ଓଡ଼ିଆ ସିନେମା ‘ହାଲୋ ଆର୍ସି’ ୨୨ତମ ‘ଟାଲିନ ବ୍ଳକ ନାଇଟ’ ପିଲ୍ମ ଫେଷ୍ଟିଭାଲ ଲାଗି ମନୋନୀତ
ଭୁବନେଶ୍ୱର: ବେଦମାତା ପ୍ରଡକ୍ସନ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ହାଲୋ ଆର୍ସି’ ମର୍ଯ୍ୟାଦା ସମ୍ପନ୍ନ ୨୨ତମ ‘ଟାଲିନ ବ୍ଲକ ନାଇଟ ଫିଲ୍ମ ଫେଷ୍ଟିଭାଲ’ ଇସ୍ତୋନିଆ, ୟୁରୋପ ପାଇଁ ପ୍ରଥମ ପୂର୍ଣ୍ଣାଙ୍ଗ ଫିଲ୍ମ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି ।
ଟାଲିନଠାରେ ନଭେମ୍ବର ୧୬ ତାରିଖଠାରୁ ୨…