୧୨ ବର୍ଷ ପରେ ଆରବ ଲିଗକୁ ଫେରିଲା ସିରିଆ
କାଇରୋ: ଦୀର୍ଘ ୧୨ ବର୍ଷ ପରେ ଆରବ ଲିଗକୁ ଫେରିଛି ସିରିଆ । ଏହା ସପକ୍ଷରେ କାଇରୋରେ ଅନୁଷ୍ଠିତ ବୈଠକରେ ଆରବ ସରକାରଙ୍କ ପ୍ରତିନିଧିମାନେ ଭୋଟିଂ କରିଛନ୍ତି । ମାର୍ଚ୍ଚ ୨୦୧୧ରେ ଲିଗକୁ ବିରୋଧ କରିବାରୁ ସିରିଆର ସଦସ୍ୟତାକୁ ନିଲମ୍ବିତ କରାଯାଇଥିଲା । ସେବେଠାରୁ ସିରିଆରେ ଗୃହଯୁଦ୍ଧ ଓ…