କୋଲକାତାକୁ ହରାଇଲା ଦିଲ୍ଲୀ
ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ରବିବାର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୪୪ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୫ ୱିକେଟ ବିନିମୟରେ ୨୧୫ ରନ ସଂଗ୍ରହ କରିଥିଲା । ପୃଥ୍ୱୀ ଶ ୫୧, ଡେଭିଡ ୱାର୍ଣ୍ଣର ୬୧ ରନର ଇନିଂସ ଖେଳିଥିଲେ । ରିଷଭ…