Latest Odisha News

BREAKING NEWS

Browsing Category

ପାଣିପାଗ

ପାରଦ ଉପରମୁହାଁ: ୩୬ ଡ଼ିଗ୍ରୀ ଉପରେ ୧୦ ସହରରେ ତାପମାତ୍ରା

ଭୁବନେଶ୍ୱର: ବଢୁଛି ପାରଦ । ବଢୁଛି ତାତି । ମାର୍ଚ୍ଚରୁ ରାଜ୍ୟରେ ଅସହ୍ୟ ହେଲାଣି ଖରା । ୩୬ ଡିଗ୍ରୀ ଉପରେ ୧୦ଟି ସହରରେ ତାପମାତ୍ରା ରେକର୍ଡ ହୋଇଛି । ୩୮ ଡିଗ୍ରୀ ସହ ଟିଟଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜ୍ୟକୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ବାୟୁ ପ୍ରବାହ ଶକ୍ତିଶାଳୀ…

ଆଗକୁ ବଢିବ ତାତି, ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନରେ ରାଜ୍ୟରେ ବଢିବ ତାପମାତ୍ରା  । ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ୩୬ଡିଗ୍ରୀ ଉପରେ ରହୁଥିବା‌ ବେଳେ ଆସନ୍ତା ୨ଦିନ ଭିତରେ ଆଉ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ମାର୍ଚ୍ଚ ୧୫ ତାରିଖରେ…

ଦୁଇ ଦିନରେ ତାତିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ତାତି । ଆଗାମୀ ଦୁଇ ଦିନରେ ଆହୁରି ବଢ଼ିବ । ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଯିବ । ମାର୍ଚ୍ଚରୁ କଲବଲ କରିବ ଖରା । ଏବେ ଦିନର ତାପମାତ୍ରା ୩୭ ଡିଗ୍ରୀ ରହୁଥିବା ବେଳେ ୧୫ ତାରିଖରୁ ୪୦ ଡିଗ୍ରୀ ଛୁଇଁପାରେ । ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ…

ରାଜ୍ୟରେ ୨-୩ ଡିଗ୍ରୀ ଯାଏ ବଢ଼ିବ ଦିନର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଢିବ ତାତି । ୨ ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ୨ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

ରାଜ୍ୟରେ ୨୪ରୁ ୨୬ ଯାଏଁ ବର୍ଷା!

ଭୁବନେଶ୍ୱର: ଆସନ୍ତା ୨୪ରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ୨୫ରୁ ବର୍ଷାର ପରିମାଣ ବଢିବାର ସମ୍ଭାବନା ମଧ୍ୟ ରହିଛି । ଏଥିସହିତ ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ସହ ଘଡଘଡି ମାରିପାରେ । ଏହାର ପ୍ରଭାବରେ ୨୬ ତାରିଖରେ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ମଧ୍ୟ…

ଆଜିଠୁ କମିବ ଶୀତ, ପଶ୍ଚିମା ଝଡ଼ ପ୍ରଭାବରେ ୧୮ରୁ ହାଲ୍‌କା ବର୍ଷିବ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ରାତି ତାପମାତ୍ରା ବଢିବ । ଶୀତ କମିବ । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୭ ତାରିଖ ଯାଏ ପାଗ ଶୁଖିଲା ରହିବ । ୧୮ ତାରିଖରୁ ପଶ୍ଚିମ…

ଦୁଇ ଦିନ ପରେ କମିବ ଶୀତ, ପଶ୍ଚିମା ଝଡ଼ ପ୍ରଭାବରେ ୧୬ରୁ ବର୍ଷା

ଭୁବନେଶ୍ୱର: ପୁଣି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୧୬ ତାରିଖରୁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ସାମାନ୍ୟ ବଢ଼ିବ ଶୀତ, ଖସିବ ରାତିର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ତିନି ଦିନ ରାଜ୍ୟରେ ସାମାନ୍ୟ ବଢ଼ିବ ଥଣ୍ଡା । ପୁଣି ଥରେ ଶୀତ ଅନୁଭୂତ ହେବ । ସ୍ୱାଭାବିକ ହେବ ରାତିର ତାପମାତ୍ରା । ଆଗାମୀ ତିନି ଦିନରେ ରାତିର ତାପମାତ୍ରା ଖସିବ । ଫଳରେ ଥଣ୍ଡା ସାମାନ୍ୟ ବଢ଼ିବ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ…

ଆଜିଠୁ ରାଜ୍ୟରେ ଦୁଇ ଦିନ ବର୍ଷା, ୧୧ରୁ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଦୁଇ ଦିନ ବର୍ଷା । ପଶ୍ଚିମା ଝଡ଼ ପ୍ରଭାବରେ ଆଜିଠୁ ହାଲୁକା ବର୍ଷା ହେବ । ଆସନ୍ତାକାଲି ବୃଦ୍ଧି ହେବ ବର୍ଷାର ବିସ୍ତୃତି । ଏହି ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଆଭ୍ୟନ୍ତରୀଣ ଓ ଆସନ୍ତାକାଲି ଉପାନ୍ତରୁ ଉପକୂଳ ଯାଏ ପଶ୍ଚିମା…

ରାଜ୍ୟରେ ପଶ୍ଚିମା ଝଡ଼ ସକ୍ରିୟ: ଆଜି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ଆଜି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ କୁଆ-ପଥର ସହ ବର୍ଷା ମଧ୍ୟ ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪…