Latest Odisha News

BREAKING NEWS

ଭାରତୀୟ ରେଲଓ୍ବେର ସର୍ଭରରେ ସଂରକ୍ଷିତ ଥିବା ତିନି କୋଟି ଯାତ୍ରୀଙ୍କ ତଥ୍ୟ ହ୍ୟାକ!

ନୂଆଦିଲ୍ଲୀ: ଭାରତୀୟ ରେଲଓ୍ବେରେ ପଞ୍ଜିକୃତ ହୋଇଥିବା ପାଖାପାଖି ତିନି କୋଟି ଯାତ୍ରୀଙ୍କ ତଥ୍ୟ ହ୍ୟାକ୍ । ଏହି ତଥ୍ୟକୁ ଏବେ ଡାର୍କ ଓ୍ୱେବରେ ବିକ୍ରି ପାଇଁ ରଖାଯାଇଛି ବୋଲି ଡାଟା ହ୍ୟାକର ଦାବି କରିଛନ୍ତି। ଭାରତୀୟ ରେଳବାଇର ଏହା ସବୁଠାରୁ ବଡ଼ ହ୍ୟାକିଂ ବୋଲି ହ୍ୟାକରମାନେ ଦାବି କରିଛନ୍ତି।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢା ପରିକ୍ରମା କରି ଆମେ ପହଞ୍ଚି ଯାଇଛେ ମା ବେଢା କାଳୀଙ୍କ ମନ୍ଦିର ପରିସରରେ। ମାଙ୍କ ବିଗ୍ରହରେ ଥିବା ଚମତ୍କାର ତଥ୍ୟ ଉପରେ ସମ୍ୟକ ଆଲୋଚନା ମଧ୍ୟ…

କୋଭିଡର ନୂଆ ଲହର ଆଶଙ୍କା ଭିତରେ ୪ର୍ଥ ଡୋଜ ଆବଶ୍ୟକ କି?

ନୂଆଦିଲ୍ଲୀ: ଦେଶରେ କୋଭିଡର ନୂଆ ଲହରକୁ ନେଇ ଆଶଙ୍କା ମଧ୍ୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଦେଶର ଲୋକଙ୍କୁ ଚତୁର୍ଥ ଡୋଜ ଟିକା ଦେବାର କୌଣସି ଆବଶ୍ୟକତା ନାହିଁ। ଅନେକ ଲୋକ କୋଭିଡ ଲଢେଇ ପାଇଁ ଉଭୟ ଟିକା ନେଇଛନ୍ତି କିନ୍ତୁ ଆଉ କିଛି ଟିକା ନେଇ ନାହାନ୍ତି କି ସତର୍କତା ଗ୍ରହଣ କରିନାହାଁନ୍ତି।…

ବାହା ହେବାକୁ ଏପରି ଝିଅ ଖୋଜୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିଜ ବାହାଘର ନେଇ ନିରବ ରହୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଶୀତ ଦିନେ ବିନା ଜ୍ୟାକେଟରେ ଚାଲି ଚାଲି ଭାରତ ଯୋଡ ଯାତ୍ରା କରି ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ କଂଗ୍ରେସ ସଭାପତି। ଏହି ଭାରତ ଯୋଡ ଯାତ୍ରା ବେଳେ ଏକ ସାକ୍ଷାତକାର ଦେଇ ସେ…

ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସତର୍କ ହୋଇଛନ୍ତି କେନ୍ଦ୍ର ସରକାର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି ଯେ ଭାରତରେ ଯଦି ଚୀନ୍ ପରି କରୋନା ଲହର ଆସେ ତାହେଲେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବ। କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା କମ୍…

ନେତାଙ୍କ ରୋଡ ଶୋ’ ବେଳେ ଦଳାଚକଟା, ୮ ଜଣଙ୍କର ମୃତ୍ୟୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର କାନ୍ଦୁକୁର ଠାରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ୍ ଶୋ' ସମୟରେ ଅଣାୟତ ଭିଡରୁ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣରେ ଅନେକ ଆହତ ହୋଇଛନ୍ତି।…

ହକି ବିଶ୍ୱକପ: ଆନ୍ଥେମ ସଙ୍ଗୀତର ନିର୍ଦ୍ଦେଶନା ଦେଲେ ପ୍ରେମ ଆନନ୍ଦ, ଗୀତ ଗାଇଛନ୍ତି ସୁଖବିନ୍ଦର ସିଂହ

ଭୁବନେଶ୍ୱର: ହକି ବିଶ୍ୱକପ୍ ଟ୍ରଫି ପାଇଁ ଏକ ଆନ୍ଥେମ ସଙ୍ଗୀତ ରେକର୍ଡିଂ ହୋଇଛି। ଏହି ଆନ୍ଥେମର ଶୀର୍ଷକ ରହିଛି, 'ଫିର ଗୁଞ୍ଜ ଉଠେ ଶଙ୍ଖନାଦ'। ଯାହାର ଓଡ଼ିଆ ଅର୍ଥ ପୁଣି ଥରେ ଗୁଞ୍ଜରଣ ହୋଇଛି ଶଙ୍ଖନାଦ। ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ସ୍ୱତନ୍ତ୍ର ଗୀତରେ ଓଡ଼ିଶା ସଙ୍ଗୀତର…

ପରକୀୟା ପ୍ରୀତି; ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଛି। ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସ୍ତ୍ରୀ। ପୋଲିସ ଉଭୟଙ୍କୁ ଅଟକ ରଖିଛି। ପଚରାଉଚରା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଠାରୁ ବୋମକେଇ…

ଏହି ଗ୍ରାମରେ ଘରୁ ଘରୁ ବାହାରନ୍ତି କ୍ରିମିନାଲ

ପାଟନା: ବିହାରରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ ପ୍ରତିଘରୁ କ୍ରିମିନାଲ ବାହାରିବେ । ବିଶେଷ କରି ଚୋରୀ, ଡକାଏତ ଓ ଛିନତାଇର ଆସାମୀ ହେବା ବୋଧହୁଏ ଏମାନଙ୍କ ପାଇଁ ଗର୍ବର ବିଷୟ । କଟିହାର ଜିଲ୍ଲାର କୋଢ଼ା ଅଂଚଳରେ ଜୁରାବଗଂଜ ନାମକ ଏକ ବସ୍ତି ଅଛି । ଏହି ବସ୍ତରେ ୩୦୦ରୁ ଊର୍ଦ୍ଧ୍ୱ ଅପରାଧୀ…

ଜଗତସିଂହପୁର‌‌‌‌‌‌‌‌ରେ RBI ଲୋକପାଳ ଅଫିସ ପକ୍ଷରୁ ଟାଉନ୍ ହଲ୍ କାର୍ଯ୍ୟକ୍ରମ

ଜଗତସିଂହପୁର: ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ (RBI Ombudsman) ଅଫିସ ଦ୍ୱାରା ଜଗତସିଂହପୁର‌‌‌‌‌‌‌‌ ‌‌‌‌ରେ ବ୍ୟାଙ୍କ ଗ୍ରାହକ ମାନଙ୍କ ସଚେତନତା ପାଇଁ ଏକ ଟାଉନ ହଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଲୋକପାଳ(Ombudsman) ପଙ୍କଜ କୁମାର ନାୟକ…