ବନ୍ଧୁକ ଚୋରା ଚାଲାଣ ଅଭିଯୋଗରେ ଅଟୋ ଡ୍ରାଇଭର ଗିରଫ
ଭୁବନେଶ୍ୱର : ଖଣ୍ଡଗିରି ପୋଲିସ ଶୁକ୍ରବାର ଦିନ ଜଣେ ଅଟୋ ଡ୍ରାଇଭରକୁ ଗିରଫ କରିବା ସହ ଦେଶୀ ବନ୍ଧୁକ ଓ ୩ଟି ଗୁଳି ଜବତ କରିଛି ।
ଗିରଫ ଅଭିଯୁକ୍ତର ନାମ ମୁସ୍ତାକ ଅଲ୍ଲୀ ଖାନ୍ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ସେ ବନ୍ଧୁକ ଚୋରା ଚାଲାଣ ଓ ଅସ୍ତ୍ରଶସ୍ତ୍ର ବ୍ୟବସାୟ କରିବା…