କନ୍ଧମାଳରେ ସେବାଶ୍ରମ ଛାତ୍ରୀ ସନ୍ତାନ ପ୍ରସବ ଘଟଣା: ନବଜାତକ ଶିଶୁର ମୃତ୍ୟୁ
ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅନ୍ତର୍ଗତ ଏକ ସେବାଶ୍ରମରେ ଗତ ଜାନୁଆରୀ ୧୨ ତାରିଖରେ ଜଣେ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାରେ ସୋମବାର ଦିନ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଉକ୍ତ ଶିଶୁକନ୍ୟାର ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ…