Latest Odisha News

BREAKING NEWS

Browsing Category

ପୁରୀ

Puri

ସ୍ନାନଯାତ୍ରା ପାଇଁ ଆଜି ସେବାୟତଙ୍କର ହେବ କୋଭିଡ୍ ଟେଷ୍ଟ

ପୁରୀ: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏଥିରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜି କୋଭିଡ୍ ଟେଷ୍ଟ କରାଯିବ । ଏହାସହ ସ୍ନାନଯାତ୍ରାରେ ସାମିଲ ହେବାକୁ ଥିବା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କର ବି…

ପୁରୀ ରଥଯାତ୍ରା ପାଇଁ ୪ ଥର ହେବ କୋଭିଡ୍ RT-PCR ଟେଷ୍ଟ

ପୁରୀ: ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତଙ୍କର ଚାରି ଥର କୋଭିଡ୍ ଟେଷ୍ଟ ହେବ । ବିଭିନ୍ନ ପର୍ଯ୍ୟାୟରେ RT-PCR ଟେଷ୍ଟ କରାଯିବ । ସେହିପରି ପୋଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ମଧ୍ୟ ୪ ଥର RT-PCR ଟେଷ୍ଟ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ପୁରୀରେ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ । ପୁରୀରେ ବିମାନବନ୍ଦର ନେଇ ଟିମର ସର୍ଭେ ଆରମ୍ଭ କରିଛନ୍ତି । ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର୨ ଜଣ ବିମାନ ବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନ୍ତି । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ଜାଗା ବୁଲି…

ଆଗେଇ ଚାଲିଛି ତିନି ରଥ କାମ

ପୁରୀ : ରଥ ନିର୍ମାଣ ବେଶ ଆଗୁଆ ଚାଲିଛି । ୯ ଦିନ ପୂର୍ବରୁ ଉଠିଛି ତିନି ରଥର ଚାରିନାହାକା ।  ଗତକାଲି ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା । ଜକଯନ୍ତ୍ର ଓ ଗୁଜ ସ୍ଥାପନ ସରି ଆଜି ଭୋଇ ସେବକ ମହାରଣାଙ୍କ ନିର୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି ।…

ପୁରୀରେ ନିଶା ମୁକ୍ତ ଅଭିଯାନ ଜୋରଦାର, ୨ ଗିରଫ

ପୁରୀ: ଶ୍ରୀକ୍ଷେତ୍ରକୁ ନିଶା ମୁକ୍ତ କରିବା ଲାଗି ଜୋରଦାର ଅଭିଯାନ ଚଳାଇଛି ପୋଲିସ ପ୍ରଶାସନ । ପ୍ରତିଦିନ ଧରାପଡୁଛନ୍ତି ନିଶା ବେପାରୀ ଓ ବ୍ୟବହାରକାରୀ । ଏହି ଧାରାରେ ଆଜି ପୁରୀ ତାଳବଣିଆ ପୋଲିସ ଦୁଇଜଣ ଯୁବକଙ୍କୁ ବ୍ରାଉନ୍ ସୁଗାର ସହ ଗିରଫ କରିଛି । ମିଳିଥିବା ରିପୋର୍ଟ ଅନୁଯାୟୀ…

ଦାଦା ବଟି ଅଭିଯୋଗରେ ୪ ଗିରଫ

ପୁରୀ: ପୁରୀ ସହରରେ ଦାଦା ବଟି ଅଭିଯୋଗ । ଏହି ଘଟଣା ନେଇ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ସହରର ରବି ନାରାୟଣ ଆପଟ , କାନୁ ମହାପାତ୍ର , ଚୈତନ୍ୟ ପୃଷ୍ଟି , ସତ୍ୟ ରଂଜନ ପଣ୍ଡା । ଅଭିଯୁକ୍ତ…

ଭୋକିଲା ରଖୁଛି ଭୂତାଣୁ ଭୟ…

ପୁରୀ: କରୋନା ମହାମାରୀର ପ୍ରଭାବ ସ୍ପଷ୍ଟ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପରିଲକ୍ଷିତ ହୋଇଛି । ବଡବଡିଆ ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ଖୁଚୁରା ବେପାରୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି । ଏହି ଧାରାରେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆମୋଦିତ କରୁଥିବା ଓଟ ଏବଂ ଘୋଡା ସଂଘ ମଧ୍ୟ ଦୁରାବସ୍ଥା…

ଫସର ଫାଟିଲା ଡକାୟତି: ୪ ଜଣଙ୍କୁ ବାନ୍ଧିଲା ପୋଲିସ, ୨ ଚମ୍ପଟ

ପୁରୀ: ଡକାୟତି ଯୋଜନା ଫେଲ୍ ମାରିଲା । ପୁରୀରେ ଡକାୟତି ଯୋଜନା କରୁଥିବା ବେଳେ ଚଢ଼ାଉ କଲା ପୋଲିସ । ୪ ଜମଙ୍କୁ ଗିରଫ କରିଛି ବଳିଆପଣ୍ଡା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁବାସ ଚନ୍ଦ୍ର ମହାନ୍ତି ଓରଫ ଗିଲଟି କାଳୁ, ଜୀବନ ବାରିକ, ସୌମ୍ୟରଞ୍ଜନ ମଲ୍ଲିକ ଓ କାତି ଓରଫ ବରେନ୍ଦ୍ର…

ବିନା ଭକ୍ତରେ ସ୍ନାନ ଯାତ୍ରା

ପୁରୀ : ବିନା ଭକ୍ତରେ ସ୍ନାନ ଯାତ୍ରା । ଚଳିତମାସ ୨୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା । କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ଦାରୁ ବ୍ରହ୍ମଙ୍କ ସ୍ନାନଯାତ୍ରା । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ…

ରଥ ଯାତ୍ରା ପ୍ରସ୍ତୁତି ଜୋରଦାର

ପୁରୀ : ଆଗକୁ ଦେବସ୍ନାନ ପୁର୍ଣ୍ଣିମା ଓ ରଥଯାତ୍ରା । ଜୁଲାଇ ୧୨ରେ ରଥ ଯାତ୍ରା ଥିବା ବେଳେ ସମସ୍ତ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁଯାୟୀ ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିଛି । ସମସ୍ତଙ୍କ ନଜର ଦେବସ୍ନାନ…