Latest Odisha News

BREAKING NEWS

ସରପଞ୍ଚରୁ ସାଂସଦ ହେବେ ସୁଲତା, ପୂର୍ବରୁ ଅନେକ ଥର ହୋଇଥିଲେ ନିରାଶ

ଭୁବନେଶ୍ୱର: ପ୍ରତିଦିନ ଗଣମାଧ୍ୟମରେ କୌଣସି ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ରଖୁଥିବା କିମ୍ବା ଟିଭି ବିତର୍କରେ ସାମିଲ ହେଉଥିବା ବିଜେଡିର ଅନ୍ୟତମ ମୁଖପାତ୍ର ହେଉଛନ୍ତି ସୁଲତା ଦେଓ । ଏକଦା ଯାଜପୁର ଜିଲ୍ଲାରେ ସରପଞ୍ଚ ହୋଇଥିବା ଏହି ମହିଳା ନେତ୍ରୀଙ୍କୁ ବିଜେଡି ଏବେ ରାଜ୍ୟସଭା ଟିକେଟ୍…

ଶିଶୁ ଶ୍ରମିକ ନିରାକରଣ ପାଇଁ ୧୫ ଦିନିଆ ସଚେତନତା ଯାତ୍ରା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଏକ ୧୫ ଦିନିଆ ଶିଶୁ ଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି । ରବିବାର ଶ୍ରମ ନିର୍ଦ୍ଦେଶାଳୟରେ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ, ଆଇ.ଏ.ଏସ.…

ମଙ୍କି ପକ୍ସ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ଯ ମନ୍ତ୍ରୀ ନବ ଦାସ

ଭୁବନେଶ୍ୱର : ଭାରତରେ ବର୍ତ୍ତମାନ ସୁଦ୍ଧା ମଙ୍କି ପକ୍ସ ଦେଖାଯାଇନାହିଁ । ତେବେ ଏ ଦିଗରେ ସଚେତନ ରହିବା ସହ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭାଇରସ୍‌…

ପାଟଣାଗଡରୁ ପାର୍ଲାମେଣ୍ଟ ଯିବେ ନିରଞ୍ଜନ; ନବୀନଙ୍କୁ ମିଲିଲା ଏୟୁଙ୍କ ଉତ୍ତରାଧିକାରୀ !

ଭୁବନେଶ୍ୱର: ଯେଉଁ ଚାରି ଜଣଙ୍କ ନାମ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଘୋଷଣା କରିଛି ବିଜେଡି ସେଥିମଧ୍ୟରୁ ନିରଞ୍ଜନ ବିଶି ହେଉଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସରପ୍ରାଇଜ କାର୍ଡ । ଯିଏକି ଶାସକ ଦଳର ନିକତମ ମିଡିଆ ହାଉସର ଖବରର ଆକଳନ ପରିଧି ମଧ୍ୟରେ ନଥିଲେ। ତେଣୁ କାହିଁକି…

କଥା ଦେଇ କଥା ରଖିଲେନି ନବୀନ !

ଭୁବନେଶ୍ୱର: ଯୁବ ନେତାଙ୍କୁ ଟିକେଟ୍ ଦେଇ ବିଜେଡି ସୁପ୍ରିମୋ ଦଳର ଭେଟେରେନାଙ୍କୁ ଦେଇଛନ୍ତି ଚକମା । ଖାଲି ହେବାକୁ ଥିବା ଚାରି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଦଳରେ ଅନେକ ଆଶାୟୀ ନେତା ରାଜ୍ୟସଭାକୁ ଯିବେ ବୋଲି ମନ କରିଥିଲେ। କାରଣ ବିଭିନ୍ନ…

ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଅପରାହ୍ନରେ ମୋଦୀଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ରବିବାର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ସୋମବାର ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏହି ସୂଚନା ଦେଇଛି । ଦୁଇ ମାସରେ ନବୀନଙ୍କର ଏହା ତୃତୀୟ ଦିଲ୍ଲୀ ଗସ୍ତ ହେବ । ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସାବଧାନତା ର ସହ ମାସ୍କଡ ଆଧାର କାର୍ଡ ବ୍ୟବହାର କରିବାକୁ ପରାମର୍ଶ

ଭୁବନେଶ୍ୱର: ମାସ୍କଡ ଆଧାର କାର୍ଡ ବ୍ୟବହାର ପାଇଁ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିକୁ ରଦ୍ଧ କରିଛି ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି । ଗତ ୨୭ ତାରିଖରେ ୟୁଆଇଡି ର ବେଙ୍ଗାଲୁରୁ ଶାଖା ମାସ୍କଡ ଆଧାର ବ୍ୟବହାର ପାଇଁ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲା । ଏହି ବିଜ୍ଞପ୍ତିରେ ଆଧାର…

ବଦଳିବ ବ୍ରହ୍ମପୁର ସିଟି ହାଇସ୍କୁଲ ଖେଳପଡିଆ ରୂପ; ନିର୍ମାଣ ହେବ ଅତ୍ୟାଧୁନିକ ଇଣ୍ଡୋର ହଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ମଧ୍ୟ ସ୍ଥଳରେ ଥିବା ସିଟି ହାଇସ୍କୁଲ ଖେଳ ପଡିଆ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଅପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଦିନେ ଥିଲା ଉକ୍ତ ଖେଳ ପଡିଆରେ ସହରର ସମସ୍ତ ପ୍ରକାର ଖେଳକୁଦ ସହିତ ମେଳା, ସଭା ସମତି ହୋଇ ବେଶ ଜନଗହଳି ଲାଗୁଥିଲା ।…

ରାଜ୍ୟସଭା ନିର୍ବାଚନ ପାଇଁ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ଜୁନ ୧ରେ ୫୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ରବିବାର ବିଜେପି ଏ ନେଇ ୧୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ନିର୍ମଳ ସୀତାରମଣ, ପୀୟୁଷ ଗୋୟଲଙ୍କ ପରି କେନ୍ଦ୍ର ମନ୍ତ୍ରୀଙ୍କ ନାମ ରହିଛି । ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କ ନାମ ହେଲା- ସୁଶ୍ରୀ…

ତାଳଚେର କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କଲେ ରେଳ ବୋର୍ଡ ଅଧ୍ୟକ୍ଷ; ସୋମବାର ଯିବେ ପାରାଦୀପ

ଭୁବନେଶ୍ୱର: ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ ତ୍ରିପାଠୀ ରବିବାର ଓଡ଼ିଶା ଆସି ତାଳଚେର ସ୍ଥିତ କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କରିଛନ୍ତି । ପୂର୍ବତଟ ରେଳପଥର ଟ୍ରାଫିକ ସୁବିଧା ଯାଞ୍ଚ ଏବଂ ବାଧାମୁକ୍ତ ରେଳ ଚଳାଚଳ ବିଷୟରେ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ବିକାଶମୂଳକ…