Latest Odisha News

BREAKING NEWS

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ

ଡେରାଡୁନ୍: କେଦାରନାଥରେ ବଡ଼ ଦୁର୍ଘଟଣା । ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି । କେଦାରନାଥ ଠାରୁ ମାତ୍ର ୨ କିଲୋମିଟର ଦୂର ଗରୁଡ଼ଚଟିରେ ଏହି ଦୁର୍ଘଟଣା ଘଟିଛି । ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ୬ ଜଣଙ୍କ…

ସ୍ୱଳ୍ପ ଗଳ୍ପ : ରାଜାଙ୍କର ଜିଭ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୯ ଜଣେ ରାଜାଙ୍କର କେବଳ ଗୋଟିଏ ଦିନକୁ ନେଇ ଏଇ କାହାଣୀ। ରାଜା ଜଣକ ଚୀନ ଦେଶର। ତାଙ୍କର ନାଆଁ ହେଉଛି ୱାଙ୍ଗ୍ ମାଙ୍ଗ୍ । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ଆଦ୍ୟ ଚତୁର୍ଭାଗ ର କଥା ଇଏ। ନିର୍ଦ୍ଦିଷ୍ଟ ଭାବରେ କହିଲେ ସେଦିନ…

ହାଇସ୍କୁଲ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ

ନୂଆପଡା: ହାଇସ୍କୁଲ ପ୍ରତିଷ୍ଠା ଦାବି ନେଇ ବୋଡେନ ବ୍ଲକ ଡୁର୍କାମୁଣ୍ଡାରେ ଆନ୍ଦୋଳନକୁ ଓହ୍ଲାଇଲେ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ। ଗ୍ରାମବାସୀଙ୍କ ସହ ସମୂହ ଛାତ୍ରଛାତ୍ରୀ ଡୁର୍କାମୁଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ମାରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସକାଳୁ…

ବୁଲା କୁକୁରଙ୍କୁ ମାରିବା ଅଭିଯୋଗରେ ଆନ୍ଧ୍ର ସରପଞ୍ଚ ଗିରଫ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲାରେ ୧୮ଟି ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ତିନି ବ୍ୟକ୍ତିଙ୍କ ମଧ୍ୟରେ ଜଣେ ସରପଞ୍ଚ ସାମିଲ ଅଛନ୍ତି। ପୋଲିସ ସୂଚନା ଅନୁଯାୟୀ ଉକ୍ତ ତିନି ଜଣଙ୍କୁ ଜାମିନରେ…

[ଦେଖନ୍ତୁ ଭିଡିଓ] ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ନେଇ ବଢ଼ିଲା ଆଶଙ୍କା

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା କଲା ପାଣିପାଗ ବିଭାଗ । ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ୮.୩୦ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ…

ପିଲାଙ୍କ ନିକଟରେ ହିଂସାର ପ୍ରାଦୁର୍ଭାବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସଂପ୍ରତି ବିଶ୍ୱରେ କିଶୋରମାନେ ଅଧିକ ହିଂସ୍ର ପାଲଟି ଯାଇଛନ୍ତି । ପ୍ରତ୍ୟହ କେଉଁଠି ନା କେଉଁଠି ସେମାନଙ୍କର ଆକ୍ରମଣାତ୍ମକ ରୁଦ୍ର ରୂପ ଦେଖିବାକୁ ବା ଶୁଣିବାକୁ ମିଳୁଛି । ଏଭଳି ରେଫରେନ୍ସକୁ ପ୍ରମାଣ କରୁଥିବା ଅନେକ ଘଟଣା ଅଛି । କୁହାଯାଉଛି ମୋବାଇଲ୍…

ପୁରୀ ହୋଟେଲରେ ବିଷ ପିଇ ଦେଲେ ପ୍ରେମୀଯୁଗଳ

ପୁରୀ : ପୁରୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୁରୀର ଏକ ହୋଟେଲରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ | ସିଟି ରୋଡ଼ ସ୍ଥିତ ଘରୋଇ ହୋଟେଲରେ  ଘଟିଛି ଏ ଘଟଣା | ଉଭୟ ବିଷ ପାନ କରିଥିବା ସୂଚନା | ଉଭୟଙ୍କୁ ହୋଟେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଆଜି ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୮ ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ସାଧାରଣ ସଭା ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ବୈଠକରେ ମନ୍ତ୍ରୀ, ବିଭିନ୍ନ ଦେଶର ପୋଲିସ ମୁଖ୍ୟ, ଜାତୀୟ…

ହିତାଧିକାରୀଙ୍କ ଦୁଇ ମାସର ଚାଉଳ ହଡ଼ପ

ନବରଙ୍ଗପୁର: ପୁଣି ନଜରକୁ ଆସିଲା ଚାଉଳ ବଣ୍ଟନରେ ଅନିୟମିତତା। ପିଡ଼ିଏସ ଚାଉଳ ବଣ୍ଟନ କରିବାର ଦାୟିତ୍ୱ ଯାହା ଉପରେ ନ୍ୟସ୍ତ ଥିଲା, ସେ ଖାଇଗଲେ ୯ ଶହରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଚାଉଳ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଞ୍ଚାୟତରେ ଘଟିଛି ଏଭଳି ଚାଉଳ ହଡ଼ପ ଘଟଣା। ଏହି…

୧୫ ବର୍ଷରେ ୪୧.୫ କୋଟି ଭାରତୀୟ ଦାରିଦ୍ର୍ୟରୁ ବାହାରିଛନ୍ତି

ନୂଆଦିଲ୍ଲୀ: ଦାରିଦ୍ର୍ୟ ସୂଚକାଙ୍କରେ ଭାରତର ବଡ଼ ସଫଳତା । ବିଶ୍ବ ଦାରିଦ୍ର୍ୟ ସୂଚକାଙ୍କ ୨୦୨୨ ଅନୁଯାୟୀ, ୨୦୦୫-୦୬ ରୁ ୨୦୧୯-୨୧ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଆସିଛନ୍ତି। ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଏହା ଏକ 'ଐତିହାସିକ ପରିବର୍ତ୍ତନ'।…