Latest Odisha News

BREAKING NEWS

ରାଜଧାନୀରୁ ୧୦ଗ୍ରାମ ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର : ରାଜଧାନୀରେ ବ୍ରାଉନ ସୁଗାର ବିକ୍ରି ବଢିବାରେ ଲାଗିଛି । କଂଗ୍ରେସ ଭବନ ପଛ ଲେନ୍ ରେ ଦୁଇ ଜଣ ଯୁବକଙ୍କ ଠାରୁ ଜବତ ହୋଇଛି ୧୦ଗ୍ରାମ ବ୍ରାଉନ ସୁଗାର । ବିଶେଷ ସୂଚନା ଆଧାରରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ୟୁନିଟ୍-୨ସ୍ଥିତ କଂଗ୍ରେସ ଭବନ ପଛ…

ଶ୍ରୀଲଙ୍କାକୁ ହରାଇ ଇଂଲଣ୍ଡ ସେମିରେ, ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ବିଦା

ମେଲବୋର୍ଣ୍ଣ: ଏଠାରେ ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଆଲେକ୍ସ ହେଲ୍ସ ଓ ବେନ ଷ୍ଟୋକ୍ସଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଅପରପକ୍ଷରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏଥିସହ ଏହି ଦୌଡରୁ ବାଦ ପଡିଛି । ଶ୍ରୀଲଙ୍କା…

ରୁଷର ଏକତା ଦିବସରେ ଭାରତୀୟଙ୍କୁ ପୁଟିନଙ୍କ ପ୍ରଶଂସା

ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଭାରତବାସୀଙ୍କୁ ପ୍ରଶଂସା କରିଛନ୍ତି। ଭାରତୀୟମାନଙ୍କୁ ଦକ୍ଷ ବୋଲି କହି ସେ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଭାରତ ଅନେକ ସଫଳତା ହାସଲ କରିବ ବୋଲି ସେ ଆଶାବାଦୀ। ରୁଷର ଏକତା…

ହାଟଡିହିରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ବାଟମାରଣା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବିଭିନ୍ନ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଅନିୟମିତତା । ପୂର୍ବତନ ସରପଞ୍ଚଙ୍କ ନାଁରେ ଆସିଛି ଦୁର୍ନୀତି ଅଭିଯୋଗ । ବାଲିବରେଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରତିଭା ନାୟକ,  ପିଇଓ ନରହରି ନାୟକ ଏବଂ ଜିଆରଏସ୍ ପୂର୍ଣ୍ଣେନ୍ଦୁ…

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କିଏ ହେବେ?

ଭୁବନେଶ୍ୱର: ଆସନ୍ତାକାଲି ଧଦ୍ରକ ଧାମନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ରାଜ୍ୟରେ ଖାଲିପଡିଥିବା ଆଉ ଏକ ବିଧାନସଭା ଆସନ ବରଗଡ ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ବିୟୋଗ ପରେ ଏହି ଆସନ…

ଚାକିରି ଦେବା ନାଁରେ ୧.୪୭ କୋଟି ଟଙ୍କାର ଠକେଇ, ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚ ଶାଖାର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଶନିବାର ଜଣେ ଠକକୁ ଗିରଫ କରିଛି।ବାଲେଶ୍ବର ଜିଲ୍ଲା ଚନ୍ଦନଶ୍ୱର ଅଞ୍ଚଳରୁ ଗିରଫ ହୋଇଛି ଠକ ଜୟନ୍ତ ମହାନ୍ତି। ଯିଏକି ଅନ୍ୟକୁ ଠକି ରୋଜଗାର କରିବାର ଉଦ୍ଦେଶ୍ୟ ରଖିଥିଲା। ଚାକିରୀ କରାଇଦେବା ନାଁରେ ସମ୍ପୃକ୍ତ…

ଆସନ୍ତାକାଲି ଧାମନଗର ରାୟ

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ଧାମନଗର ଉପନିର୍ବାଚନର ଫଳାଫଳ ।  ୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।  ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଭଦ୍ରକ…

ଜମିହରା ପରିବାର ମାନଙ୍କୁ ନ୍ୟାୟ ଦେବ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫାୟାର ଟ୍ରଷ୍ଟ

ପାରାଦୀପ : ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫାୟାର ଟ୍ରଷ୍ଟ ତରଫରୁ ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ବିଗତ ଦିନରେ ପିପିଏଲରେ ଜମି ହରାଇଥିବା ପରିବାର ମାନେ ନିଜ ଜମି ପ୍ରାପ୍ୟ ପାଇଁ ଅନେକ ସମୟରେ ଅନେକ ଆନ୍ଦୋଳନ କରିଥିଲେ ହେଲେ ତାଙ୍କ…

ୟୁଟ୍ଯୁବ ଲିକ୍ ହେଲା ଦମନ୍ ସିନେମା, ଥାନାର ଦ୍ବାରସ୍ଥ ହେଲେ ଫିଲ୍ମ ନିର୍ମାତା

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ଦମନ ରିଲିଜ ହୋଇଛି। ପାଖାପାଖି ୫୦ଟି ହଲରେ ଏହି ଓଡିଆ ଫିଲ୍ମଟି ରିଲିଜ ହୋଇଛି। ଗତକାଲି ଏହି ଫିଲ୍ନକୁ ହଲରେ ଦେଖିଛନ୍ତି ଦର୍ଶକ। କିନ୍ତୁ ବିଡମ୍ବନାର କଥା ହେଲା ଏହି ଫିଲ୍ମଟି ରିଲିଜ ହେବାର କେଇ ଘଣ୍ଟା ପରେ ବିଭିନ୍ନ ୟୁଟ୍ୟୁବରେ ଫିଲ୍ମଟିର ହଲ…

ଧରାପୃଷ୍ଠରୁ ମେଲାଣି ନେଲେ ମା’ କାଳୀ

ଯାଜପୁର : ବିଦାୟ ନେଲେ ମା’ କାଳୀ  । ବାଦ୍ୟ, ଘଣ୍ଟ, ସିଂଘ ବାଜା ତାଳେ ତାଳେ ମାଙ୍କୁ ଦେବୀଗଡାକୁ ବିସର୍ଜନ ହେଉଛନ୍ତି ମା ।  ଭସାଣ ଉତ୍ସବ ଆଜି ଶେଷ ହେବ । ଭସାଣ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଳା…