Latest Odisha News

ଭାରତର ସ୍କଟଲ୍ୟାଣ୍ଡକୁ କେବେ ବୁଲିଯାଇଛନ୍ତି କି ?

ଓଡ଼ିଶା ସମ୍ୱାଦ ବ୍ୟୁରୋ: ଭ୍ରମଣ କରିବାକୁ ଭଲପାଉଥିବା ଲୋକେ ପ୍ରାୟତଃ ସୁନ୍ଦର ସ୍ଥାନ ଖୋଜନ୍ତି। ଆଜି ଆମେ ଭ୍ରମଣକାରୀଙ୍କୁ ଏକ ସୁନ୍ଦର ସ୍ଥାନ ବିଷୟରେ କହିବାକୁ ଯାଉଛୁ। ଏହି ସ୍ଥାନଟି ଏତେ ସୁନ୍ଦର ଯେ ଏହାକୁ ‘ସ୍କଟଲ୍ୟାଣ୍ଡ୍ ଅଫ୍ ଇଣ୍ଡିଆ’ର ମାନ୍ୟତା ଦିଆଯାଇଛି। ଏହି ସ୍ଥାନଟି…

ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଓକିଲଙ୍କୁ ମରଣାତ୍ମକ ଆକ୍ରମଣ ପ୍ରତିବାଦରେ ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ରହିବା ସହ ଦୋକାନ ବଜାର ,ସ୍କୁଲ , କଲେଜ, ବ୍ୟାଙ୍କ ସମେତ ସମସ୍ତ ସରକାରୀ ଓ…

ଚାଲିଛି ‘ୱାର୍କ ଫ୍ରମ ପବ୍’ର ଟ୍ରେଣ୍ଡ, ମିଳୁଛି ଅନଲିମିଟେଡ ଖାଦ୍ୟ

ଓଡ଼ିଶା ସମ୍ୱାଦ ବ୍ୟୁରୋ: କୋଭିଡ଼ ସଙ୍କଟ ପରଠୁ ସାରା ବିଶ୍ୱରେ ଲକଡାଉନ ପରିସ୍ଥିତି ସୃଷ୍ଟି ହେଲା। ଆଉ ଏହି ସମୟରେ କର୍ମଚାରୀମାନେ ଘରେ ବସି ଅଫିସ କାମ କରିବାକୁ ଲାଗିଲେ। ଯଦିଓ ଆଇଟି କମ୍ପାନୀମାନଙ୍କରେ ପୂର୍ବରୁ ୱାର୍କ ଫ୍ରମ ହୋମ ନିୟମ ଥିଲା, କିନ୍ତୁ କୋରୋନା ପରଠାରୁ ଏହାକୁ ଜାରି…

ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଭାସିଗଲେ ୪ ଜଣ

କଟକ: ଗଜଲକ୍ଷ୍ମୀ ପୂଜା ଶେଷ ପରେ ମାଆଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟିଛି । ବୁଧବାର ବିଳମ୍ବିତ ରାତିରେ ମାଆଙ୍କ ମୂର୍ଣ୍ମୟୀ ମୂର୍ତ୍ତି ବିସର୍ଜନ ବେଳେ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସି ଯାଇଥିଲେ ୪ ଜଣ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜଣଙ୍କୁ ଉଦ୍ଧାର କରିଥିଲେ । ସୂଚନା…

ମୁମ୍ବାଇରେ ପାଳିତ ହେଲା କୁମାର ପୂର୍ଣ୍ଣିମା ଉତ୍ସବ

ମୁମ୍ବାଇ : ଓଡ଼ିଶା ବାହାରେ ରହି ଓଡ଼ିଆତ୍ୱକୁ ବଜାୟ ରଖିବା ପାଇଁ ପ୍ରବାସୀ ଓଡ଼ିଆମାନେ ସବୁବେଳେ ପ୍ରୟାସ ଜାରି ରଖିଥାନ୍ତି । ନିକଟରେ ନବୀ ମୁମ୍ବାଇ ଅଞ୍ଚଳରେ ତିରିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଆସୁଥିବା ସାମାଜିକ ସଂସ୍ଥା ବମ୍ବେ ଓଡ଼ିଆ ଓମେନ୍ସ ଆସୋସିଏସନ୍ସ ବା ବୋଆ ପକ୍ଷରୁ…

ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ: ପୂର୍ବତନ ବାଚସ୍ପତି ସ୍ବର୍ଗତଃ ଶରତ କରଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି।ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ପକ୍ଷରୁ କୁଆଁପାଳ ସ୍ଥିତ ମାହାଙ୍ଗା ବ୍ଲକ…

ମହିଳା ଏସିଆ କପ କ୍ରିକେଟ: ଫାଇନାଲରେ ଭାରତ

ସିଆଲହେଟ: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ଗୁରୁବାର ଥାଇଲାଣ୍ଡକୁ ୭୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା । ଶେଫାଳୀ ବର୍ମା ୪୨ ଏବଂ ଅଧିନାୟିକା ହରମନପ୍ରୀତ କୌର ୩୬ ରନର ଇନିଂସ ଖେଳିଥିଲେ…

ନବୀନଙ୍କ ମହିଳା କାର୍ଡକୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ କାଉଣ୍ଟର !

ଭୁବନେଶ୍ୱର: ଧାମନଗରରେ ପ୍ରଚାର ଜମିବ । ବିଜେଡିକୁ ଗୋଡ଼େ ଗୋଡ଼େ ଜଗିବ ବିଜେପି । ନାମାଙ୍କନ ସରିନି କି ପ୍ରଚାର ଆରମ୍ଭ ହୋଇନି । କିନ୍ତୁ ଧାମନଗର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟର ରାଜନୀତି । ବୁଧବାର ବିଜେଡି ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ…

ଦୀପିକାଙ୍କ ମାନସିକ ରୋଗ ଏବଂ ଡିପ୍ରେସନକୁ ମିଛ କହୁଥିଲେ ଲୋକେ

ମୁମ୍ୱାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ। ତାଙ୍କର ପ୍ରଶଂସକ କୋଟି କୋଟିରେ ଅଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି। ଦୀପିକା ହେଉଛନ୍ତି ଏକମାତ୍ର ବଲିଉଡ ଅଭିନେତ୍ରୀ ଯିଏ ମାନସିକ ସ୍ୱାସ୍ଥ୍ୟ ଏବଂ ଡିପ୍ରେସନ…

ଭିଜା ମିଳିଲାନି, ଅଷ୍ଟ୍ରେଲିଆ ଯାଇପାରିବେନି କୂଲଦୀପ ଓ ଉମରାନ

ନୂଆଦିଲ୍ଲୀ: ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଥିବା ଉମରାନ ମଲିକ ଓ କୁଲଦୀପ ସେନଙ୍କୁ ଅଷ୍ଟ୍ରେଲିଆ ଯିବା ପାଇଁ ଭିଜା ମିଳିପାରିନି । ଟି୨୦ ବିଶ୍ୱକପ ପାଇଁ ଏହି ୨ ଖେଳାଳିଙ୍କୁ ନେଟ ବୋଲର ଭାବେ ଚୟନ କରାଯାଇଥିଲା । ଟିମ ଇଣ୍ଡିଆର ୧୫ ଖେଳାଳିଙ୍କ ଅଭ୍ୟାସ ପାଇଁ ୪ଜଣ ପେସ…