗୋବିନ୍ଦଙ୍କୁ ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ବୀର ନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି ହୋଇଛି । ଗତରାତିରେ ମନ୍ଦିର ଗ୍ରୀଲ୍ କାଟି ମୂର୍ତ୍ତି ଚୋରି ଅଭିଯୋଗ । ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦୦ କେଜିରୁ…

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଏଥିପାଇଁ ସାମୟିକ ବନ୍ଦ ରହିବ ଶ୍ରୀଜିଉଙ୍କର ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଯାଏ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ । ଏହି ସମୟରେ ବନକପେଡ଼ି ଧରି ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।…

ପୋଲିସ ପଞ୍ଝାରେ ଦମ୍ପତି , ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଜବତ

ପୁରୀ:ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରୀ କରିବା ଅଭିଯୋଗରେ ଚନ୍ଦନପୁର ଥାନା ପୋଲିସ ପଞ୍ଝାରେ ଦମ୍ପତି । ଦମ୍ପତିଙ୍କୁ ଗିରଫ କରିବା ସହ ୧୦ ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କରାଯାଇଛି ।ଗିରଫ ମୂର୍ତ୍ତି ଚୋର ନିମାପଡା ପାଟପୁରର ପ୍ରଫୁଲ ମିଶ୍ର ଓ ତାଙ୍କ ସ୍ତ୍ରୀ ।ପୁରୀ…

ପୁରୀ ବେଳାଭୂମିରେ ବାଲୁକାକଳାରେ ମହିଳା ଦିବସ ଶୁଭେଚ୍ଛା

ପୁରୀ: ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ମାନେ ଏକ ସୁନ୍ଦର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଦିବସର ଉପଲବ୍ଧି କରି ସମସ୍ତ ମହିଳା ଏହି ଦିବସକୁ…

କାଲି ଶ୍ରୀଜିଉଙ୍କର ବନକଲାଗି ନୀତି, ସନ୍ଧ୍ୟା ୫ରୁ ୮ଟା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିସହ ଶ୍ରୀମୁଖ ଶୃଙ୍ଗାର ହେବ । ବନକଲାଗି ନୀତି ପାଇଁ କାଲି ସଂଧ୍ୟା ୫ଟାରୁ ରାତି ୮ଟା ଯାଏ ଶ୍ରୀଜିଉଙ୍କର ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାତି ୮ଟାରେ…

[ଭିଡିଓ] ତହସିଲଦାର ମ୍ୟାଡାମଙ୍କ ମହିଳାଙ୍କୁ ଦୁର୍ବ୍ୟବହାର !

ଭୁବନେଶ୍ୱର: ଜଣେ ମହିଳାଙ୍କୁ ଡେଲାଙ୍ଗ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ କୌଣସି କାର୍ଯ୍ୟ ପାଇଁ ତହସିଲଦାରଙ୍କୁ ଭେଟିଥିଲେ । ହେଲେ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ସୋସିଆଲ ମିଡ଼ିଆରେ ଏକ…

ବାଲୁକା କଳାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଜନଜନାୟ ବିଜୁ ପଟ୍ଟନାୟକଙ୍କ ବାଲୁକା…