Latest Odisha News

BREAKING NEWS

ଓଡ଼ିଶାର ପଦ୍ମପୁର ସହ ୫ ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ : ଦେଶର ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ  । ଡିସେମ୍ୱର ୫ ତାରିଖରେ ଉପନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକ ହେଉଛି ଓଡିଶା, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଓ ଛତିଶଗଡ । ଡିସେମ୍ୱର ୮ ତାରିଖରେ…

ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ୩୪ ବର୍ଷରେ ପାଦ ଥାପିଲେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି। ସରାବିଶ୍ବରୁ ଜନ୍ମଦିନ ପାଇଁ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮ ମସିହା ନଭେମ୍ବର ୫ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ୨୦୦୮ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ…

ଦେଉଳ ଦେହରେ ଦେବଦାସୀ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିର ବିମାନ ବାଡ଼ରେ ସୁରସୁନ୍ଦରୀ : ବିମାନ ବାଡ଼ର ଉପରଜଜଙ୍ଘାରେ ଅତୀବ ସୁଲଳିତ ନାରୀ ମୂର୍ତ୍ତିମାନ ସଂଯୋଜିତ ହୋଇ ସାମଗ୍ରିକ ଭାବରେ ଆମର ପାରମ୍ପରିକ ଭାସ୍କର୍ଯ୍ୟର ଜୟଗାନ କରୁଛନ୍ତି । ବିମାନର ଚତୁଃପାଶ୍ୱର୍ରେ ଠିକ୍…

ସ୍ବାଧିନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ

ନୂଆଦିଲ୍ଲୀ: ସବୁଦିନ ପାଇଁ ଆଖି ବୁଜିଲେ ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ସରଣ ନେଗୀ । ହିମାଚଳ ପ୍ରଦେଶ କାଲ୍‌ପା ବାସଭବନରେ ୧୦୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନେଗୀ। ଶେଷଥର ପାଇଁ ୨ ତାରିଖରେ ମତଦାନ କରିଥିଲେ ନେଗୀ  । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ହିମାଚଳ…

ଭୋଟ ଫଳାଫଳ ପୂର୍ବରୁ ତିହିଡ଼ିରେ ନିର୍ବାଚନୀ ହିଂସା, ଦୁଇ ଆହତ

ଧାମନଗର: ଧାମନଗର ଉପନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ  ପୁଣି ହିଂସାକାଣ୍ଡ ଘଟିଛି ।  ଉପନିର୍ବାଚନ ଫଳାଫଳ ଲାଗି  ଆଉ ଗୋଟିଏ ଦିନ ବାକି ଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତଳ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ଧରି ଚାଲିଗଲେ ସମ୍ଭବ। କାହା ସାଙ୍ଗରେ ଗୋଟେ ଗପୁଚନ୍ତି ଗପୁଚନ୍ତି ଗପ ଆଉ ସରୁନି । ଆସ୍ଥା ରାଗିରେ ପଞ୍ଚମ ହେଲାଣି ହେଲେ କିଛି କହିପାରୁନି । ବହୁତ କଷ୍ଟରେ ରାଗକୁ ସମ୍ବରଣ କଲା । କିଛି ନହେବାର ଅଭିନୟ କଲା । ରାତି…

ମୁଣ୍ଡ ଉପରେ ଖସି ପଡ଼ିଲା ଛାତ ମା’ଝିଅ ଗୁରୁତର

ବଲାଙ୍ଗିର : ମା‘ ଝିଅଙ୍କ ମୁଣ୍ଡ ଉପରେ ଖସି ପଡ଼ିଲା ଛାତ। ଏପରି ଅଭାବନୀୟ ଘଟଣା ଗତ ରାତିରେ ବଲାଙ୍ଗିର ସହର ରୁଗିଡିପଡା ମ୍ୟୁନିସିପାଲିଟିରେ ଘଟିଛି। ଗୁରୁତର ମା’ଝିଅ ହେଲେ ଗାୟତ୍ରୀ କୁମ୍ଭାର ଓ ତାଙ୍କ ଝିଅ ଆରତୀ କଲେତ।ଗାୟତ୍ରୀ କୁମ୍ଭାର ରୁଗିଡିପଡା ମ୍ୟୁନିସିପାଲିଟି କଲୋନୀରେ ରୁହନ୍ତି।…

କବିତା : ହସରେ ନନ୍ଦ କୋଳେ ଗୋବିନ୍ଦ

ଉମାକାନ୍ତ ଦାସ ହସରେ ନନ୍ଦ କୋଳେ ଗୋବିନ୍ଦ ଆଜି ଜନମ ନେଇ, ଦେବକୀ ଗର୍ଭୁ ହୋଇ ଉଦୟ ସୁଧାର ତୁମେ ମହୀ ।। ଦ୍ବାପରେ ତୁମେ ଜନମି ପ୍ରଭୁ କହିଲ ଧର୍ମ ବାଣୀ , ମୁଖ ନିଃସୃତ ଶବ୍ଦ ଅମୃତ ଗୀତା ଲେଖିଲ ପୁଣି ।। ଆଜିରେ ଆମେ ହେଉ ପାଗଳ ମଧୁ କଥା ନ ଶୁଣି, ଅନ୍ଯାୟ ପଥେ ଅଧର୍ମ…

ବର୍ଷା-ଅନୁଭବ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ

ଭୁବନେଶ୍ବର : ବର୍ଷା-ଅନୁଭବଙ୍କ ବିବାଦ ମାମଲା । ବର୍ଷା-ଅନୁଭବ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ହାଇକୋର୍ଟ ପୁଣି ନିର୍ଦ୍ଦେଶ ଦେଇଛନ୍ତି ।…

ଭାଷା ଭାଗବତ : ସତ୍ୟାଂଶ ଆପେ ଭୟଂକର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟାଂଶ ହେଲେ ସୁଦ୍ଧା ଲେଖା ପୂର୍ଣସତ୍ୟ ଦିଏନି ଦେଖା ସତ୍ୟକୁ ରଖିଲେ ଆବୃତ ହୁଏନି ପୂରା ପ୍ରକଟିତ ମିଥ୍ୟାଠାରୁ ବି ଭୟଂକର ଅର୍ଧସତ୍ୟର ଏ ସଂସାର ଚଳୁଛି ଭାଷାର ଚାତୁରୀ ସତ୍ୟ ଯାଉଛି ସ୍ବତଃ ହାରି ଯାହା ମନରେ…