ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦି ସ୍ୱରୂପ ଭାବରେ ନୃସିଂହ ଠାକୁରଙ୍କୁ ବିବେଚନା କରିବାର ପ୍ରମାଣ ଆମେ ଅନେକ ଶାସ୍ତ୍ରରେ ପାଇଲେ, ଶ୍ରୀଜଗନ୍ନାଥ (ବିଗ୍ରହ )ଙ୍କ ଉତ୍ପତ୍ତି ଇତିହାସ…