Latest Odisha News

BREAKING NEWS

ବାଲେଶ୍ୱର: ପ୍ରବାସୀ ଓଡିଆ ଶ୍ରମିକଙ୍କର ମୃତଦେହ ପୈତୃକ ଗାଁରେ ପହଞ୍ଚିଲା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରେ ରବିବାର ଦିନ ତେଲେଙ୍ଗାନାରେ କାର୍ଯ୍ୟରତ ଜଣେ ଓଡିଆ ଶ୍ରମିକଙ୍କର ମୃତଦେହ ଆସି ପହଞ୍ଚିଛି । ମୃତକଙ୍କ ନାମ ମନୋରଞ୍ଜନ ମହାପାତ୍ର ବୋଲି ଜଣାପଡିଥିବା ବେଳେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ…

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଫେରାର ଶାଶୂ-ଶ୍ୱଶୁରଙ୍କ ଘରେ ପୋଲିସ ଲଗାଇଲେ ‘ଲଟକା’

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଏବେ ମଧ୍ୟ ଶାଶୂ-ଶ୍ୱଶୁର ଫେରାର ରହିଛନ୍ତି । ନିକିତାଙ୍କ ମୃତ୍ୟୁ ଘଟଣା ପରେ ଶାଶୂ-ଶ୍ୱଶୁର ଫେରାର ରହିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି । ତେବେ ଶନିବାର…

ଗୋଲ୍ଡେନ ବାବାଙ୍କୁ ରିମାଣ୍ଡରେ ନେଲା ଇଓଡବ୍ଲୁ

ଭୁବନେଶ୍ୱର : ଗୋଲ୍ଡେନ ବାବା (ଜ୍ୟୋତି ରଞ୍ଜନ ବେଉରା)ଙ୍କୁ ଶନିବାର ଦିନ କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋଟିଏ ଦିନ ରିମାଣ୍ଡରେ ନେଇଛି । ଦୁଇଟି ଠକେଇ ମାମଲାରେ ପୋଲିସ ଗୋଲ୍ଡେନ ବାବାକୁ ଗୋଟିଏ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିବ । ଉଲ୍ଲେଖଯୋଗ୍ୟ,…

‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ରେ ଓଡିଶା ଝିଅଙ୍କ କମାଲ

ପୁଣେ : ପୁଣେରେ ଚାଲିଥିବା ୨୦୧୯ ମସିହା ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ’ରେ ଭାରତ୍ତୋଳନ, ସୁଇମିଂ, ଏବଂ ସ୍ପିଣ୍ଟର ଖେଳାଳୀମାନେ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଭାରତ୍ତୋଳନରେ ଓଡିଶାର ଦେବୀକା ଖିଲା ସ୍ୱର୍ଣ୍ଣ ପଦକ ହାତେଇବାରେ ସଫଳ ହୋଇଛନ୍ତି ।…

କାଳିଆ ଯୋଜନାରେ ଜାନୁଆରୀ ୨୬ ସୁଦ୍ଧା ହିତାଧିକାରୀଙ୍କୁ ଆର୍ଥିକ ସହାୟତା ମିଳିବ: ମନ୍ତ୍ରୀ

ଭୁବନେଶ୍ୱର : କାଳିଆ ଯୋଜନାରେ ଜାନୁଆରୀ ୨୬ ତାରିଖ ସୁଦ୍ଧା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରାଯିବା ନେଇ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ଦିନ କହିଛନ୍ତି, ଏହି ଯୋଜନା…

କଟକ ନୁହେଁ ଭୁବନେଶ୍ୱରରେ ରାହୁଲଙ୍କ ଜନ ସମାବେଶ: ନିରଞ୍ଜନ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା ନେଇ ଶନିବାର ଦିନ ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ…

କୋଷ୍ଟଗାର୍ଡଙ୍କ ଗୁଳିରେ ମାଛଧରା ବୋର୍ଟ ଚାଳକଙ୍କ ମୃତ୍ୟୁ ଅଭିଯୋଗ

ପାରାଦୀପ : ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପ ନିକଟ ଗଭୀର ସମୁଦ୍ର ମଧ୍ୟରୁ ଜଣେ ମାଛଧରା ବୋର୍ଟ ଚାଳକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବୋଟ୍ ଚାଳକ ଜଣଙ୍କ ମାୟାଧର ମଲ୍ଲିକ୍ ଏବଂ ତାଙ୍କ ଘର ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ନରଣପୁର ଗ୍ରାମରେ ବୋଲି ଜଣାପଡିଛି।…

ବରଗଡ଼ରେ ଥରୁଛି ପ୍ରତାପୀ କଂସର ଦରବାର !

ବରଗଡ଼ : ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପ୍ରବଳ ପ୍ରତାପୀ ନୃଶସଂତାର ପ୍ରତୀକ କଂସ ମହାରାଜଙ୍କ ଦରବାର କମ୍ପୁଛି । ଲାଲ୍ ଲାଲ୍ ଆଖିର ଆଢୁଆଳର ସାମ୍ନାରେ ଯେଉଁ ରାଜ୍ୟବାସୀ ଆସୁଛନ୍ତି ସମସ୍ତେ ମହାରାଜାଙ୍କ କଠୋର ଆଦେଶର ଶୀକାର ହେବାର ସମ୍ଭାବନା ସମସ୍ତଙ୍କୁ ଅଳ୍ପ ବହୁତେ ଭୟଭୀତ କରୁଛି…

କାର୍ ଉପରେ ଓଲଟିଗଲା ପିଆଜ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ କାର୍ ମାଲିକ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରୀପୋଷି ଘାଟିରେ ଏକ କାର୍ ଉପରେ ଏକ ପିଆଜ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି । ଏହା ଫଳରେ ଏବେ ସୁଦ୍ଧା ପିଆଜ ବୋଝେଇ ଟ୍ରକ୍ ଚକା ତଳେ ଚାପି ହୋଇ ରହିଛି କାରଟି । ଅବଶ୍ୟ କାର୍ ମାଲିକ ଜଣକ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏସମ୍ପର୍କରେ…

ସେଲଟର୍ ହୋମ ଯୌନଶୋଷଣ ମାମଲା: କେସ୍ ଡାଇରୀ ଦାଖଲ କରିବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଢେଙ୍କାନାଳର ବହୁ ଚର୍ଚ୍ଚିତ ସେଲଟର୍ ହୋମ ଯୌନଶୋଷଣ ମାମଲାର କେସ୍ ଡାଇରୀ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ଦିନ ଓଡ଼ିଶା ହାଇକୋର୍ଟରେ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ’ର ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) ଫୟାଜ୍ ରେହମାନଙ୍କ ଜାମିନ ଆବେଦନର ବିଚାର ସମୟରେ…