Latest Odisha News

BREAKING NEWS

କବିତା : ଶୀତଗାଏ ଗୀତ

ଶ୍ରୀରାମ ସାହୁ ଶୀତଗାଏ ଗୀତ କୁହୁଡି ସାଥିରେ ନିଶିଥର ନିଶବ୍ଦରେ କାକର ଭିଜାରେ ହସେ ବସୁନ୍ଧରା ବିମୋହିତ ଆସରରେ । କୁଳୁକୁଳୁ ସ୍ଵନ ତଟିନି ଝରଣା ରଖି ତାଳସୁର ଲୟ। ଗାଉଥାନ୍ତି ସଦା ପରାଣ ସଙ୍ଗୀତ ମନ ହୁଅଇ ଅଥୟ। ଲାଗିଥାଏ ଭିଡ ପୂଜିବାକୁ ଶିବ ନିତି ମନ୍ଦିର ବେଢାରେ ।୧।…

ଭାଷା ଭାଗବତ : ନିଜର ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏଠାରେ ଏବେ ପ୍ରତିଦିନ ଦେବାକୁ ନିଜର ଲିଖନ ଜଣାଇଲେ ବି ବାରଂବାର ଦୃଷ୍ଟି ତ ପଡ଼ୁନି କାହାର ! ଉଦ୍ଧୃତିପୂର୍ଣ ହେଲେ ଭାଷା ମଉଳିଯାଏ ସବୁ ଆଶା ପୂର୍ବଲିଖିତ ଲେଖାବଳି ପୁନଶ୍ଚ ଲେଖି, ଯାଉଁ ଚଳି ଅନୁଭୂତି ଆଶ୍ରିତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଇଶି ପାହାଚରେ ପୂଜା ପାଉଛନ୍ତି ଶ୍ରୀ କାଶୀ ବିଶ୍ୱନାଥ। ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧlଳୁ, ପତିତପାବନଙ୍କ ଦର୍ଶନ ପରେ ପରେ, ସର୍ବ ପ୍ରଥମେ ଦର୍ଶନ…

ଯାଜପୁରରେ ବିଜୟ ଉତ୍ସବ ପାଳିଲେ ବିଜେପି କର୍ମୀ  

ଧାମନଗର : ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ଯାଜପୁରରେ ବିଜୟ ଉତ୍ସବ ପାଳିଲେ ବିଜେପି କର୍ମୀ । ବିଜେପିର ଯୁବ କର୍ମୀ ମାନେ ଏକତ୍ରିତ ହୋଇ ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ସେହିପରି ଏହି ବିଜୟ ଉତ୍ସବରେ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ସଂଗ୍ରାମ ପାତ୍ର…

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜୟ ଉତ୍ସବ

ଭୁବନେଶ୍ୱର : ଇତିହାସର ପୁନରାବୃତ୍ତି କରି ନୂତନ ଓଡ଼ିଶା ଗଠନର ମୂଳଦୂଆ ପକାଇଛନ୍ତି ସ୍ୱାଭିମାନୀ ଧାମନଗରବାସୀ। ଏହା କହିଛନ୍ତି ସମୀର ମହାନ୍ତି। ଏନେଇ ବିଜେପି ଅଫିସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟ ଲାଭ କରିବା ପରେ…

2024 ପୂର୍ବରୁ ପ୍ରି ଟେଷ୍ଟ ଫଳାଫଳ: ସାତରୁ ବିଜେପି ଜିତିଲା ଚାରି

ନୂଆଦିଲ୍ଲୀ:  6 ଟି ରାଜ୍ୟରେ 7 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ନିର୍ବାଚନ ଏକପ୍ରକାର ସମ୍ମାନ ପାଇଁ ଯୁଦ୍ଧ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶା, ବିହାର, ୟୁପି,ମହାରାଷ୍ଟ୍ର, ହରିୟାନା ଏବଂ ତେଲେଙ୍ଗାନାରେ ହୋଇଥିବା ନିର୍ବାଚନରେ କିଏ ଜିତିବ…

ଧାମନଗର: କିଏ ପାଇଲା କେତେ ଭୋଟ୍ ?

ଭଦ୍ରକ: ଧାମନଗର ଉପନିର୍ବାଚନ ଜିତିବା ସହ ଆସନ ବଜାୟ ରଖିଛି ବିଜେପି । ନଭେମ୍ବର ୩ ତାରିଖରେ ହୋଇଥିବା ଭୋଟିଂରେ ୬୮.୯୮ ପ୍ରତିଶତ ମତଦାନ ହୋଇଥିଲା । ଆଜି ଫଳାଫଳ ଆସିବା ସହ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୪୯.୦୯ ପ୍ରତିଶତ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ…

ପାରା ବ୍ୟାଡମିଂଟନ: ସିଙ୍ଗଲ୍ସରେ ସ୍ୱର୍ଣ୍ଣ, ଡବଲ୍ସରେ ରୌପ୍ୟ ଜିତିଲେ ପ୍ରମୋଦ

ଭୁବନେଶ୍ୱର: ଜାପାନର ଟୋକିଓଠାରେ ଅନୁଷ୍ଠିତ ପାରା ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଏବଂ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ସିଙ୍ଗଲ୍ସ ଫାଇନାଲରେ ସେ ନିଜ…

ତିରୁପତି ମନ୍ଦିରର ସମ୍ପତି ଘୋଷଣା କଲା ଟ୍ରଷ୍ଟ

ଅମରାବତୀ: ତିରୁମାଲା ତିରୁପତି ଦେବସ୍ଥାନମସ ଟ୍ରଷ୍ଟ ପକ୍ଷରୁ ଆଜି ତିରୁପତି ମନ୍ଦିରର ସମ୍ପତି ଘୋଷଣା କରାଯାଇଛି । ଟିଟିଡି ପକ୍ଷରୁ ଘୋଷଣା କରାଯାଇଥିବା ସମ୍ପତି ତାଲିକାରେ ୧୦.୩ ଟନ ସୁନା ଏବଂ ୧୫,୯୩୮ କୋଟି ଟଙ୍କା କ୍ୟାଶ ରହିଛି । ସମସ୍ତ ସମ୍ପତି ହିସାବକୁ ନେଲେ ବର୍ତମାନ ମୂଲ୍ୟ ଅନୁସାରେ…

ଧାମନଗରରେ ବାଜିମାତ୍ କଲେ ସୂର୍ଯ୍ୟବଂଶୀ ସୂରଜ

ଧାମନଗର : ଭଦ୍ରକ ଜିଲ୍ଲାର ଧାମନଗର ଉପନିର୍ବାଚନ ଭୋଟ୍ ଗଣତି ସରିବା ଉପରେ  । ତେଣେ ଧାମନଗରବାସୀଙ୍କ ଉତ୍କଣ୍ଠା ବଢିଚାଲିଛି । ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯୮୮୧ ଭୋଟରେ ଆଗୁଆ ରହିଛନ୍ତି । ସୂର୍ଯ୍ୟଙ୍କୁ ୮୦,୩୫୧ ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ…