Latest Odisha News

BREAKING NEWS

ଧରାପୃଷ୍ଠରୁ ମେଲାଣି ନେଲେ ମା’ କାଳୀ

ଯାଜପୁର : ବିଦାୟ ନେଲେ ମା’ କାଳୀ  । ବାଦ୍ୟ, ଘଣ୍ଟ, ସିଂଘ ବାଜା ତାଳେ ତାଳେ ମାଙ୍କୁ ଦେବୀଗଡାକୁ ବିସର୍ଜନ ହେଉଛନ୍ତି ମା ।  ଭସାଣ ଉତ୍ସବ ଆଜି ଶେଷ ହେବ । ଭସାଣ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଳା…

କେନ୍ଦୁଝରରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗାଁରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ଚାଷଜମିକୁ ଜଳସେଚନ ସୁବିଧା ପାଇଁ ,ଗୋବିନ୍ଦପୁର ମାଇନର କେନାଲ ଯୋଗେ ଟୁକୁଣା ଠାରୁ ୯କିଲୋମିଟର ଲମ୍ବର କେନାଲ ପଚିଶ ବର୍ଷ ଧରି ଖୋଳାଯାଇଥିଲେବି ଜମିରେ ପାଣି…

ଯାଜପୁରରେ ପାନୀୟଜଳ ପ୍ରକଳ୍ପର ରଡ୍ ଚୋରି କରି ଯୁବକ ଗିରଫ

ଯାଜପୁର :  ଯାଜପୁରରେ ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ ପାଇଁ ଆସୁଥିବା ରଡ଼ ଚୋରି କରି ନେଉଯାଉଥିବା ବେଳେ ଧରାପଡିଲା ଯୁବକ। ଯାଜପୁର ଥାନା ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଟୋରେ ରଡ ଚାଲାଣ ହେଉଥିବା ବେଳେ ଧରାପଡିଥିଲା ।  ସେଠାରେ ବ୍ୟବହାର ପାଇଁ ଆସିଥିବା ରଡ଼କୁ ସମ୍ପୃକ୍ତ…

‘ବ୍ରିଦ୍‌ ଇଣ୍ଟୁ ଦ ଶ୍ୟାଡୋସ୍ ସିଜନ୍ ୨’ ଦେଖିବା ପାଇଁ ମନାକଲେ ଜୟା ବଚ୍ଚନ

ନୂଆଦିଲ୍ଲୀ: ଯେତେବେଳେ ବି ପରମ୍ପରା, ଶୃଙ୍ଖଳା ଏବଂ ପ୍ରତିଷ୍ଠା କଥା ଆସେ, ସେତେବେଳେ ବଚ୍ଚନ ପରିବାରର ନାମ ବଲିଉଡରେ ଶୀର୍ଷରେ ଆସିଥାଏ | ବଚ୍ଚନ ପରିବାରର ପ୍ରତ୍ୟେକ ସଦସ୍ୟ ପରସ୍ପରକୁ ବହୁତ ଭଲ ପାଆନ୍ତି | ଅଭିଷେକ ବଚ୍ଚନ ତାଙ୍କ ମା ଜୟା ବଚ୍ଚନ ଏବଂ ପିତା ଅମିତାଭ ବଚ୍ଚନଙ୍କ ସହ ଏକ ବିଶେଷ…

ତିହିଡି ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା; ୩ ଜଣ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଦେଖିବାକୁ ମିଳିଛି ନିର୍ବାଚନ ପରବର୍ତ୍ତୀ ହିଂସା । ଗତକାଲି ୨ ଜଣ ଓ ଆଜି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତଙ୍କ ଅଭିଯୋଗକୁ ଆଧାକ କରି ଦୁଇଟି ପୃଥକ ମାମଲା ପୋଲିସ ରୁଜୁ କରିଛି । ତେବେ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ ।…

କ୍ରିକେଟ GODଙ୍କ ରେକର୍ଡ ଭାଙ୍ଗିବେ କି KING ?

ପୁରୀ: କ୍ରିକେଟ ଦୁନିଆର ଗଡ ଏବଂ କିଙ୍ଗ ମଧ୍ୟରେ ଏବେ ଚାଲିଛି ମୁକାବିଲା । ଆଜି ଭାରତୀୟ କ୍ରିକେଟର କିଙ୍ଗ ଭାବେ ପରିଚିତ ବିରାଟ କୋହଲି ୩୪ ବର୍ଷରେ ପଦାର୍ପଣ କରିଛନ୍ତି । ଦୀର୍ଘ ଦିନ ଧରି ଖରାପ ଫର୍ମରେ ରହିବା ପରେ ସେ ଏବେ ଲୟକୁ ଫେରିଛନ୍ତି । ବର୍ତମାନ ପ୍ରଶଂସକଙ୍କ ମଧ୍ୟରେ ପ୍ରଶ୍ନ ଉଙ୍କି…

ମୋର୍ବି ଟ୍ରାଜେଡି : ୨କୋଟିରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଓରେଭା ଗ୍ରୁପ୍

ସୁରଟ : ଗୁଜରାଟର ମୋର୍ବି ଝୁଲା ପୋଲ ଅଘଟଣ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମୋର୍ବି ଟ୍ରାଜେଡିରେ ୧୩୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ପୋଲ ମରାମତି କାମର ଟେଣ୍ଡର ନେଇଥିବା ଓରେଭା ଗ୍ରୁପ୍ ପୋଲ ମରାମତି ପାଇଁ ମଞ୍ଜୁର ୨ କୋଟି ଟଙ୍କାରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ…

ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ହତ୍ୟା କରିଛି ଖଲିସ୍ତାନୀ ଆତଙ୍କୀ ଲଖବୀର ?

ଅମ୍ରିତସର: ପଞ୍ଜାବର ଅମ୍ରିତସରରେ ଶୁକ୍ରବାର ହିନ୍ଦୁ ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କୀ ଲଖବୀର ଲଣ୍ଡା ଏହି ହତ୍ୟା ଘଟଣାରେ ନିଜକୁ ଦାୟୀ…

ବାଙ୍କଚୂଡ଼ା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମହାପ୍ରଭୁ  

ପୁରୀ : ଆଜି ହେଉଛି ପଞ୍ଚୁକର ଦ୍ବିତୀୟ ଦିନ । ଏହି ଅବସରରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରଦ୍ଧାଳୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ  । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ  ସେ ସମୟରେ ବ୍ରଜ ଦାଣ୍ଡ…

ଟ୍ୱିଟରର ୫୦% କର୍ମଚାରୀ ଚାକିରୀରୁ ବହିସ୍କୃତ

ନୂଆଦିଲ୍ଲୀ : ଟ୍ୱିଟର ଗ୍ରହଣ କରିବାର ସପ୍ତାହ ମଧ୍ୟରେ ଏଲୋନ୍ ମସ୍କ ବହୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସାରା ବିଶ୍ବରେ ଟ୍ବିଟର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କର୍ମଚାରୀମାନେ ଆଶଙ୍କା ରହିଥିବା ବେଳେ ତାହା ଆଜି ସତ ହୋଇଛି । ଏଲନ୍ ମସ୍କଙ୍କ ଏଭଳି…