ଆହତ ଅଜଗରର ହେଲା ଅସ୍ତ୍ରୋପଚାର
ବ୍ରହ୍ମପୁର:ଗଞ୍ଜାମ ଜିଲା ଚିକିଟି ବ୍ଲକର ଆର୍.ସୁବାଣୀ ବସ୍ଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ଗୁରୁତର ଆହତ ଅଜଗର ବୁଲୁଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ବ୍ରହ୍ମପୁର ବନ ବିଭାଗ ଏବଂ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପର ଲମ୍ବ ୯ ଫୁଟ ଥିବା ବେଳେ…