ଆମେରିକା ଆକାଶରେ ୟୁଏଫଓ !
ୱାଶିଂଟନ: ଏଲିୟନ୍ସ ଅଛନ୍ତି କି ନାହିଁ ତାର ସଠିକ ପ୍ରମାଣ ଆଜି ପର୍ଯ୍ୟନ୍ତ ହସ୍ତଗତ ହୋଇ ନାହିଁ । ବିଭିନ୍ନ ସମୟରେ ଏହାର ପ୍ରମାଣ ନେଇ ଦାବୀ ହେଉଥିଲେ ମଧ୍ୟ ତାହା ସହଜରେ ଗ୍ରହଣୀୟ ହୋଇପାରି ନାହିଁ । ଏବେ ନିକଟରେ ପେଂଟାଗନରେ ଥିବା ଆମେରିକା ସଂସଦରେ ଏ ନେଇ କେତେକ ବଳିଷ୍ଠ ପ୍ରମାଣ ଓ ଭିଡିଓ…