Latest Odisha News

BREAKING NEWS

Browsing Category

ଟିକେ ହଟ୍‌କେ

ଚର୍ମରୋଗ ଉପଚାର ବିଜ୍ଞାପନ, ହସ୍ପିଟାଲରେ ଲାଗିଥିଲା ହଲିଉଡ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନଙ୍କ ଫଟୋ

ଭୁବନେଶ୍ୱର: ରୋଗୀଙ୍କୁ ଆକର୍ଷିତ କରିବା ପାଇଁ ଏକ ହସ୍ପିଟାଲ୍ ବ୍ୟବହାର କରିଥିଲା ଜଣେ ହଲିଉଡ ଅଭିନେତାଙ୍କ ଫଟୋ । ଫଟୋ ଭାଇରାଲ୍ ହେବା ପରେ ସଂପୃକ୍ତ ହସ୍ପିଟାଲ ସୋସିଆଲ୍ ମିଡିଆରେ କ୍ଷମା ମାଗିବାକୁ ବାଧ୍ୟ ହୋଇଛନ୍ତି । କେରଳରେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଘଟଣା । The Vadakara…

ପ୍ରେମିକ ଦେଇଥିଲା ପ୍ରେମିକାର ମାଆକୁ କିଡନୀ, ପ୍ରତିରୋପଣ ପରେ ପ୍ରେମିକା ଚମ୍ପଟ୍

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକା ପାଇଁ ଅନେକ ଲୋକ ଅପ୍ରତ୍ୟଶିତ ପଦକ୍ଷେପ ନେବାକୁ ପଛାଇନଥାନ୍ତି । ଏମିତି ଅନେକ କାହାଣୀ ଓ ଘଟଣା ରହିଛି ଯେଉଁଠି ପ୍ରେମିକା ପାଇଁ ଜଣେ ପ୍ରେମିକ ତା ଜୀବନକୁ ବି ବାଜି ଲଗାଇଦେଇଛି । ହେଲେ ସମସ୍ତଙ୍କ ପ୍ରେମ କାହାଣୀର ଅନ୍ତ କିନ୍ତୁ ସମାନ ନଥାଏ । ମେକ୍ସିକୋର…

ଏମିତି ଜଣେ ମୁଖ୍ୟମନ୍ତ୍ରୀ, ଯିଏ ସାଥିରେ ଧରି ବୁଲୁଥିଲେ ସାଇନାଇଡ୍ କ୍ୟାପ୍‌ସୁଲ୍

ଭୁବନେଶ୍ୱର: ସ୍ୱାଧିନତା ସଂଗ୍ରାମୀ, ରାଜନୈତିକ ବ୍ୟକ୍ତିତ୍ୱ ତଥା ଭାରତର ପ୍ରଥମ ମହିଳା ଭାବେ ସୁଚେତା କ୍ରିପ୍‌ଲାନୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ସୁଚେତାଙ୍କୁ ନେଇ ଅତୀତରେ ଅନେକ ରହସ୍ୟମୟ ତଥା ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା । ହେଲେ ଆଜି ସୁଚେତା ଓ ସାଇନାଇଡ୍…

[ଭିଡିଓ] ସେଲିବ୍ରିଟି ହେୟାର୍ ଷ୍ଟାଇଲିଷ୍ଟ ଜାୱେଦ୍ ହବିବ୍‌ଙ୍କ ବିରୋଧରେ ମାମଲା ଦାୟର

ଭୁବନେଶ୍ୱର: ସେମିନାର୍ ଟ୍ରେନିଂ ଅବସରରେ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇଥିଲେ ସେଲିବ୍ରିଟି ହେୟାର୍ ଷ୍ଟାଇଲିଷ୍ଟ ଜାୱେଦ୍ ହବିବ୍ । ବିହାର ମୁଜାଫରନଗରରେ ଘଟିଥିବା ଏହି ଘଟଣାକୁ ନେଇ ହବିବ୍‌ଙ୍କ ବିରୋଧରେ ଥାନାରେ ମାମଲା ଦାୟର ହୋଇଥିବା ଜଣାପଡିଛି । ଜାନୁଆରୀ ୩ ତାରିଖରେ ଟ୍ରେନିଂ…

[ଭିଡିଓ] ମୁର୍ଖାମୀ ନା ଧର୍ମାନ୍ଧତା, QR କୋଡ୍ ପାଇଁ ଖୋଲା ଧମକ

ଭୁବନେଶ୍ୱର: ପାକିସ୍ତାନ କରାଚି ସହରର ଗୋଟିଏ ଭିଡିଓ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ପେପ୍‌ସି କମ୍ପାନୀର ଏକ ମୃଦୁ ପାନୀୟ ବୋତଲରେ ଥିବା କ୍ୟୁଆର୍ କୋଡ ପାଇଁ ମଝି ରାସ୍ତାରେ ହଙ୍ଗାମା । ଏପରିକି ପେପ୍‌ସି କମ୍ପାନୀର ଗାଡି ଜାଳିଦେବାକୁ ମଧ୍ୟ ଧମକ ଦିଆଯାଇଥିଲା । ତେବେ ଏହା ପଛର…

ପ୍ରଭୁ ଗଣେଶଙ୍କ ଭକ୍ତ “ମନି ହାଇଷ୍ଟ” ଅଭିନେତ୍ରୀ ଏଷ୍ଟର୍ ଆସେବା

ଭୁବନେଶ୍ୱର: ବିଦେଶୀ ଅଭିନେତ୍ରୀ ଏଷ୍ଟର୍ ଆସେବା । ନେଟ୍‌ଫ୍ଲିକ୍ସରେ ପ୍ରସାରିତ ବହୁଚର୍ଚ୍ଚିତ ୱେବ୍ ସିରିଜ୍ ମନି ହାଇଷ୍ଟରେ ସେ ମୋନିକା କିର୍ଦାରରେ ନଜର ଆସିଥିଲେ । ନିକଟରେ ଏହି ଅଭିନେତ୍ରୀଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଛି । ଖାସ କରି ଏହି ଫଟୋକୁ ନେଇ ଅଧିକାଂଶ…

କେନ୍ଦ୍ରମନ୍ତ୍ରୀଙ୍କ ଅବିକଳ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍‌ ଭାଇରାଲ୍, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ତେଲ, ଡାଲି ଓ ମସଲା ଭେଜାଲ୍ ହେବା ନେଇ ଆପଣ ଶୁଣିଥିବେ କିମ୍ବା ପଢିଥିବେ । ହେଲେ ଏକାଧିକ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ଭାକ୍ସିନ୍ ସାର୍ଟିଫିକେଟ୍ ବିଷୟରେ ଆପଣ କେବେ ହେଲେ ସୁରାଗ ପାଇନଥିବେ । ତେବେ ଅପରାଧର ଅନ୍ୟତମ ସହର ଉତ୍ତରପ୍ରଦେଶରେ ଏହି ଘଟଣା…

ଗାଈ ସହ ବିବାହ କଲେ ୭୪ ବର୍ଷୀୟା ମହିଳା

ଭୁବନେଶ୍ୱର: ଏକ ଅନନ୍ୟ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୭୪ ବର୍ଷୀୟା ମହିଳା । ମଣିଷ ନୁହେଁ ବରଂ ଜଣେ ଜନ୍ତୁ ସହ କରିଛନ୍ତି ଦ୍ୱିତୀୟ ବିବାହ । ସେହି ଜନ୍ତୁ ପାଖରେ ମହିଳା ଜଣକ ଦେଖିଥିଲେ ନିଜ ମୃତ ସ୍ୱାମୀଙ୍କ ପ୍ରତିଫଳନ । ଖାସ ଏହି କାରଣରୁ ମହିଳା ଜଣକ ଗାଈକୁ ବିବାହ କରିବାକୁ…

[ଭିଡିଓ] କ୍ଷୀର ଦେଲାନି ମଇଁଷି, ଗୁଣିଗାରେଡି ସନ୍ଦେହରେ ଥାନାରେ ଦ୍ୱାରସ୍ତ ହେଲେ ଚାଷୀ

ଭୁବନେଶ୍ୱର: ଜଣେ ଚାଷୀ ନିଜ ମଇଁଷିକୁ ନେଇ ଚିନ୍ତାରେ ପଡିଥିଲେ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହୋଇଥିଲା । ଘଟଣାକ୍ରମେ ମଇଁଷୀ ଉପରେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଶେଷରେ ଚାଷୀ ଜଣକ ଥାନାରେ ଦ୍ୱାରସ୍ତ ହୋଇଥିଲେ । ମଧ୍ୟପ୍ରଦେଶ ଭିଣ୍ଡ ଅଂଚଳରୁ…

ଗୁଟୁଖା ପାଇଁ ସ୍ୱାମୀକୁ ବସଷ୍ଟାଣ୍ଡରେ ଛାଡି ଚମ୍ପଟ୍ ମାରିଲା ସ୍ତ୍ରୀ

ଓଡିଶା ସମ୍ବାଦ ବ୍ୟୁରୋ: ଗୁଟୁଖା ନିଶା ପାଇଁ ସ୍ୱାମୀକୁ ଛାଡି ଚାଲିଗଲା ନବବିବାହିତା ସ୍ତ୍ରୀ । ଏପରିକି ସ୍ତ୍ରୀକୁ ଖୋଜିବାକୁ ଯାଇ ନାକେଦମ ହୋଇଥିଲା ସ୍ୱାମୀ । ଶେଷରେ ପୋଲିସ ସହାୟତାରେ ସ୍ତ୍ରୀକୁ ଠାବ କରିବାରେ ସଫଳ ହୋଇଥିଲା ଅସହାୟ ସ୍ୱାମୀ । ମଧ୍ୟପ୍ରଦେଶ ଗ୍ୱାଲିଅରରେ ସାମ୍ନାକୁ…